Home

୩୬ତମ ନ୍ୟାଶନାଲ ଗେମ୍ସକୁ ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୨୯।୯: ଗୁଜରାଟରେ ୩୬ତମ ନ୍ୟାଶନାଲ ଗେମ୍ସକୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଗେମ୍ସକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ କରାଯାଇଛି। ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି…

ଗୋଟବାୟାଙ୍କୁ ଭେଟିଲେ ସୁବ୍ରମଣ୍ୟମ

କଲମ୍ବୋ,୨୯।୯: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ବର୍ତ୍ତମାନ ଶ୍ରୀଲଙ୍କା ଗତି କରୁଛି। ଫଳରେ ଦେଶବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜନସାଧାରଣଙ୍କ ତୀବ୍ର ବିରୋଧ ପରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଦେଶ ଛାଡ଼ିବାକୁ…

ରୁଷିଆରେ ମିଶିବ ୟୁକ୍ରେନର ଏହି ୪ଅଞ୍ଚଳ

ମସ୍କୋ/କିଭ୍‌,୨୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୭ ମାସ ଧରି ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷିଆ ୟୁକ୍ରେନର ଅନେକ ଅଞ୍ଚଳକୁ ଜବରଦଖଲ କରିଥିବା ଦାବି କରିଥିଲା। ଏହି ଅଧିକୃତ ଅଞ୍ଚଳଗୁଡ଼ିକୁ ରୁଷିଆ ସହିତ ମିଶାଇବା ପାଇଁ ରାଷ୍ଟ୍ରପତି…

ଟ୍ରମ୍ପଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ: ‘କେଜିଏଫ-୨’ରେ ଅଧିରାଙ୍କ ଚରିତ୍ର ହେଉ କିମ୍ବା ‘ଅଗ୍ନିପଥରେ’ କାଞ୍ଚା ଚୀନାଙ୍କ ଭୂମିକା ହେଉ ଅଭିନେତା ସଞ୍ଜୟ ଦତ୍ତ ସବୁବେଳେ ନିଜର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ସିନେମାରେ ନିଜର ନୂଆ ଇନିଂସ ଖେଳୁଥିବା ସଞ୍ଜୟ ଦତ୍ତଙ୍କ ବିଭିନ୍ନ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ୱର,୨୯ା୯(ବ୍ୟୁରୋ): କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ଗୁରୁବାର ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ…

ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଢେଙ୍କାନାଳ ଅଫିସ,୨୯ା୯: ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳେଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ଓ୍ବାର୍ଡ…

ଦିନକୁ ଦିନ ବଦଳୁଛି ଏହି ବ୍ୟକ୍ତିଙ୍କ ରଙ୍ଗ, କାରଣ ଖୋଜି ପାଉନାହାନ୍ତି ଡାକ୍ତର

ପ୍ରତ୍ୟେକ ବ୍ୟକ୍ତିଙ୍କ ଚର୍ମର ନିଜସ୍ବ ରଙ୍ଗ ଥାଏ। ଯଦିଓ ଖରାତରାରେ ରଙ୍ଗରେ ସାମାନ୍ୟ ପାର୍ଥକ୍ୟ ଆସିଥାଏ କିନ୍ତୁ ଏହା ସ୍ଥାୟୀ ପରିବର୍ତ୍ତନ ହୋଇ ନ ଥାଏ। କିନ୍ତୁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ଲୁସିଆନାରେ ରହୁଥିବା ଜଣେ ରୋଗୀ ଚିକିତ୍ସା…

‘ଦୟାକରି ମୋ’ ନାଁ ନିଅନ୍ତୁନି’

ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ’ କଫି ଓ୍ବିଥ୍‌ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍‌ ଡିଜ୍‌ନି ପ୍ଲସ୍‌ ହଟଷ୍ଟାରରେ ପ୍ରସାରିତ ହୋଇଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ଡାକିବା ବ୍ୟତୀତ ସେମାନଙ୍କ ଯୌନ ଜୀବନ ବିଷୟରେ ଆଲୋଚନା…

ବନ୍ଧୁତ୍ୱର ଲଢେଇ: ପରସ୍ପରକୁ କୋଳାଗ୍ରତ କଲେ ଦିଗ୍‌ବିଜୟ-ଥରୁର

ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗେହଲଟ ଓହରିବା ପରେ ଏହି ନିର୍ବାଚନରେ ଶଶି ଥରୁର ଏବଂ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର ଏବଂ…

ଚାଇନା-ଆମେରିକା ମଧ୍ୟରେ ଏମିତି ସମ୍ପର୍କ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୨୯ା୯: ପାକିସ୍ତାନ ବନ୍ୟା ପୀଡ଼ିତଙ୍କ ପାଇଁ ଆମେରିକାକୁ ସାହାଯ୍ୟ ମାଗିବା ପରେ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଚାଇନା ଏବଂ ଆମେରିକା ମଧ୍ୟରେ ଖରାପ ସମ୍ପର୍କକୁ ସୁଦୃଢ଼ କରିବାରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ୍‌ର ଲଭର୍‌ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍‌

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ ବରଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri