Posted inଫୁରସତ

ସ୍ବାସ୍ଥ୍ୟ ହିଁ ସମ୍ପଦ

କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ ଦୃଷ୍ଟିଶକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟି ଶକ୍ତି ବଜାୟ ରଖିବା ଏବଂ ଏଥିନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅକ୍ଟୋବର ୧୩ରେ ପାଳନ କରାଯାଉଛି। ଏହି ଅବସରରେ ଦୃଷ୍ଟିବାଧିତ ଏବଂ ଦୃଷ୍ଟି ଶକ୍ତି ଦୁର୍ବଳତା ଉପରେ ଧ୍ୟାନ ଦେବା ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ପ୍ରଥମେ ୨୦୦୦ରେ ଲାୟନ୍ସ କ୍ଲବ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନର ସାଇଟ୍‌ ଫାଷ୍ଟ କ୍ୟାମ୍ପେନ ଦ୍ୱାରା ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ରହିଛି ଏପରି ଅଜବ ସ୍କୁଲ

ସାଧାରଣତଃ ଅନୁକୂଳ ପରିବେଶ ମଧ୍ୟରେ ସ୍କୁଲ ରହିଥାଏ। ଯେଉଁଠିକି ପିଲାମାନେ ସହଜ ଏବଂ ସୁବିଧାରେ ଯାଇଆସି ପାଠ ପଢ଼ିପାରିବେ। ମାତ୍ର ଆଜି ଏମିତି କିଛି ସ୍କୁଲ...

୭ ଫୁଟ୍‌ ଲମ୍ବର ରାଖୀ

ଚଣ୍ଡିଗଡ଼: ରକ୍ଷାବନ୍ଧନ ପର୍ବକୁ ନେଇ ଏଥର ସବୁଆଡ଼େ ଉତ୍ସାହ ଫିକା ପଡ଼ିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏଥର ରାଖୀ ବଜାରରେ କଟକଣା ଜାରି କରାଯାଇଛି।...

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି।...

ଏଥର ବଜାରରେ ପୁଷ୍ପା ଶାଢ଼ି, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ ସମସ୍ତେ ଫିଲ୍ମ ‘ପୁଷ୍ପା’ ହିରୋ ଅଲୁ ଅର୍ଜୁନଙ୍କ ଡାଏଲଗ ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ସୁରଟର ପ୍ରସିଦ୍ଧ...

ବନ୍ଧୁତାର ନିଆରା ଉଦାହରଣ: ଜଣଙ୍କ ଜଳନ୍ତା ଚିତାକୁ ଡେଇଁଲେ ଅନ୍ୟ ଜଣେ…

ଫିରୋଜାବାଦ,୨୯।୫ : ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଥିବା...

ମଡେଲ୍‌ଙ୍କ ସହ ଫ୍ଲଟିଂ କରିବା ଯୁବକଙ୍କୁ ପଡ଼ୁଛି ମହଙ୍ଗା: ଏପରି ଫସୁଛନ୍ତି ଜାଲରେ

କାଲିଫର୍ନିଆର ଜଣେ ଇନଷ୍ଟାଗ୍ରାମ ମଡେଲ ପେଜ୍‌ ୱୁଲେନ ସୋସିଆଲ ମିଡିଆରେ ମହିଳାମାନଙ୍କ ଠକ ପାର୍ଟନରଙ୍କୁ ଧରିବାରେ ସାହାଯ୍ୟ କରୁଛନ୍ତି। ୨୮ ବର୍ଷିୟା ପେଜ୍‌ଙ୍କ ସୋସିଆଲ ପୃଷ୍ଠାରେ...

ବ୍ଲେଡ ମଝିରେ କାହିଁକି ଥାଏ ଏକ ଖାସ୍‌ ଡିଜାଇନ୍‌

ବ୍ଲେଡ ଯେଉଁ କମ୍ପାନୀର ହେଉ ନା କାହିଁକି, ତାହା ପୃଥିବୀର ଯେଉଁଠି ବି ତିଆରି ହୋଇଥାଉ ପଛେ ତା’ର ଡିଜାଇନ୍‌ କିନ୍ତୁ ଏକାପରି ଥାଏ। ଆଉ...

କାହିଁକି ଗଣିତରେ ଦିଆଯାଏନି ନୋବେଲ ପୁରସ୍କାର

ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ...

Advertisement
Archives

Model This Week