ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ…
ଶ୍ରୀନଗର, ୧୫।୯ : ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି। ଏହା ସହ ଏକ ପୋଷ୍ଟର ମଧ୍ୟ ପ୍ରକାଶ ପାଇଥିବା ଜଣାଯାଇଛି। ଏଥି ସହିତ ଆଜାଦଙ୍କର ସାମ୍ପ୍ରତିକ…
ଗୋରସ ପିଇ ଗାଈ ଛାଡ଼ିବା ଅଭ୍ୟାସ ବନ୍ଦ କର
ବଲାଙ୍ଗୀର ଅଫିସ, ୧୫ା୯: ବୁଲା ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ପ୍ରତିଦିନ ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ବୃଦ୍ଧି ପାଉଛି। ମ୍ୟୁନିସିପାଲିଟି ପକ୍ଷରୁ ବୁଲା ଗୋରୁଙ୍କୁ ଆୟତ୍ତରେ ରଖିବା ପାଇଁ ବାରମ୍ବାର ତାଗିଦ୍ କରାଯିବା ସତ୍ତ୍ୱେ…
ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍ କଲେ ୩ ସନ୍ତାନର ମା’
ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ବିବାହର ଦଶ ବର୍ଷ ପରେ ଅଧ୍ୟୟନ ଆରମ୍ଭ କରି ଏବେ ଦଶମ ବୋର୍ଡ…
କେଜରିଓ୍ବାଲଙ୍କ ଘରେ ଅଟୋ ନେଇ ପହଞ୍ଚିଲେ ଭାଜପା ବିଧାୟକ…
ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଅଟୋ ଦଳ ସହିତ ପହଞ୍ଚିଛନ୍ତି। ଭାଜପା ବିଧାୟକ ରାମବୀର ସିଂ ବିଧୁଡି କହିଛନ୍ତି, ଯେତେବେଳେ କେଜରିଓ୍ବାଲ ଗୁଜରାଟକୁ ଯାଆନ୍ତି, ସେତେବେଳେ ପଞ୍ଜାବ ସରକାରଙ୍କ ବିମାନରେ ଯାଆନ୍ତି। ଯାହାର…
ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ନବୀନ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ…
ଶ୍ୱେତା ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡଙ୍କୁ ଡାକି ପୋଲିସର ପଚରାଉଚରା
ଭୁବନେଶ୍ୱର,୧୫ା୯(ବ୍ୟୁରୋ): ରାଜଧାନୀରେ ବହୁ ଚର୍ଚ୍ଚିତ ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାକୁ ମାସେ ପୂରଣ ହେବାକୁ ବସିଥିବା ବେଳେ ପୋଲିସ ଏବେ ଆକ୍ସନ ମୋଡ୍ରେ ରହିଛି। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପୂର୍ବରୁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି…
ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…
ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ ଦିନ ପୂର୍ବରୁ ଭେଟିଥିଲେ। ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେବଳ…
‘ସାମି ସାମି’ ଗୀତରେ ଏମିତି ନାଚିଲେ କୁନି ଝିଅ, ପୁଷ୍ପା ଅଭିନେତ୍ରୀ ହେଲେ ଆଶ୍ଚର୍ଯ୍ୟ
ଗତ ବର୍ଷ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ଏବଂ ଗୀତ ଆଜିବି ସମସ୍ତଙ୍କ ହୃଦୟରେ ଅଛି। ସୋସିଆଲ ମିଡିଆରେ ଫିଲ୍ମର କ୍ରେଜ ଏବେ ବି ଜାରି ରହିଛି। ଲୋକମାନେ ଏହାର ଗୀତରେ ରିଲ୍ସ ତିଆରି କରୁଛନ୍ତି।…
ବନ୍ୟା ପରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୯ ଜଣଙ୍କ ଜୀବନ ଗଲାଣି
ଇସଲାମାବାଦ,୧୫ା୯: ପାକିସ୍ତାନରେ ପ୍ରବଳ ବନ୍ୟା ପରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଯେ, ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ବନ୍ୟା ପରି ବିପର୍ଯ୍ୟୟ ସମସ୍ୟାର ସମ୍ମୁଖୀନ ହେବା ପରେ…
ଯୁକ୍ତ୨: ଆଜି ସ୍ପଟ୍ ମେଧା ତାଲିକା
ଭୁବନେଶ୍ୱର, ୧୫।୯(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ରେ ନାମଲେଖା ଲାଗି ଗୁରୁବାର ଅପରାହ୍ନ ୨ଟାରେ ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ବଳକା ସିଟ୍ର ୧୦ଗୁଣ ରହିବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ୧୫ ତାରିଖ ମଧ୍ୟାହ୍ନ ୩ଟାରୁ ୧୬ତାରିଖ…
ମାଛ ଧରୁଥିବା ବ୍ୟକ୍ତିଙ୍କୁ ଏମିତି ଗୋଡ଼ାଇଲା କୁମ୍ଭୀର, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏବେ ଟୁଇଟରରେ ସେମିତି ଏକ ଭୟାନକ ଭିଡିଓ ଶେୟାର ହୋଇଛି। ଯେଉଁଥିରେ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରୋକିଲା ହାତୀ…
ଡେରାଡୁନ୍, ୧୫।୯ : ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦଳକୁ ଏକ ହାତୀ ରୋକିଛି। ମୁଖ୍ୟମନ୍ତ୍ରୀ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ହାତୀ ଆଗକୁ ଆସି ଦଳକୁ ଅଟକାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଥିବା…
Archives


