୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା
ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା…
ଟି୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ
କାବୁଲ,୧୫।୯: ଏସିଆ କପ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୧ରେ ହୋଇଥିବା ଟି୨୦ ବିଶ୍ୱକପ୍ରେ ମଧ୍ୟ ନବୀ…
ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍ ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ…
ରାଜନୀତିରେ ଏଣ୍ଟ୍ରି କରିବେ କେଆର୍କେ: କହିଲେ ‘ଦେଶରେ ସୁରକ୍ଷିତ ରହିବାକୁ ହେଲେ ଅଭିନେତା ନୁହେଁ, ନେତା ହେବା ଜରୁରୀ’
ବମ୍ବେ: କେତେବେଳେ ଅଭିନେତା ତ କେତେବେଳେ ନୂଆ ଫିଲ୍ମ ରିଲିଜ ଉପରେ ଟିପ୍ପଣୀ ଦେଇ ବିବାଦରେ ରହିଥାନ୍ତି କମାଲ ଆର୍ ଖାଁ ଓରଫ କେଆର୍କେ। ନିକଟରେ ଏଭଳି କିଛି କାଣ୍ଡ ଲାଗି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ…
ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୬୪.୨୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏଭଳି ପରିସ୍ଥିତିରେ ଫିଲ୍ମର ପୂରା ଷ୍ଟାର କାଷ୍ଟ…
ସ୍ବତନ୍ତ୍ର ବିମାନରେ ଭାରତ ଆସିବେ ୮ ଚିତାବାଘ
ନୂଆଦିଲ୍ଲୀ,୧୫।୯: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଖାସ୍ ହେବାକୁ ଯାଉଛି। ଏହି ଦିନ ଦେଶରେ ବିଲୁପ୍ତ ୮ ଚିତାବାଘ ନାମ୍ବିଆରୁ ଭାରତ ଅଣାଯିବ। ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ…
ପୁଟିନ୍ଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର…
ମସ୍କୋ, ୧୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଲାଗି ଏକ ଷଡ଼ଯନ୍ତ୍ର କରାଯାଇଥିବା ଦାବି ହୋଇଛି। ଦାବି କରାଯାଇଛି ଯେ ତାଙ୍କ…
ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଛାତ୍ରୀଛାତ୍ର
କୋରୁକୋଣ୍ଡା,୧୫ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ସରକାରୀ ସାମୀ ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ପିଲାଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର ୧୦ମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ବିଦ୍ୟାଳୟକୁ ନ ଯାଇ ଗେଟ୍ ବାହାରେ ବସି ପ୍ରତିବାଦ…
ଖାଲକୁ ଖସିଲା ବସ୍: ଚାଲିଗଲା ୫ ଜୀବନ, ୨୫ ଆହତ
ଶ୍ରୀନଗର,୧୫।୯: ୨୫ ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀରରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜୋରିରେ ଏକ ବସ ଖାଲରେ ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ…
ସିସୋଡିଆଙ୍କ ଚ୍ୟାଲେଞ୍ଜ, ୪ ଦିନ ମଧ୍ୟରେ ମତେ ଗିରଫ କର…
ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ପ୍ରକାଶିତ ଷ୍ଟିଙ୍ଗ ଭିଡିଓକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ସିବିଆଇ ଏହାର ତଦନ୍ତ କରିବା ଉଚିତ। ଭାଜପା ଏହାକୁ ତୁରନ୍ତ…
କିଛି ମିନିଟ୍ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍
ନୂଆଦିଲ୍ଲୀ,୧୫।୯: ଟି-୨୦ ବିଶ୍ୱକପ ୨୦୨୨ରେ ୨୩ ଅକ୍ଟୋବରରେ ହେବାକୁ ଥିବା ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଆଇସିସିର ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଆଇସିସି କହିଛି, ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ…
ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ…
ଶ୍ରୀନଗର, ୧୫।୯ : ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି। ଏହା ସହ ଏକ ପୋଷ୍ଟର ମଧ୍ୟ ପ୍ରକାଶ ପାଇଥିବା ଜଣାଯାଇଛି। ଏଥି ସହିତ ଆଜାଦଙ୍କର ସାମ୍ପ୍ରତିକ…
Archives


