ବାୟାପଣ୍ଡାଧାର ଜୁଆଙ୍ଗ ସାହିରେ ପହଞ୍ଚିଲେ ଆଇଟିଡିଏ ଟିମ୍
କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ା ଏନେଇ ଧରିତ୍ରୀରେ ଖବର ପାଇବା ପରେ ଉକ୍ତ…
ନ୍ୟାଶନାଲ ହେରାଲ୍ଡ ମାମଲା: ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ୍
ନୂଆଦିଲ୍ଲୀ,୩।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବୁଧବାର ଇଡି ହେରାଲ୍ଡ ହାଉସରେ ଅବସ୍ଥିତ ୟଙ୍ଗ ଇଣ୍ଡିଆର କାର୍ଯ୍ୟାଳୟକୁ ସିଲ କରିଛି। ମଙ୍ଗଳବାର ଇଡି ଏହି କାର୍ଯ୍ୟାଳୟରେ ଚଢାଉ କରିଥିଲା। ୟଙ୍ଗ ଇଣ୍ଡିଆନ କମ୍ପାନୀର…
କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ରୋହିତ ହେଲେ ‘ନମ୍ବର-୧’
ସେଣ୍ଟ କିଟ୍ସ,୩।୮: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ରୋହିତ ଶର୍ମା ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏପରି କରି ସେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଟି୨୦ ମ୍ୟାଚ୍ରେ ସବୁଠାରୁ…
ଅଗଷ୍ଟ ୫ରୁ ୧୫ ଦେଶର ସମସ୍ତ ଐତିହ୍ୟ ସ୍ମାରକୀରେ ମାଗଣା ପ୍ରବେଶ
ନୂଆଦିଲ୍ଲୀ,୩।୮: ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୫ରୁ ଏହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ପର୍ଯ୍ୟଟକମାନେ ଅଗଷ୍ଟ…
ରୋହିତଙ୍କୁ ନେଇ ଏପରି କହିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୩।୮: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତୃତୀୟ ଟି୨୦ ମୁକାବିଲାକୁ ଭାରତ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ କ୍ରିକେଟର କହିଛନ୍ତି, ରୋହିତ ଖେଳାଳିମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ଏଥିଲାଗି ସମସ୍ତେ…
ମାର୍ଗାରେଟ୍ ଆଲ୍ଭାଙ୍କୁ ସମର୍ଥନ ଦେବ ଏଏପି
ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ ପରେ ଏଏପି ଏମ୍ପି ସଞ୍ଜୟ ସିଂ ଏହା ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ଉପରେ…
ରାଗିଂ ରୋକିବାକୁ ଅଣ୍ଡରଟେକିଂ
ଭୁବନେଶ୍ୱର,୩ା୮(ବ୍ୟୁରୋ): ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଏଣିକି ୟୁଜିସି ନିୟମାନୁସାରେ ପଦକ୍ଷେପ ନିଆଯିବ । ଏଥିରେ…
ନାବାଳିକାଙ୍କୁ ଗଣବଳାତ୍କାର: ୨ କୋର୍ଟ ଚାଲାଣ
ସାକ୍ଷୀଗୋପାଳ,୩ା୮(ଡି.ଏନ୍.ଏ.): ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି। ଏହି ଅଭିଯୁକ୍ତମାନେ ଦୀର୍ଘ ୮ ଦିନ ଧରି…
ଆମିରଙ୍କୁ ସମର୍ଥନ କରି ଫସିଲେ ଅମିତାଭ
ବମ୍ବେ: ଅଗଷ୍ଟ ୧୧ରେ ରିଲିଜ ହେବ ବଲିଉଡ୍ ଅଭିନେତା ଆମିର ଖାଁ ଅଭିନୀତ ଫିଲ୍ମ ‘ଲାଲ୍ ସିଂ ଚଡ୍ଢା’। ଏହାକୁ କିଛି ଦିନ ଥିବା ବେଳେ ବିବାଦରେ ଫସିଛି ଫିଲ୍ମ। ଅନେକ ଫିଲ୍ମକୁ ବଏକଟ ପାଇଁ ଦାବି କରୁଛନ୍ତି। ଏସବୁ ଭିତରେ…
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ପଦକ: ଲଭ୍ପ୍ରୀତ ଜିତିଲେ ବ୍ରୋଞ୍ଜ
ବର୍ମିଂହାମ,୩।୮: ଇଂଲଣ୍ଡରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂ ପୁରୁଷ ୧୦୯ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲରେ ଏକ ସମୟରେ ଲଭପ୍ରୀତ ମଧ୍ୟ ସ୍ବର୍ଣ୍ଣ ଓ…
ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ
କୋଲକାତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ଭାଜପାରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ ୯ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସୁପ୍ରିୟୋଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ…
ପୁଅର ଭବିଷ୍ୟତକୁ ନେଇ ଏମିତି ଖୁଲାସା କଲେ ଭାରତୀ
ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଚଳିତ ବର୍ଷ ମା’ ହୋଇଛନ୍ତି। ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ପୁଅ ଗୋଲା ବା ଲକ୍ଷ୍ୟକୁ ବହୁତ ଭଲ ପାଆନ୍ତି। ଗୋଲାର ଭବିଷ୍ୟତକୁ ନେଇ ଏବେଠୁ ଚିନ୍ତା କଲେଣି ଭାରତୀ। ସେ…
Archives


