Advertisement
Posted inଫୁରସତ

ଯୁବକଙ୍କ ହେୟାର ଷ୍ଟାଇଲ ଦେଖି ମାଙ୍କଡ଼ ବେହୋସ, ଭିଡିଓ ଦେଖିଲେ…

ପଶୁମାନଙ୍କ ମଧ୍ୟରେ ମାଙ୍କଡ଼ର କାର୍ଯ୍ୟ ମଣିଷମାନଙ୍କ କାର୍ଯ୍ୟ ସହିତ ସମାନ ହୋଇଥାଏ। ଯେତେବେଳେ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ସହିତ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଲୋକେ ହସି ହସି ଗଡ଼ନ୍ତି। ଏବେ ସେମିତି ଏକ ଭିଡିଓ ଲୋକଙ୍କ ମନୋରଞ୍ଜନ କରୁଛି।

 

ଭାଇରାଲ ଭିଡିଓରେ ଟୋପି ପିନ୍ଧିଥିବା ଜଣେ ଯୁବକଙ୍କୁ ଦେଖିପାରିବେ, ତାଙ୍କ ପାଖରେ ଏକ ମାଙ୍କଡ଼ ବସିଥିବା ନଜର ଆସିଛି। ଭିଡିଓରେ ମାଙ୍କଡ଼ଟି ଏହି ଯୁବକଙ୍କ ପିଠି ଥାପୁଡାଉଛି। ହଠାତ୍‌ ଯୁବକ ଜଣକ ତାଙ୍କ ମୁଣ୍ଡରୁ ଟୋପି ଖୋଲି ଦେଉଛନ୍ତି। ଏହା ପରେ ତାଙ୍କର ଅଜବ ହେୟାର ଷ୍ଟାଇଲ୍‌ ଦେଖି ମାଙ୍କଡ଼ର ମୁଣ୍ଡ ବୁଲାଇ ଦେଉଛି। ଭୟରେ ସେ ଗୋଟିଏ ପାର୍ଶ୍ୱରେ ପଡ଼ିଯାଉଛି। ଏହା ଦେଖି ଦର୍ଶକମାନେ ହସିହସି ଗଡୁଛନ୍ତି।

ଏହି ଭିଡିଓଟି @buitengebieden ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଅଛି, ଯଦି ଆପଣଙ୍କୁ ହସିବାକୁ ଅଛି ତେବେ ଏହି ଭିଡିଓ ଦେଖନ୍ତୁ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଏଥି ସହିତ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ...

ପାର୍ଟିରେ ମଦ ପିଇ କୋମାକୁ ଚାଲିଯାଇଥିଲେ ଯୁବତୀ, କରୋନା ଦେଲା ନୂଆ ଜୀବନ

କରୋନା ମହାମାରୀ ସମଗ୍ର ବିଶ୍ୱରେ କ୍ଷତି ପହଞ୍ଚାଇଥିବା ବେଳେ କିଛି ଲୋକଙ୍କୁ ନୂଆ ଜୀବନ ବି ଦେଇଛି। ଇଂଲଣ୍ଡରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି...

ଏମିତି ପୁଷ୍କରିଣୀ, ଯାହାର ମାତ୍ର ୩ ବୁନ୍ଦା ପାଣି ପିଇଲେ ମେଣ୍ଟିଥାଏ ଶୋଷ

ଭାରତରେ ଅନେକ ପ୍ରାଚୀନ ମଠ, ମନ୍ଦିର, ପୁଷ୍କରିଣୀ ରହିଛି। ଯାହା ରହସ୍ୟରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଠିକ୍‌ ଏପରି ଏକ ପୁଷ୍କରିଣୀ ଅଛି, ଯାହାର...

ମୃତ୍ୟୁର ଉତ୍ସବ

ଜନ୍ମ, ମୃତ୍ୟୁ ଇଶ୍ୱରଙ୍କ ହାତରେ ଥାଏ। ଲୋକେ ଜନ୍ମକୁ ତ ସେଲିବ୍ରେଟ୍‌ କରନ୍ତି। ହେଲେ ମୃତ୍ୟୁ ବିଷୟରେ କଥା ହେବାକୁ ବି କେହି ଚାହାନ୍ତି ନାହିଁ।...

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ...

ରାଜସ୍ଥାନରେ ଖସିଲା ୨.୭୮ କେଜିର ବିରଳ ଉଲ୍‌କାପିଣ୍ଡ

ଯୋଧପୁର, ୧୯।୬- ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର...

ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର...

Advertisement
Archives

Model This Week