Home

ଆସନ୍ତା ସପ୍ତାହରେ ଭେଟିବେ ପୁଟିନ୍‌-ଜିନ୍‌ପିଙ୍ଗ୍‌

ମସ୍କୋ, ୭ା୯: ୟୁକ୍ରେନ୍‌ ଯୁଦ୍ଧ ଓ ଚାଇନା-ତାଇଓ୍ବାନ ଉତ୍ତେଜନା ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଆସନ୍ତା ସପ୍ତାହରେ ପରସ୍ପରକୁ ସାକ୍ଷାତ କରିବେ। ଉଜ୍‌ବେକିସ୍ତାନରେ ହେବାକୁ ଥିବା ଏକ ଆଞ୍ଚଳିକ ସମ୍ମିଳନୀରେ ଏହି…

‘ପାକିସ୍ତାନରେ ବଢ଼ିବ ସଂକ୍ରାମକ ରୋଗ’

ଓ୍ବାଶିଂଟନ,୭ା୯: ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ସଂଘର୍ଷ କରୁଥିବା ବେଳେ ରେକର୍ଡ ବର୍ଷା ଯୋଗୁ ଦେଶରେ ଅବସ୍ଥା ବିଗିଡ଼ିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି। ପୂର୍ବ ଭୂମଧ୍ୟସାଗର ପାଇଁ ଡବ୍ଲ୍ୟୁଏଚ୍‌ଓର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର…

ହାଇକୋର୍ଟରୁ ନିରାଶ ହେଲେ ଦାରା ସିଂ

କଟକ ଅଫିସ୍‌,୭।୯: ଖ୍ରୀଷ୍ଟିଆନ ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ଦାରା ସିଂ ହାଇକୋର୍ଟରୁ ନିରାଶ ହୋଇଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ହାଇକୋର୍ଟରେ କାଏମ ରହିଛି। ଦାରା ସିଂ ଓ ତାଙ୍କ ସହଯୋଗୀ ରାଜ କିଶୋର ମହନ୍ତ, ଯଦୁନାଥ ମହନ୍ତ ଏବଂ…

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଓସିଏସ୍‌ ପରୀକ୍ଷା ଫଳ

କଟକ ଅଫିସ, ୭ା୯- ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ପରୀକ୍ଷାଫଳ ଚଳିତମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ା ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। ଏନେଇ ବୁଧବାର ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌…

‘କଂଗ୍ରେସ ପାଇଁ ଐତିହାସିକ ମୁହୂର୍ତ୍ତ’

ନୂଆଦିଲ୍ଲୀ,୭।୯: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ‘ଭାରତ ଯୋଡ ଯାତ୍ରା’କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ବୁଧବାର କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ ଯାତ୍ରା’ କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ଏହି ଅବସରରେ ସୋନିଆ ଗାନ୍ଧୀ ଏକ ଭାବପ୍ରବଣ…

ମୀରାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଶାହିଦ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଶାହିଦ କପୁର ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରେମ ପରିପ୍ରକାଶ କରିଛନ୍ତି। ବୁଧବାର ମୀରା ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଶାହିଦ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମୀରାଙ୍କ ସହ…

ବଢ଼ିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ବାସ୍ଥ୍ୟବୀମା ପରିମାଣକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବାରମ୍ବାର ଦାବି ହେଉଥିବା ବେଳେ ଅର୍ଥ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି। ଏହାପରେ ପ୍ରତ୍ୟେକ ବିଧାୟକ,…

ସୋନାଲିଙ୍କ ପରିବାରକୁ ଭେଟି ସିବିଆଇ ତଦନ୍ତ ଦାବି କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦିବଂଗତ ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ପରିବାରକୁ ଭେଟିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସିବିଆଇ ଦ୍ୱାରା ସୋନାଲି ଫୋଗାଟ ମାମଲାର ତଦନ୍ତ କରାଯିବାକୁ ନେଇ…

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର…

ପ୍ରେମ ପାଇଁ ଅନର କିଲିଂ: ୭ କୋର୍ଟ ଚାଲାଣ

ବାଲିଗୁଡ଼ା,୭ା୯(ଡି.ଏନ୍‌.ଏ.): ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ପ୍ରେମିକଙ୍କୁ ହତ୍ୟା କରିଥିଲେ ଝିଅର ପରିବାର ଲୋକେ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ବାଲିଗୁଡ଼ା ପୋଲିସ ୧୭ ଜଣକୁ ଅଟକରଖି ପଚରାଉଚରା କରୁଥିଲା। ସେଥି ମଧ୍ୟରୁ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୭।୯:ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ଅନନ୍ତନାଗର ବିଜବେହାରା ଅଞ୍ଚଳର ତାଜିୱାରା ଠାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଅର୍ଥାତ୍‌ ୬ ସେପ୍ଟେମ୍ବରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନନ୍ତନାଗରେ ସୁରକ୍ଷା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭ା୯(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୮,୫୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri