ଦି ବଡି ଶପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୩।୧୦: ଚଳିତ ବର୍ଷର ଦୀପାବଳି ଉପଲକ୍ଷେ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଦ ବଡି ଶପ୍‌ ପକ୍ଷରୁ ୪ଟି ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଉତ୍ପାଦଗୁଡିକ ଗ୍ରାହକଙ୍କ ପାଇଁ ଉଭୟ ବ୍ୟବହାର ଓ ଉପହାର ଆଦି କ୍ଷେତ୍ରରେ ବେଶ୍‌ ଉପଯୋଗ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହାର ବିସ୍ତୃତ ଉପତ୍ାଦ ପରିସର ଆନନ୍ଦଦାୟକ ସହ ଉତ୍ସବର ମାହାଲକୁ ଉପହାରରେ ପରିଣତ କରିଥାଏ। ଉଲ୍ଲେଖଯୋଗ୍ୟ, ବଡି ଶପ୍‌ ବେରୀ ଯୋଡ଼ି ଉପହାର ସେଟ୍‌, ସାୱାର-ଟାବରେ ଜଣଙ୍କର ସମୟକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ଦ ବଡି ଶପ୍‌ର ସୋକ ଏବଂ ସ୍ଲାଦର ବେରୀ ବାଥ୍‌ ସେଟ୍‌ ଉପଯୁକ୍ତ ଉପହାର।

ସେହିଭଳି ବଡି ଶପ୍‌ ବ୍ରିଟିଶ ବିୟୁଟି ବେଗ-ଗମ୍ଭୀରତାର ସହ ଏକ ସତେଜ ବ୍ୟକ୍ତିଗତ ଯତ୍ନଶୀଳ ବ୍ୟବହାର ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡି ଶପ୍‌ର ବ୍ରିଟିଶ ରୋଜ୍‌ ବିୟୁଟି ବେଗ ଉପଯୁକ୍ତ ଉପହାର। ସେହିପରି ବଡି ଶପ ବ୍ରିଟିଶ ରୋଜ୍‌ ଡିଲକ୍ସ ଉପହାର ସେଟ୍‌ ଏକ ଗୋଲାପୀ ବାଥ୍‌ ଲିଲି ଯାହା ପୁନଃ ନବୀକରଣ ପ୍ଲାଷ୍ଟିକ ଦ୍ୱାରା ତିଆରି ଏବଂ ଗୋଲାପର ଏସେନ୍ସ ସହ ଭରପୂର ହୋଇଥାଏ ଏବଂ ବଡି ଶପ୍‌ ପୁରୁଷଙ୍କ ସେଭିଂ କିଟ୍‌ ମାକାଚେର ଏବଂ ଘଁି କୁଅଁାରୀର ଉତ୍ତମତା ସହ ଭର୍ତ୍ତି ହୋଇଥିବା ମୂଳ-ସ୍ମୁଦିଙ୍ଗ ଉପତ୍ାଦଗୁଡିକ ଥଣ୍ଡା ଏବଂ ସତେଜ ସହ ସେଭିଂ ଏବଂ ସେଭିଂ ପରବର୍ତ୍ତୀ ଅନୁଭୂତି ପ୍ରଦାନ କରିଥାଏ। ଅପରପକ୍ଷରେ ଉତ୍ସବ ଋତୁରେ ପ୍ରିୟଜନଙ୍କ ପାଇଁ ଏହା ବେଶ୍‌ ଉପଯୁକ୍ତ ଉପହାର ହୋଇଥିବା ବେଳେ ଆଗାମୀ ଋତୁ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଏହା ଉତ୍ତମ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri