Home

ବିଶ୍ୱସ୍ତରୀୟ ସେବା,ସାମଗ୍ରୀ ଯୋଗାଇବ ଜୟଆଲୁକ୍କାସ୍‌

ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍‌ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍‌) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍‌ ଉଦ୍‌ଘାଟନ…

ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ଶୀର୍ଷରେ

ଜଟଣୀ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ସେପ୍ଟେମ୍ବରରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ଥର ପାଇଁ ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ଶୀର୍ଷ ସ୍ଥାନ ହାସଲ କରିଛି। ସେପ୍ଟେମ୍ବରରେ ଏହି…

ଆଇପିଏସ୍‌ ଅଫିସର ପରିଚୟ ଦେଇ ୭୧ ହଜାର ଠକିନେଲେ

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଆଇପିଏସ୍‌ ଅଫିସର ପରିଚୟ ଦେଇ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୭୧ହଜାର ଟଙ୍କା ଠକି ନେଇଛନ୍ତି। ଠକାମିରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ବେଣୁଧର ମୁଦୁଲି।…

୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମନକୁ ଆସିଲାନି ରୋଷେଇ ଘର, ରାଗରେ ଲଗାଇଦେଲେ ନିଆଁ

ଏହି ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଗ ସମୟରେ କିଛି ନା କିଛି ଘଟାଇଥାନ୍ତି। ବ୍ରିଟେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କ ରୋଷେଇ ଘରେ ନୂତନ ଫିଟିଙ୍ଗ କାମରେ ଏତେ ବିରକ୍ତ ହୋଇଗଲେ…

ଖଟିଆରେ ୧କି.ମି. ବୁହା ହେଲେ ଗର୍ଭବତୀ

ରୂପସା,୭।୧୦(ଡି.ଏନ.ଏ.):ଗାଁକୁ ରାସ୍ତା ନ ଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀଙ୍କୁ ୧ କି.ମି. ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାଧୀନତାର ୭୫ ବର୍ଷ ପରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଛି ବସ୍ତା…

୫ ଦିନରେ ୪୦ରୁ ଅଧିକ ମାମଲା

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ବଢ଼ିବା ଆଶଙ୍କା କରି କମିଶନରେଟ ପୋଲିସ ପକ୍ଷରୁ ଆଗୁଆ ସତର୍କ କରାଯିବା ସହ ଅପରାଧୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ ଥାନାଞ୍ଚରେ ଚଢ଼ାଉ କରାଯାଇ ଅଭ୍ୟାସଗତ ଅପରାଧୀଙ୍କ ସମେତ ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।…

ଜମି ହରାଇଥିବା ଲୋକଙ୍କୁ ମିଳିଲା ନାହିଁ କ୍ଷତିପୂରଣ: ପକାଇଲେ ତାଲା

କୁଆଁରମୁଣ୍ଡା,୭।୧୦(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଉଷ୍ରାଠାରେ ଶଙ୍ଖ ନଦୀରୁ ଜଳ ଉଠାଯାଇ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳଯୋଗାଇବା ଲକ୍ଷ୍ୟ ନେଇ ବୃହତ୍ତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରୁ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇଛି। ଏପରିକି…

୨ ହାତୀ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ

ସମ୍ବଲପୁର/ଜମନକିରା,୭ା୧୦(ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବନଖଣ୍ଡ ଭୁତେଲ ରେଞ୍ଜ ତିଲେଇମାଲ ଗ୍ରାମ ନିକଟରୁ ଗୁରୁବାର ସକାଳେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତଦେହ ଜବତ ହୋଇଛି। ଦନ୍ତା ହାତୀ ଟମାଟୋ କିଆରିରେ ଓ ମାଈ ହାତୀ ଧାନ ବିଲରେ ପଡିରହିଥିଲା।…

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୬ା୧୦(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟଙ୍କୁ ସାମାଜିକ ସୁରକ୍ଷା ଓ…

୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦୀର୍ଘ ୩୪ବର୍ଷ ପରେ ଗୁରୁବାର…

ଏକ ଘରିକିଆ ହୋଇଯାଇଛନ୍ତି ପୁଟିନ୍‌

ମସ୍କୋ, ୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଯୁଦ୍ଧ ଛାଡ଼ି ଅହିଂସା ଉପାୟରେ ସମାଧାନର ବାଟ ଫିଟାଇବା ଦିଗରେ ଯାହା କିଛି ଆବଶ୍ୟକ, ଭାରତ ତାହା କରିବ ବୋଲି ମୋଦି…

ତୈଳ ଯୁଦ୍ଧ: ଓପେକ୍‌ ବନାମ ନୋପେକ୍‌

ଭିଏନା/ଓ୍ବାଶିଂଟନ,୭ା୧୦:ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶଗୁଡ଼ିକର ସଙ୍ଗଠନ (ଓପିଇସି) ସମେତ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ଓପେକ୍‌ ପ୍ଲସ୍‌ର ବୈଠକ ବୁଧବାର ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଦୈନିକ ୨ ମିଲିୟନ ବ୍ୟାରେଲ (ବିପିଡି) ତୈଳ ଉତ୍ପାଦନ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?