ଭୋଟର ତାଲିକାରୁ ଏକ କୋଟି ନକଲ ଏଣ୍ଟ୍ରି ହଟାଇଲେ ଇସି…
ନୂଆଦିଲ୍ଲୀ, ୮।୮ : ଭୋଟର ତାଲିକାରେ ସୁଧାର କରିବାରେ ନିର୍ବାଚନ ଆୟୋଗ(ଇସି)ଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଛି। ଇସି ଗତ ସାତ ମାସ ମଧ୍ୟରେ ଏହି ତାଲିକାରୁ ପ୍ରାୟ ଏକ କୋଟି ନକଲ ଏଣ୍ଟ୍ରି ଡିଲିଟ କିମ୍ବା ସଂଶୋଧନ କରିଛନ୍ତି। ଜନସଂଖ୍ୟା…
ଅବ୍ୟବସ୍ଥାରେ କୃଷି ଜିଲା କାର୍ଯ୍ୟାଳୟ
ସିମୁଳିଆ, ୮।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ‘କୃଷି ଜିଲା କାର୍ଯ୍ୟାଳୟ’ କିରାଣି ଓ ପିଅନଙ୍କ ପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଲୋକପ୍ରତିନିଧି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ବ୍ଲକର କୃଷି ବିଭାଗ…
ଇତିହାସ ରଚିଲା ଭାରତ: ପ୍ରଥମ ଦଳ ଭାବେ…
ଲଡରହିଲ୍,୮।୮: ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ ସିରିଜରେ ଭାରତ ୱେଷ୍ଟଇଣ୍ଡିଜକୁ ୪-୧ରେ ପରାସ୍ତ କରିଛି। ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ରିଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ବିଶ୍ରାମ ନେଇଥିଲେ। ଏହା ସତ୍ତ୍ୱେ ଭାରତ ୮୮…
ପାଇଖାନା ଟାଙ୍କି ଉପରେ ଅଙ୍ଗନଓ୍ବାଡି ରୋଷେଇ
ବାଙ୍ଗିରିପୋଷି,୮ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତ ଅଧୀନ ଆମନ୍ଦାପାଣି ଗ୍ରାମରେ ବାଟବଣା ହୋଇଛି ପ୍ରାକ୍ ବିଦ୍ୟାଳୟ ଶିକ୍ଷା। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ମିଶନ ଶକ୍ତି ଘରେ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି।…
ଭେଙ୍କିଆ ନାଇଡୁଙ୍କୁ ବିଦାୟ, ଯୁବବର୍ଗଙ୍କୁ ଆଗେଇବା ପାଇଁ କାମ କରିଥିବା କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୮।୮ : ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ବିଦାୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆପଣ ଦେଶର ଯୁବବର୍ଗଙ୍କୁ ଆଗେଇବା ଲାଗି କାର୍ଯ୍ୟ କରିଛନ୍ତି। ଯୁବବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ…
୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ
ଭୁବନେଶ୍ୱର,୮ା୮(ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍ ଆପ୍ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ପୃଥକ୍ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ। ଏମାନେ…
କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ
ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍କୁ ଲାଗି ରହିଥିବା ବାରାକ୍ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଜଣେ ଓଡ଼ିଆ ଯବାନ ବୋଲି ସ୍ପଷ୍ଟ ହୋଇଛି। ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି…
ହସିଲେ ମାଡ଼, ତାଲିବାନ ଶାସନକୁ ବର୍ଷେ ପୂରଣ…
କାବୁଲ, ୮।୮ : ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ହେବାର ଗୋଟିଏ ବର୍ଷ ପୂରଣ ହୋଇଛି। ଏହା ସହିତ କଡ଼ା ତାଲିବାନୀ କଟକଣା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ କାବୁଲରେ ମହିଳାଙ୍କ ଜୀବନ ଦିନକୁ ଦିନ ନର୍କରେ…
ଦୁଃଖରେ ଦିନ କାଟୁଛନ୍ତି ଜୁଆଙ୍ଗ ପରିବାର
କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଗ୍ରାମରେ ରଥିଆ ଜୁଆଙ୍ଗ ଶାରିରୀକ ସ୍ତରରେ ଚଳପ୍ରଚଳ କରି ପାରୁ ନ ଥିଲେ ହେଁ ନା ମିଳୁଛି ତାଙ୍କୁ ଭତ୍ତା ନା ଚିକିତ୍ସା ସହାୟତା। ଫଳରେ ଦୀର୍ଘ ମାସ ହେଲା କାମ…
ଜିନପିଙ୍ଗ୍ଙ୍କୁ ଘାରିଛି ଆର୍ଥିକ ସଙ୍କଟ ଚିନ୍ତା, ଖୋଜୁଛନ୍ତି ସମାଧାନ…
ବେଜିଂ, ୮।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ପ୍ରମୁଖ ସାମରିକ ଅଭ୍ୟାସ କରିଛନ୍ତି। ଯଦି ଆମେରିକା ସମେତ ତାଇୱାନ ସମର୍ଥକ ଦେଶ ଚାଇନା ବିରୋଧରେ କଠୋର ଅର୍ଥନୈତିକ…
କାମରେ ଲାଗୁନି କାଶୀପୁର ପୋଷ୍ଟମର୍ଟମ ଗୃହ, ଶ୍ମଶାନ
ଟିକିରି,୮ା୮(ଡି.ଏନ୍.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଥିବା ପୋଷ୍ଟ ମଟମ ଗୃହ ଥାଇ ଲୋକେ ଉପକୃତ ହେଉନାହାନ୍ତି। ଆବଶ୍ୟକ ସମୟରେ ପୋଷ୍ଟମଟମ୍ ପାଇଁ କାଶୀପୁର ଯିବାକୁପଡୁଛି। ଏହି ପୋଷ୍ଟମଟମ୍ ଘରର କବାଟ ନାହିଁ କି ଝରକା ନାହିଁ। ଏଠାରେ ହେଉଥିବା ପୋଷ୍ଟମଟମ୍କୁ ସାଧାରଣ…
ମହାକାଳପଡ଼ା ଦେଇ ଯିବ ଗ୍ରୀନ୍ଫିଲ୍ଡ ରାଜପଥ
ମହାକାଳପଡ଼ା,୮ା୮ (ଡି.ଏନ୍. ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ନିର୍ମାଣ ହେବ ଗ୍ରୀନ ଫିଲ୍ଡ ରାଜପଥ। ଏହି ରାଜପଥ ନିର୍ମାଣ ହେଲେ ସମୁଦ୍ର ଉପକୂଳ ଅଞ୍ଚଳ ପଶ୍ଚିମବଙ୍ଗର କୋଲକାତା ପର୍ଯ୍ୟନ୍ତ ପରିବହନ, ଗମନାଗମନ ସୁଦୃଢ ହେବ ବୋଲି ବୁଦ୍ଧିଜୀବୀ…
Archives


