୨ ମହିଳାଙ୍କୁ ବଳି ଦେବା ଘଟଣା: ମଣିଷ ମାଂସକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ
କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ତାଙ୍କ ମାଂସ ରାନ୍ଧି ଖାଇଥିଲେ। କେରଳ ପୋଲିସର ସୂଚନାନୁସାରେ, ଘରେ ସମୃଦ୍ଧତା…
ଭିଜିଲାନ୍ସ ଜାଲରେ କିରାଣି
କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ବାଂଶପାଳ ବିଇଓ ଅଫିସ୍ର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ବୁଧବାର ସକାଳେ କେନ୍ଦୁଝର…
ଗ୍ଲାମରସ୍ ଲୁକ୍ରେ କ୍ୟାଟ୍ରିନା
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କୁ ବିବାହ ପରେ ପ୍ରଥମ ଥର ପାଇଁ ଗ୍ଲାମରସ୍ ଲୁକ୍ରେ ଦେଖିବାକୁ ମିଳିଛି। ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଏକ୍ସେଲ ଏଣ୍ଟରଟେନ୍ମେଣ୍ଟର ‘ଫୋନ ଭୂତ୍’ର ଟ୍ରେଲର୍ ବେଶ୍ ପ୍ରଶଂସିତ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା…
ରେସଲର ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କ ନାଁରେ ଚାଲିବ ହତ୍ୟା ମାମଲା
ନୂଆଦିଲ୍ଲୀ,୧୨।୧୦: ରେସଲର ସାଗର ଧନକର ହତ୍ୟା ମାମଲାରେ ରେସଲର ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ସୁଶୀଲ କୁମାରଙ୍କ ସହ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଦିଲ୍ଲୀର…
ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ଼ କଲା ରୁଷିଆ
କିଭ୍,୧୨।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ବୁଧବାର ରୁଷିଆ ସେନା ୟୁକ୍ରେନର ଆଭିଡିଭକା ଉପରେ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଗତ ଅକ୍ଟୋବର…
ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଯୁବକ ପାଇଲେ ପାନେ, ଭିଡିଓ ଦେଖିଲେ…
ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ଯୁବକ ଦର୍ଶକ ଭର୍ତ୍ତି ହୋଇଥିବା ଷ୍ଟାଡିୟମରେ ଜଣେ ଯୁବତୀଙ୍କୁ…
‘ଶଶି ଥରୁରଙ୍କୁ ମୋ ସହ ତୁଳନା କର ନାହିଁ’
ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଖୁବ୍ କମ୍ ସମୟ ରହିଛି। ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲିକାର୍ଜୁନ ଖାର୍ଗେ ଜୋରସୋରରେ ପ୍ରଚାର କରୁଛନ୍ତି। ଏହି ସମୟରେ ଖାର୍ଗେଙ୍କୁ ଥରୁରଙ୍କ ଘୋଷଣାନାମା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ତାଙ୍କୁ…
ରଣବୀରଙ୍କ ସହ ବ୍ରେକ୍ଅପ୍କୁ ନେଇ ମୁହଁ ଖୋଲିଲେ ଦୀପିକା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପଲ୍ଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ, କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଉଭୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇର ଧାରଣା
ସୁନ୍ଦରଗଡ଼,୧୨ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲା ଖଣିଜ ପାଣ୍ଠିର ସଦ୍ ବିନିଯୋଗ, ଧାନମଣ୍ଡିରେ କଟ୍ନି ଛଟ୍ନି ବନ୍ଦ ଆଦି ଦାବି ନେଇ ବୁଧବାର ସିପିଆଇ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ…
ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି
ନୂଆଦିଲ୍ଲୀ,୧୨।୧୦: ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ମୋଦି କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ୧୧.୨୭ ଲକ୍ଷ ରେଳ…
କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣା: ୮ ଗିରଫ
ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍ଏସ୍ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁପ୍ତଚର ବିଭାଗ ଏହି ଆକ୍ରମଣ କରିଛି। ରୁଷିଆର ସରକାରୀ ଏଜେନ୍ସି ଆରଆଇ…
ନୂଆ ଲୁକ୍ରେ ବିରାଟ କୋହଲି
ସିଡନୀ,୧୨।୧୦: ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାର ଯଥେଷ୍ଟ ପୂର୍ବରୁ ଭାରତୀୟ ଦଳ ସେଠାରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ମଧ୍ୟ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳି ଜିତିଥିଲେ। ଏହାପରେ ଭାରତୀୟ ଦଳକୁ ଗୋଟିଏ…
Archives


