Home

ପିଲାଟି ଦିନରୁ ସଙ୍ଗୀତଭିତ୍ତିକ ଶୋ’ରେ ନେଉଛନ୍ତି ଭାଗ; ହେଲେ ପିନ୍ଧିପାରିନାହାନ୍ତି ବିଜୟ ମୁକୁଟ

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ଇଣ୍ଡିଆନ ଆଇଡଲ୍‌ ୧୩। ଶୋ’ର ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇ ବିଚାରପତିଙ୍କ ହୃଦୟ ଜିତୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୋନାକ୍ଷୀ କର। ସେ ଆଜି ନୁହଁନ୍ତି ବରଂ ପିଲାଟିଦିନରୁ ସିଙ୍ଗିଂ ରିଆଲିଟି ଶୋ’ରେ…

ଭିଜା ନ ମିଳିବାରୁ ଅଷ୍ଟ୍ରେଲିଆ ଯିବେ ନାହିଁ ଉମରାନ, କୁଲଦୀପ

ମୁମ୍ବାଇ,୧୩।୧୦: ଆଇପିଏଲ ୨୦୨୨ରେ ଚମତ୍କାର ବୋଲିଂ କରିଥିବା ଉମରାନ ମଲିକ ଏବଂ କୁଲଦୀପ ସେନ ଭିସା ନ ପାଇ କାରଣରୁ ଅଷ୍ଟ୍ରେଲିଆ ଯାଇପାରିବେ ନାହିଁ। ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳୁଥିବା ଦଳର ନେଟ ବୋଲର ଭାବରେ ମନୋନୀତ…

ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…

ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା କରିବେ…

ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଜାତିସଂଘ

ଇସଲମାବାଦ,୧୩ା୧୦: ଜାତିସଂଘ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏହାର କାରଣ ହେଉଛି ଜାତିସଂଘ ପାକିସ୍ତାନ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସ୍ଥିର କରିଥିବା ଅର୍ଥର ଅଧା ମଧ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହିଁ। କେବଳ ଏତିକି ନୁହେଁ, ବର୍ତ୍ତମାନ ଜାତିସଂଘ…

ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ

ହାଇଦ୍ରାବାଦ,୧୩।୧୦: ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ, ବିମାନର ସୁରକ୍ଷିତ ଅବତରଣ ପରେ ବିମାନର ଯାତ୍ରୀମାନଙ୍କୁ…

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ମୁହଁ ଫେରାଇଲା ଓଆଇସି

ଇସଲମାବାଦ,୧୩ା୧୦: ପାକିସ୍ତାନରେ ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ କାହାକୁ ଅଜଣା ନାହିଁ। ଏହି ବନ୍ୟାରେ ୬୦-୬୫ ଲକ୍ଷ ଲୋକ ଭୂମିହୀନ ହୋଇଛନ୍ତି। ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଗୋରୁ ବନ୍ୟାରେ ଭାସି ଯାଇଛନ୍ତି। ଲକ୍ଷ ଲକ୍ଷ ହେକ୍ଟର…

ଏସିଆ କପ୍‌ ଫାଇନାଲରେ ଭାରତ

ଢାକା,୧୩।୧୦: ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଟି -୨୦ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ ସେମିଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ଏହା ହେଉଛି ଟୁର୍ନାମେଣ୍ଟର ଅଷ୍ଟମ ସିଜନ ଏବଂ ଭାରତୀୟ ଦଳ ପ୍ରତ୍ୟେକ…

ତେଜ ପ୍ରତାପଙ୍କ ସହ ଘଟିଲା ଚମତ୍କାର

ପାଟନା,୧୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ଏକ ଚମତ୍କାର ଘଟଣା ଘଟିଛି। ତେଜ ପ୍ରତାପ କହିଛନ୍ତି, ଶିରିଡି ସାଇ ବାବା ତାଙ୍କ ସହ ଚମତ୍କାର କରିଛନ୍ତି। ସେ ଟିଭିରେ ସାଇ ବାବା…

ସରକାର ରାଜନୈତିକ ବିବାଦରେ ବ୍ୟସ୍ତ, ମହାରାଷ୍ଟ୍ରରେ ୮ ମାସରେ ୧୮୭୫ କୃଷକ କରିଛନ୍ତି ଆତ୍ମହତ୍ୟା…

ମୁମ୍ବାଇ,୧୩।୧୦ : ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ସଂଖ୍ୟା ଚିନ୍ତା ବଢ଼ାଇବାରେ ଲାଗିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଚଳିତ ୨୦୨୨ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୭୫ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ଶେଷ କରିଛନ୍ତି। ଗୋଟିଏ…

ଭୟଙ୍କର ଏରିଆ-୫୧, ଜାଣନ୍ତୁ ଏ ସମ୍ପର୍କରେ…

ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ବିଷୟରେ ଅନେକ ଦୀର୍ଘଦିନ ଧରି ଅନେକ କଥା ଚର୍ଚ୍ଚା ହେଉଛି। ଏଗୁଡ଼ିକ ମଧ୍ୟରୁ କିଛି ସତ ଆଉ କିଛି ଗୁଜବ। ଏହିପରି ଗୋଟିଏ ସ୍ଥାନ ଆମେରିକାରେ ରହିଛି। ଯାହାକୁ ଆମେରିକାର ଏରିଆ-୫୧…

ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୯ ପ୍ରତିଶତ କମିଛି: ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨…

ନୂଆଦିଲ୍ଲୀ,୧୩।୧୦ : ଲିଭିଂ ପ୍ଲାନେଟ ରିପୋର୍ଟ ୨୦୨୨ ରେ, ୯୦ ବୈଜ୍ଞାନିକଙ୍କ ଦ୍ୱାରା ୩୨ ହଜାରରୁ ଅଧିକ ପ୍ରଜାତିର ପ୍ରାଣୀ ବିଶ୍ଳେଷଣ କରାଯାଇଛି। ଗତଥର ତୁଳନାରେ ପ୍ରାଣୀ ପ୍ରଜାତିଙ୍କ ସଂଖ୍ୟା ୧୧ ହଜାର ଅଧିକ ରହିଛି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ସେକ୍ରେଟେରୀ ଜେନେରାଲ…

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ମେହେନ୍ଦୀ ପ୍ରୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?