ଭାରତ ବନାମ ପାକିସ୍ତାନ ମ୍ୟାଚ୍ରେ ମୋ’ ଝିଅ ହାତରେ ତ୍ରିରଙ୍ଗା ଧରିଥିଲା: ଆଫ୍ରିଦି
ଲାହୋର,୧୩।୯: ଭାରତ ବନାମ ପାକିସ୍ତାନ ମ୍ୟାଚ୍ରେ ହାତରେ ତ୍ରିରଙ୍ଗା ଧରିଥିଲେ ଶାହିଦ ଆଫ୍ରିଦିଙ୍କ ଝିଅ। ଏନେଇ ଏହି ପାକିସ୍ତାନର ପୂର୍ବତନ ଅଧିନାୟକ ଲାଇଭ୍ ଟିଭିରେ କହିଛନ୍ତି। ଏସିଆ କପ୍ ୨୦୨୨ର ସୁପର-୪ ମୁକାବିଲାରେ ଭାରତକୁ ପରାସ୍ତ କରିଥିଲା ପାକିସ୍ତାନ। ତେବେ ଏହି…
ବନ୍ଦେ ଭାରତ ଟ୍ରେନ୍ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…
ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।…
ଏକଛତ୍ରବାଦୀ ଶାସନଠାରୁ ବଂଶବାଦ ଶାସନ ଭଲ, ଭାଜପାକୁ ଶିବସେନାର ଟାର୍ଗେଟ…
ମୁମ୍ବାଇ, ୧୩।୯ : ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ପୁଣି ଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର ଶିବସେନା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା କରିବା ସହ ଭାଜପା ସରକାରଙ୍କ…
ଦେଶଦ୍ରୋହୀ ଆଖ୍ୟା ପାଇବାକୁ ନେଇ ଭାବବିହ୍ବଳ ହେଲେ ଜୁବିନ୍; ଡିପ୍ରେସନକୁ ଚାଲିଯାଇଛନ୍ତି ମା’
ବମ୍ବେ: ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇବାକୁ କଳାକାରକୁ ଅନେକ ପରିଶ୍ରମ କରିବାକୁ ପଡେ। ହେଲେ ଛୋଟିଆ ଭୁଲ ଲାଗି ସବୁକିଛି ମାଟିରେ ମିଶିଯାଏ। କିଛି ସେଭଳି ଏବେ ଘଟିଛି ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍ ନୌଟିଆଲଙ୍କ କ୍ଷେତ୍ରରେ। ଏକ କନ୍ସର୍ଟକୁ ନେଇ…
ସୋସିଆଲ ମିଡିଆ କିଙ୍ଗ ‘କୋହଲି’; ଟୁଇଟରରେ ଏବେ ୫୦ ମିଲିୟନ୍ ଫଲୋଅର୍ସ…
ନୂଆଦିଲ୍ଲୀ,୧୩।୯: ଦୀର୍ଘ ଏକ ମାସର ବିଶ୍ରାମ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ନିକଟରେ ଖେଳାଯାଇଥିବା ଏସିଆ କପ୍ ଟୁର୍ନାମେଣ୍ଟରେ ଦଳ ବିଫଳ ହୋଇଥିଲେ ହେଁ ବ୍ୟକ୍ତିଗତ ଭାବେ ସେ ଚମକିଛନ୍ତି। ୨୦୧୯ ନଭେମ୍ବରଠାରୁ…
ବିଶ୍ୱକପ୍ ପୂର୍ବରୁ ବଡ଼ ଝଟ୍କା: ଏହି ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ…
ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହାର ଠିକ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍କୁ ଲାଗିଛି ବଡ଼ ଝଟ୍କା। ଦଳର ମୁଖ୍ୟ କୋଚ୍ ମାର୍କ ବାଉଚର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ…
ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ
ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି ଏଥର ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ…
ମୁନ୍ଦ୍ରା-ପାନିପତ ପାଇପ୍ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…
ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ ଅଶୋଧିତ ତୈଳ ପାଇପଲାଇନ ବିଛାଇବା ଲାଗି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ କାର୍ଯ୍ୟ ଆରମ୍ଭ…
ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…
ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଜ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ…
ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କର୍ମଚାରୀଙ୍କ ଛୁଟି-ସୁବିଧା ୩ ବର୍ଷ ପାଇଁ ବଢ଼ିଲା…
ଶ୍ରୀନଗର, ୧୩।୯ : ଭାରତ ସରକାରଙ୍କ ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟର ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ କଶ୍ମୀର ଉପତ୍ୟକାରେ ସଂଲଗ୍ନ / ଅଧିନସ୍ଥ କାର୍ଯ୍ୟାଳୟ କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ…
ଶେଷରେ ପନ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅଭିନେତ୍ରୀ
ନୂଆଦିଲ୍ଲୀ,୧୩।୭: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଅଛନ୍ତି ଚର୍ଚ୍ଚାରେ। କେତେବେଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ତ କେବେ ପାକିସ୍ତାନୀ ବୋଲର୍ ନସିମ ଶାହଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି। ଉଭୟ ଘଟଣାରେ ଉର୍ବଶୀ ମୁହଁ ଖୋଲି ଜବାବ ରଖୁଛନ୍ତି।…
ଶସ୍ତା ହେବ ଏସବୁ ଔଷଧ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ନୂଆ ତାଲିକା…
ନୂଆଦିଲ୍ଲୀ, ୧୩।୯ : ଅତ୍ୟାବଶ୍ୟକ ଔଷଧ ଦେଶରେ ଏବେ ଶସ୍ତା ହେବାକୁ ଯାଉଛି। ଆଇଭର୍ମେକ୍ଟିନ, ମୁପିରୋସିନ, ନିକୋଟିନ ରିପ୍ଲେସମେଣ୍ଟ ଥେରାପି ଭଳି କେତେକ ଆଣ୍ଟି-ଇନଫେକ୍ସନ ଔଷଧ ମଧ୍ୟ ନ୍ୟାଶନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନରେ ଯୋଗ କରାଯାଇଛି। ବର୍ତ୍ତମାନ ଏହି ତାଲିକାରେ…
Archives


