ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ
କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି ନଜର ପଡୁନାହିଁ। ଏହି ସାହିରେ ୩୦ରୁ ଊର୍ଦ୍ଧ୍ୱ ଗରିବ ମୁଣ୍ଡା ଓ ମହାନ୍ତ ସମ୍ପ୍ରଦାୟର…
ଭୁବନେଶ୍ୱରଙ୍କ ୨ ଓଭର ବୁଡ଼ାଇଦେଲା !
ନୂଆଦିଲ୍ଲୀ,୭।୯: ମହଙ୍ଗା ପଡ଼ିଲା ଇନିଂସର ୧୯ତମ ଓଭର। ଏଥିଯୋଗୁ ସୁପର-୪ ମୁକାବିଲାରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କାରଣ ଉଭୟ ମ୍ୟାଚ୍ରେ ଦଳ ଶେଷ ଓଭରରେ…
ଦୋସା ଖାଇ ଟ୍ରୋଲ୍ ହେଲେ ଭାଜପା ଏମ୍ପି
ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ, ରାସ୍ତା ଇତ୍ୟାଦି ପାଣିରେ ଉବୁଟୁବୁ ହେଉଛି। ଏସବୁ ମଧ୍ୟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକ ସଭା…
ୟୁକ୍ରେନ ଉପରେ ଆକ୍ରମଣ କରି ଲାଭବାନ ହୋଇଛି ରୁଷିଆ: ପୁଟିନ
ମସ୍କୋ,୭।୯: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ୬ ମାସରୁ ଅଧିକ ସମୟ ବିତିଗଲାଣି। ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧ…
ସମାଲୋଚନାକୁ ବେଖାତିର୍: ରୋହିତ କହିଲେ ‘ଆମ ଟିମ୍ରେ କ୍ୱାଲିଟି ଅଛି’
ଦୁବାଇ,୭।୯: ଏସିଆ କପ୍ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ବଡ଼ ଟୁର୍ନାମେଣ୍ଟ ଥିଲା। ହେଲେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ…
ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ
ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି…
‘ବନ୍ୟା ପରେ ସମୁଦ୍ର ପରି ଦିଶୁଛି ପାକିସ୍ତାନ’
ଇସଲାମାବାଦ,୭ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବୁଧବାର କହିଛନ୍ତି , ଦେଶର ଅନେକ ଅଞ୍ଚଳ ସମୁଦ୍ରରେ ପରିଣତ ହୋଇଛି। ବାସ୍ତବରେ ବନ୍ୟା ଯୋଗୁ ଦକ୍ଷିଣ ଏସୀୟ ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇଛି।…
ସିଙ୍ଗଡ଼ା ଖାଇବାକୁ ଚାମଚ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ କଲ୍ କଲେ ଯୁବକ
ଯେତେବେଳେ ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉ ସେତେବେଳେ କିଛି ଡିସ୍ପୋଜେବଲ୍ ବାସନ ଦିଆଯାଏ। ଯାହା ଦ୍ୱାରା ଆରାମରେ ଖାଇ ହୋଇଥାଏ। ଅବଶ୍ୟ ସିଙ୍ଗଡ଼ା, କଚୋଡ଼ି ଏବଂ ପକୋଡ଼ା ସହିତ ଏହିପରି ବାସନ ଉପଲବ୍ଧ ନୁହେଁ। କାରଣ ଚାମଚ ବିନା…
ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ
ପାଟନା,୭।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ ହେଉଛି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ରଥକୁ ରୋକିବା ପାଇଁ…
ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ
ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ ଲାଗି…
ମହିଳା ଜନ୍ମଦେଲେ ଯାଆଁଳା ସନ୍ତାନ, ୮ ମାସ ପରେ ଜଣାପଡ଼ିଲା ପିଲା ଦୁହିଁଙ୍କ ବାପା ଅଲଗା
ମଣିଷ ଶରୀର ସହିତ ଜଡ଼ିତ ଅନେକ କଥା ରହିଛି, ଯାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ। ବିଶେଷକରି ଗର୍ଭଧାରଣ ଏବଂ ଜନ୍ମ ହେଉଛି ଏପରି ପ୍ରକ୍ରିୟା ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ। ଏମିତି ଏକ ଘଟଣା ପର୍ତ୍ତୁଗାଲରେ ଦେଖିବାକୁ…
ପିଏମ୍-ଶ୍ରୀ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍-ଶ୍ରୀ ଯୋଜନାକୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପିଏମ୍-ଶ୍ରୀ ଯୋଜନା ଅଧୀନରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦନ ହୋଇଛି। ଏଥିରେ କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟଙ୍କୁ ମଧ୍ୟ…
Archives


