Home

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ବାତିଲ; ଉଭୟ ଟିମ୍‌କୁ…

ମେଲବୋର୍ନ,୨୮।୧୦: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ମୁକାବିଲା ବର୍ଷା କାରଣରୁ ବାତିଲ୍‌ ହୋଇଛି। ଏହି ମୁକାବିଲାରେ ଟସ୍‌ ବି ପଡ଼ି ପାରିନାହିଁ। ଉଭୟ ଟିମ୍‌ ଲାଗି ଏହି ମ୍ୟାଚ୍‌ ସେମିଫାଇନାଲରେ ପହଞ୍ଚିବା…

ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ପରେ ହେବ କି ଗୃହଯୁଦ୍ଧ ? ଗୃହ ମନ୍ତ୍ରଣାଳୟର ଚେତାବନୀ ଦୂରେଇ ରୁହନ୍ତୁ ସରକାରୀ କର୍ମଚାରୀ

ଇସଲାମାବାଦ,୨୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇସଲାମାବାଦ ପର୍ଯ୍ୟନ୍ତ ଲଙ୍ଗ ମାର୍ଚ୍ଚକୁ ନେଇ ଗୋଟିଏ ପଟେ ଫୌଜ ଅସୁବିଧାରେ ପଡି ଯାଉଛନ୍ତି ତ ଅନ୍ୟପଟେ ସରକାର ଏହାକୁ ନେଇ ହଡବଡେଇ ଯାଉଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଇମ୍ରାନଙ୍କ…

ଜଣେ ବୟଫ୍ରେଣ୍ଡ୍‌ଙ୍କୁ ଡେଟ୍‌ କରୁଛନ୍ତି ଏହି ଦୁଇ ଭଉଣୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ଯୁବ ତଥା ହିଟ୍‌ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଧଡ଼କ’ ସହିତ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଛନ୍ତି।…

ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ,…

ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବାଟମାରଣା

ଡେରାବିଶ ୨୮ା୧୦(ସ୍ବ.ପ୍ର.): ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା ହରିଦାସପୁର-ପାରାଦୀପ ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମକଙ୍କ ଦରମା ବାଟମାରଣା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡେରାବିଶ ଅଞ୍ଚଳର କେତେଜଣ ଯୁବକ ଏଥିରେ ନିୟୋଜିତ ହୋଇଥିବାବେଳେ…

୯୦୦ ଟନ ସ୍କ୍ରାପ୍‌ ନଷ୍ଟକଲା ପାରାଦୀପ ବନ୍ଦର

ପାରାଦୀପ,୨୮ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଅଭିଯାନ ୨-୦ ଆରମ୍ଭ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମତେ ଏହି ଅଭିଯାନ ସମଗ୍ର ଦେଶରେ ଥିବା ମେଜର ପୋର୍ଟଗୁଡ଼ିକରେ ଆରମ୍ଭ ହୋଇଛି। ଏଥିରେ…

ବିଦେଶରେ ଚାକିରି ଦେବାକୁ କହି ଏଜେଣ୍ଟ ଠକି ନେଲେ ଟଙ୍କା

ଆଳି,୨୮ା୧୦(ଡି.ଏନ.ଏ.): ବିଦେଶରେ ଚାକିରି କରାଇ ଦେବାକୁ କହି ୩୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଏଜେଣ୍ଟ ଫେରାର ହୋଇଯିବା ପରେ ଯୁବକମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକେଇରେ ଶିକାର ହୋଇଥିବା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ…

ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡି ଥିଲେ। ଏଠାରେ ମଧ୍ୟ କାମ ନ ମିଳିବାରୁ ଲୋକେ…

ଜୁନ୍‌ରୁ ମିଳୁନି ଗହମ, ରାଶନ ହିତାଧିକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ, ୨୮ା୧୦: ପରିବର୍ତ୍ତିତ ଖାଦ୍ୟ ସାରଣୀରେ ଅଟା ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ ଗହମ ଉପରେ ନିର୍ଭର କରୁଛନ୍ତି। ଏହା ଛଡା ଡାଇବେଟିସ ରୋଗୀଙ୍କ ନିତ୍ୟ ଆହାରରେ ରୁଟି ପ୍ରମୁଖ ଅଙ୍ଗ…

ବର୍ଷା ଯୋଗୁ ଆଫଗାନିସ୍ତାନ-ଆୟାର୍ଲାଣ୍ଡ ମ୍ୟାଚ୍‌ ବାତିଲ୍‌

ମେଲବୋର୍ନ,୨୮।୧୦: ମେଲବୋର୍ନରେ ଲଗାତାର ବର୍ଷା ହେତୁ ଆଫଗାନିସ୍ତାନ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ମ୍ୟାଚ ବାତିଲ୍‌ ହୋଇଯାଇଛି। ଏହି ମ୍ୟାଚରେ ଏତେ ଜୋର ବର୍ଷା ହୋଇଥିଲା ଯେ ଟସ ମଧ୍ୟ ନ ଥିଲା। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଛି। ସୁପର-୧୨ରେ…

ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା

ଚଣ୍ଡିଖୋଲ,୨୮ା୧୦ (ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ଏବଂ ବିକାଶ କ୍ଷେତ୍ରରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରୁଛି। ତେବେ ଯାଜପୁର ଜିଲା ବଡ଼ଚଣା ବ୍ଲକଟି ଏକ ବୃହତ ବ୍ଲକ ହୋଇଥିବାରୁ ଏଠାରେ…

ଦେଶରେ ୨,୨୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?