‘ବିରାଟ କୋହଲି ବିଶ୍ୱକପ୍ ପରେ ଟି-୨୦ ଫର୍ମାଟରୁ ନେବେ ଅବସର’
ଇସଲାମାବାଦ୍,୧୫।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ ପରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ନେବାକୁ ଚିନ୍ତା କରିପାରନ୍ତି। ଅନ୍ୟ ଫର୍ମାଟରେ ଭଲ ଖେଲିବା…
ଗୁରୁ ଗ୍ରନ୍ଥ ସାହେବ ନେଇ ଭାରତ ଫେରୁଥିବା ଭାରତୀୟଙ୍କୁ ରୋକିଲା ତାଲିବାନ, ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଅପିଲ୍…
କାବୁଲ, ୧୫।୯ : ତାଲିବାନ ୧୧ ସେପ୍ଟେମ୍ବରରେ ଭାରତ ଅଭିମୁଖେ ଫେରୁଥିବା ଏକ ଶିଖ ଦଳଙ୍କୁ ଅଟକାଇଛି। ସେମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ନେଇ ଭାରତ ଫେରୁଥିଲେ। ଏହି ଧାର୍ମିକ ଗ୍ରନ୍ଥ ଆଫଗାନିସ୍ତାନର ଐତିହ୍ୟର ଏକ ଅଂଶ ଭାବରେ ବିବେଚନା…
ମହାରାଷ୍ଟ୍ରକୁ ପୁଣି ଝଟ୍କା, ଏବେ ଔଷଧ ପ୍ରକଳ୍ପ ବି ହାତରୁ ଗଲା…
ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଥିବା ୩ ହଜାର କୋଟି ଟଙ୍କା…
ରାଜ୍ୟରେ ଚିହ୍ନଟ ହେଲେ ୨୮୬ କରୋନା ଆକ୍ରାନ୍ତ; କଟକ-ସୁନ୍ଦରଗଡ଼-ଖୋର୍ଦ୍ଧାରୁ ଅଛନ୍ତି ସର୍ବାଧିକ
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୭ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୧୯ ଲୋକାଲ କେସ୍ ରହିଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ୩୬ ଆକ୍ରାନ୍ତ ରହିଥିବା ନେଇ ଗୁରୁବାର…
ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍…
ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଶାସନ ଏଭଳି ଲୋକଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ…
କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୫।୯: ଅଷ୍ଟ୍ରେଲିଆ ମହିଳା ଦଳର ଉପ-ଅଧିନାୟକ ରାଚେଲ ହେନ୍ସ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ବାମହାତୀ ବ୍ୟାଟ୍ସମ୍ୟାନ୍ ହେନ୍ସ ନିଶ୍ଚିତ କରିଛନ୍ତି ଯେ, ଆଗାମୀ ମହିଳା ବିଗ ଲିଗ ତାଙ୍କର ଶେଷ ଘରୋଇ ସିଜିନ୍ ହେବ।…
ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…
ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ ପବନ…
ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…
ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
ଅକ୍ଷୟ କୁମାରଙ୍କ ବଦାନ୍ୟତା
ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ ମୃତ୍ୟୁକୁ ସହଜେ ହଜମ କରିପାରୁନାହାନ୍ତି ଅକ୍ଷୟ କୁମାର। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…
ବ୍ରାହ୍ମଣୀ ନଦୀଗର୍ଭରେ ଚାରାରୋପଣକୁ ବିରୋଧ
ରସୁଲପୁର,୧୫ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ଅତଲାପୁର ଘେରିବନ୍ଧ ପାର୍ଶ୍ୱ ଦଶଘର ସାହିଠାରୁ କ୍ଷେତ୍ରପାଳ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଗର୍ଭରେ ଚାରାରୋପଣ କରାଯାଉଛି। ଫଳରେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ନଦୀ ଗର୍ଭରେ ଚାରାରୋପଣ କରାଗଲେ ସରକାରୀ ଅର୍ଥ…
ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…
ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।…
୫.୪୭ କୋଟି ଟଙ୍କାର ମଦ ଉପରେ ଚାଲିଲା ବୁଲଡୋଜର…
ହାଇଦ୍ରାବାଦ, ୧୫।୯ : ଆନ୍ଧ୍ରପ୍ରଦେଶ ପୋଲିସ ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ହୋଇଥିବା ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି ଦେଇଛି। ପୋଲିସର ସୂଚନାନୁସାରେ, ଏହାର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ। ଆନ୍ଧ୍ରପ୍ରଦେଶର…
Archives


