Home

ଲୁଣି ପାଣି କବଳରେ ମହାନଦୀ ବେସିନ

ଯାଜପୁର ଅଫିସ,୨୧ା୬:ମହାନଦୀ ବେସିନ(ଅବବାହିକା) ଅନ୍ତର୍ଭୁକ୍ତ କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲାର ୪୯ ବ୍ଲକର ବାସିନ୍ଦା ଲୁଣି ପାଣିରେ ପେଷି ହେଉଛନ୍ତି। ଏହି ସବୁ ବ୍ଲକ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସ୍ଥିତି ଅନୁଧ୍ୟାନ କରି…

ଇଟାଲୀରେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ସୋମବାର ଭୋର୍‌ରୁ ବିମାନ ଯୋଗେ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ନବୀନଙ୍କୁ ସେଠାରେ ସ୍ବାଗତ କରିଛନ୍ତି। ବିଦେଶ ଗସ୍ତରେ…

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ ବର୍ଷର ଥିମ ରହିଛି ‘ମାନବତା ପାଇଁ ଯୋଗ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର…

ଟିସି ପାଇଁ ଆବେଦନ କଲେ ୫ ମୁସଲମାନ ଛାତ୍ରୀ

ମାଙ୍ଗାଲୋର,୨୦।୬: କର୍ନାଟକ ହାମପାନକଟ୍ଟାର ୟୁନିଭର୍ସିଟି କଲେଜର ୫ଜଣ ମୁସଲମାନ ଛାତ୍ରୀ ସୋମବାର ଟ୍ରାନ୍ସଫର ସାର୍ଟିଫିକେଟ୍‌ (ଟିସି) ପାଇଁ ଆବେଦନ କରିଛନ୍ତି। ଅନ୍ୟ କଲେଜରେ ନାମ ଲେଖିବା ଲାଗି ଛାତ୍ରୀମାନେ ଟିସି ଆବେଦନ କରିଥିବା ଜଣାପଡ଼ିଛି। ଯେଉଁ କଲେଜରେ ହିଜାବ ପରିଧାନ ପାଇଁ…

୨୪ରେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ କୃଷକମାନଙ୍କ ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ସୋମବାର କୃଷକ ନେତା ରାକେଶ ଟିକାଏତ୍‌ ଏହି ସୂଚନା ଦେଇଛନ୍ତି। କର୍ନଲଠାରେ…

‘କେତେକ ନିଷ୍ପତ୍ତି ଅନୁଚିତ ଲାଗୁଥିଲେ ବି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ’

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ଅନ୍ଦୋଳନ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ୪ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି…

ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଦେବା ଲାଗି ଅଣ୍ଟା ଭିଡ଼ୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି। ପୂର୍ବରୁ ପ୍ରାର୍ଥୀ ହେବା…

ମଙ୍ଗଳବାର ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗତ ୪ଦିନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି। ଏହି ମାମଲାରେ ଇଡି ପୁଣି ଥରେ ପଚରାଉଚରା କରିବା ପାଇଁ ରାହୁଲଙ୍କୁ କାର୍ଯ୍ୟାଳୟକୁ ଡକାଇଛି। ମଙ୍ଗଳବାର…

ରାଜଧାନୀରେ ଡରାଉଛି କରୋନା: ଗତ ୨୪ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୬: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ୨୪ ଘଣ୍ଟାରେ ୧,୦୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି।…

ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ,୨୦।୬: କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧୀ ଦଳ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ସମ୍ମୁଖରେ ଏହି ପ୍ରତିନିଧି ଦଳ ୨ଟି ପ୍ରସଙ୍ଗ ଉଠାଇଛନ୍ତି। ପ୍ରଥମଟି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାକୁ ନେଇ ହୋଇଥିବା…

ବିରୋଧୀଙ୍କ ବୈଠକରେ ଓଓ୍ବାଇସିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ସରକାର ଏବଂ ବିରୋଧୀ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଚଳିତ ଥର ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସୁନିଶ୍ଚିତ କରିଛି। ଏଥିପାଇଁ ଅନେକ ଦଳ ଲଗାତର ବୈଠକ କରୁଥିବା ବେଳେ…

ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋକସରା,୨୦।୬(ଡି.ଏନ.ଏ): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି। ଏହାକୁ ବିରୋଧ କରି ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri