ରୁଷିଆକୁ ଝଟ୍‌କା ଦେଲା ଭାରତ

ନ୍ୟୁୟର୍କ,୧୧।୧୦: ୟୁକ୍ରେନ ସଙ୍କଟ ମାମଲାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଭାରତ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନର ଚାରୋଟି ଅଞ୍ଚଳକୁ ବେଆଇନ ଦଖଲ ପାଇଁ ରୁଷିଆ ବିରୋଧରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଡ୍ରାଫ୍ଟ ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବରେ ରୁଷିଆକୁ ନିନ୍ଦା କରିବା ପାଇଁ ଖୋଲା ଭୋଟ ଦାବି କରାଯାଇଥିଲା, କିନ୍ତୁ ପୁଟିନ ଏଥିପାଇଁ ଗୁପ୍ତ ମତଦାନ ଦାବିରେ ଜିଦ ଧରିଥିଲେ, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରି ବିପକ୍ଷରେ ଭୋଟ ଦେଇଛି। ଏହି ଡ୍ରାଫ୍ଟ ପ୍ରସ୍ତାବ ଆଲବନିଆ ଆଣିଥିଲା।
ଏକ ଗୁପ୍ତ ଭୋଟ ପାଇଁ ମସ୍କୋର ଦାବିକୁ ଭାରତ ସମେତ ଜାତିସଂଘର ୧୦୭ ସଦସ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁପ୍ତ ମତଦାନ ପାଇଁ ରୁଷିଆ ଆହ୍ବାନକୁ କେବଳ ୧୩ଟି ଦେଶ ଭୋଟ ଦେଇଥିବା ବେଳେ ୩୯ଟି ମତଦାନ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗୀ ବିବାହକୁ ଅନୁମତି,…

ବେର୍ନ,୨୭।୯: ସୁଇଜରଲାଣ୍ଡରେ ସରକାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ହୋଇଥିବା ଜନମତ ସଂଗ୍ରହରେ ୬୪.୧ ପ୍ରତିଶତ ନାଗରିକ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି।...

ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର

ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ...

ୟୁକ୍ରେନ ପାଇଁ ଆଗେଇ ଆସିଲେ ଜାପାନର କୋଟିପତି

ଟୋକିଓ,୨୭।୨: ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜାପାନର କୋଟିପତି ହିରୋଶି ମିକେ ମିକିତାନି। ସେ ୟୁକ୍ରେନ ସରକାରଙ୍କୁ...

ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ,...

ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା…

ବେଜିଂ,୧୭।୧୦: ବିସ୍ତାରବାଦୀ ନୀତି ଜାରି ରଖିଥିବା ଚାଇନା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ମହାକାଶରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଚାଇନା ଯୋଜନାବଦ୍ଧ ଭାବେ...

ଗଲଓ୍ବାନ ଉପରେ ଦାବି ଦୋହରାଇଲା ଚାଇନା

ବେଜିଂ,୧୮ା୬: ଲଦାଖସ୍ଥିତ ଗଲଓ୍ବାନ ଉପତ୍ୟକା ଉପରେ ବୁଧବାର ପୁଣିଥରେ ନିଜର ଦାବି ଦୋହରାଇଛି ଚାଇନା। ଏହି ଅଞ୍ଚଳ ସବୁବେଳେ ଚାଇନାର ଥିଲା ବୋଲି ବେଜିଂ ପକ୍ଷରୁ...

ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ...

କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…

ପୋୟାଙ୍ଗ୍‌ୟାଙ୍ଗ୍‌,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍‌ ୟୋ...

Advertisement
Archives

Model This Week