Home

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଶେୟାର କରି ୬ ବର୍ଷ ଜେଲ୍‌ ଗଲେ ଏହି ମଡେଲ

ଆଜିକାଲି ମ୍ୟାନମାର ଶକ୍ତି ସେନା ଦ୍ୱାରା ଦଖଲ କରାଯାଇଛି। ଗତ ବର୍ଷ ଫେବୃୟାରୀ ୧ରେ ଆଙ୍ଗ ସ୍ୟାନ୍‌ ସୁ କିଙ୍କ ନିର୍ବାଚିତ ସରକାରଙ୍କଠାରୁ ସେନା କ୍ଷମତା ହାସଲ କରିଥିଲା। ସେହିଦିନଠାରୁ ଏଠାରେ ଅନେକ କିଛି ନିଷେଧ କରାଯାଇଛି। ଜଣେ ସାମରିକ ଅଧିକାରୀ…

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବରୋଦାଠାରେ ଆୟୋଜିତ ଏକ କାର୍ଯ୍ୟରେ ନୀରଜ ଗରବା ନୃତ୍ୟ କରିଥିଲେ। ଏହି…

ଚଳନ୍ତା ବିମାନରେ ଯାତ୍ରୀ କହିଲେ ମୋ ବ୍ୟାଗ୍‌ରେ ବୋମା ଅଛି, ଆଉ ତା’ପରେ…

ସିଙ୍ଗାପୁର,୨୯।୯: ସିଙ୍ଗାପୁରର ଏକ ବିମାନରେ ରୋଚକ ଘଟଣା ଘଟିଛି। ଚଳନ୍ତା ବିମାନରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଥିବା କହିବାରୁ ହଇଚଇ ସୃଷ୍ଟି ହୋଇଛି। ଏହି ବିମାନଟି ସାନ ଫ୍ରାନ୍ସିସ୍କୋରୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରକୁ ଯାଉଥିଲା। ଏହି ସମୟରେ ବିମାନରେ…

ଭାଜପା କୃଷକଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଦଳ ସହିତ ମୋର ଖୋଲା ଲଢ଼େଇ, କହିଲେ ମେଘାଳୟ ରାଜ୍ୟପାଳ…

ଶିଲଂ, ୨୯।୯ : ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଅବସର ନେବା ପରେ ସେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି।…

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଅତିଥି ଟିମ୍‌ ୧୦୬ରେ ସମସ୍ତ ଉଇକେଟ ହରାଇଥିଲା। ପରେ ଭାରତ ୨ ଉଇକେଟ ହରାଇ…

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି, ୨୦ ନିଖୋଜ…

ଗୁଆହାଟୀ, ୨୯।୯ : ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଛି। ଧୁବ୍ରି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ୫୦ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୨୦ ଜଣ ନିଖୋଜ ଥିବା ଜଣାଯାଇଛି। ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର…

ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର

ମିରଟ୍‌: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍‌ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦୁଇ ଘଣ୍ଟାର ଅପରେଶନ ପରେ ରୋଗୀଙ୍କ ପେଟରୁ ବିନା ମୁଣ୍ଡ ଥିବା ଚାମଚଗୁଡ଼ିକୁ ବାହାର…

ନାରାୟଣପାଟଣା ବିଡିଓ ନିଲମ୍ବିତ

କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।

ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ କରିବେ ଦିଗବିଜୟ

ନୂଆଦିଲ୍ଲୀ,୨୯।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୩୦ରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ…

ବିଶ୍ୱର ସବୁଠୁ ବଡ଼ ଫୁଲ

ସାଧାରଣତଃ ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି, ସେମାନେ ନିଶ୍ଚିତ ଭାବରେ ଜଙ୍ଗଲକୁ ଯାଇ ଅନୁସନ୍ଧାନ କରନ୍ତି। ଏହିପରି ଜାଗାରେ ଚାଲିବା ଶରୀର ଏବଂ ମନ ପାଇଁ ଭଲ ଅଟେ। ନିକଟରେ ଇଣ୍ଡୋନେସିଆର ଏକ ଜଙ୍ଗଲରେ ଟ୍ରେକିଂ କରୁଥିବା ଜଣେ…

ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି

ବଲିଉଡ୍‌ ହେଉ କି ହଲିଉଡ୍‌ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ। ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼ ଧରଣର ଡକାୟତିରେ ଗଣା। ୨୦୦୩ରେ ଇରାକର ବାଗଦାଦ୍‌ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ଚୋରି ହୋଇଥିଲା।…

ଅଖିଳେଶ ତୃତୀୟ ଥର ଏସପି ଅଧ୍ୟକ୍ଷ…

ଲକ୍ଷ୍ନୌ, ୨୯।୯ : ସମାଜବାଦୀ ପାର୍ଟି(ଏସପି)ର ଜାତୀୟ ସମ୍ମିଳନୀରେ ଅଖିଳେଶ ଯାଦବ ତୃତୀୟ ଥର ପାଇଁ ଜାତୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ରାମ ଗୋପାଳ ଯାଦବତାଙ୍କୁ ଅଧ୍ୟକ୍ଷ ଭାବରେ ଘୋଷଣା କରିଛନ୍ତି। ଦଳର ନେତାମାନେ ତାଙ୍କୁ ଅଭିନନ୍ଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri