Home

ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ…

ଅଫିସରଙ୍କୁ ଶିବରାଜ ମନ୍ତ୍ରୀଙ୍କ ଧମକ, ଓଲଟା ଲଟକାଇ ଦେବି, ଅଡ଼ିଓ କ୍ଲିପ୍‌ ଭାଇରାଲ…

ଭୋପାଳ, ୨୯।୯ : ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମଖେଲାୱନ ପଟେଲଙ୍କ ଜଣେ ସରକାରୀ ଅଫିସରଙ୍କୁ ଧମକ ଦେଉଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ମନ୍ତ୍ରୀ ରାମଖେଲାୱନ ଖୋଲାଖୋଲି ଭାବେ ସରକାରୀ କର୍ମଚାରୀଙ୍କୁ…

ଦୀପିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ରଣବୀର

ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବୈବାହିକ ଜୀବନରେ କିଛି…

ଭାରତରେ କାମ କରିବାକୁ ହେଲେ ଦେଶର ଆଇନକୁ ମାନିବାକୁ ପଡ଼ିବ, ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ କେନ୍ଦ୍ରର ତାଗିଦ…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ହ୍ବାଟସ୍‌ଆପ ସମେତ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ତାଗିଦ କରିଛନ୍ତସି। କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ଭାରତରେ କାମ କରିବାକୁ ଚାହାଁନ୍ତି, ତେବେ ଦେଶର ଆଇନ ଅନୁଯାୟୀ…

‘ଭାରତ ଆମର ପ୍ରଥମ ବନ୍ଧୁ’

ମାଲେ,୨୯ା୯: ଭାରତ ପ୍ରତି ମୁହୂର୍ତ୍ତରେ ମାଳଦ୍ୱୀପକୁ ସହାୟତା ଯୋଗାଇ ଆସିଛି। ଏହି କଥାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ୧୯୮୮ରେ ଅପରେଶନ କାକଟସ୍‌ଠାରୁ ଆରମ୍ଭ କରି କରୋନା ମହାମାରୀ ସମୟରେ କରୋନା ଟିକା ବିତରଣ ପର୍ଯ୍ୟନ୍ତ ଭାରତ ମାଳଦ୍ୱୀପକୁ ପ୍ରମୁଖ…

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ ବୁଧବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୦ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ…

ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’…

ସୁରଟ, ୨୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତରେ ଗୁରୁବାର ସୁରଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ରୋଡ ଶୋ’ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୨୯ ହଜାର କୋଟି ଟଙ୍କାର ପ୍ରକଳ୍ପ…

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଲେ, ଶେଷରେ ମଳତ୍ୟାଗ କରି ଚାଲିଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍‌ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ…

ତୃତୀୟଥର ପାଇଁ ସମାଜବାଦୀ ପାର୍ଟିର ସଭାପତି ହେଲେ ଅଖିଳେଶ

ଲକ୍ଷ୍ନୌ,୨୯।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ଜାତୀୟ ସମ୍ମିଳନୀ ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାମବାଇ ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ସମାଜବାଦୀ ଦଳର ଜାତୀୟ ସଭାପତି ଭାବରେ ମନୋନୀତ ହୋଇଛନ୍ତି। ସଭାପତି ଭାବରେ…

ବିବାହିତା ଅବା ଅବିବାହିତା ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର, ୨୪ ସପ୍ତାହ ମଧ୍ୟରେ ଆଇନଗତ ଅନୁମତି…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ ଦେଶର ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଛନ୍ତି। ବିବାହିତ ଅବା ଅବିବାହିତ ମହିଳା ଗର୍ଭର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରି ପାରିବେ। ଏହି ଐତିହାସିକ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମେଡିକାଲ…

ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ…

ଆରଏସଏସରେ ଯୋଗ ଦେବେ କମଲ ଖାନ

ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍‌ ଯୋଗୁ ସେ ଗିରଫ ମଧ୍ୟ ହୋଇଛନ୍ତି। ଏବେ ସେ ଏକ ନୂଆ ଟୁଇଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri