Advertisement
Posted inଫୁରସତ

ଏମିତି ବେଳାଭୂମି, ଯେଉଁଠି ବିନା ପୋଷାକରେ ଭ୍ରମଣକୁ ରହିଛି ଅନୁମତି

ଭାରତୀୟ ନିୟମ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ନଗ୍ନତାକୁ ଅନୁମତି ଦିଆଯାଇନାହିଁ। ମାତ୍ର ଏମିତି କିଛି ଦେଶ ରହିଛି, ଯେଉଁଠି ନଗ୍ନତାକୁ ମଧ୍ୟ ଅନୁମତି ଦିଆଯାଇଛି।

ଫ୍ଲୋରିଡ଼ାରେ ରହିଛି ଏମିତି ଏକ ନ୍ୟୁଡ୍‌ ବିଚ୍‌ ବା ନଗ୍ନ ବେଳାଭୂମି। ଏଠାରେ ଆପଣ ନିଜ ସେଲ୍‌ଫି ନେଇପାରିବେ କିନ୍ତୁ ଅନ୍ୟମାନଙ୍କର ନୁହେଁ। ନଚେତ ଏଥିପାଇଁ ଆପଣଙ୍କୁ ସେମାନଙ୍କ ଅନୁମତି ନେବାକୁ ପଡ଼ିବ। ଆପଣ କାହାର ବ୍ୟକ୍ତିଗତ ଅଂଶକୁ ଚାହିଁ ପାରିବେ ନାହିଁ। ଯଦି ଆପଣ ଗୋଟିଏ ଟେବୁଲ୍‌ରେ ବସିବାକୁ ଚାହୁଁଥାନ୍ତି, ତେବେ ଟାଓ୍ବେଲ ସାଙ୍ଗରେ ଆଣିବାକୁ ପଡ଼ିବ। ସେଠାରେ ଖାଲି ବେଞ୍ଚରେ ବସିବାକୁ ଅନୁମତି ଦିଆଯିବ ନାହିଁ।

ସେମିତି ମିଆମିରେ ମଧ୍ୟ ଏକ ନଗ୍ନ ବେଳାଭୂମି ଅଛି। ଯେଉଁଠି ଲୋକମାନେ ପୋଷାକ ଖୋଲି ବୁଲିଥାନ୍ତି। ଏହା ଏକ ସର୍ବସାଧାରଣ ବେଳାଭୂମି ହୋଇଥିବାରୁ ଏଠାକୁ ଏକୁଟିଆ ଯାଇପାରିବେ। ପରିବାର ଲୋକଙ୍କ ସାଙ୍ଗରେ ଏପରି ସ୍ଥାନକୁ ଯାଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍‌ ଆମ୍ବୁଲାନ୍ସ

ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ...

୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ

ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ...

ଇଲ୍‌କୁ ଗିଳୁଛି ମାଛ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଏକ ମାଛ ଗୋଟିଏ ବଡ଼ ଇଲ୍‌କୁ ଗିଳୁଛି।...

ପରୀକ୍ଷା ଖାତାରେ ବିବାହକୁ ନେଇ ଏମିତି ଉତ୍ତର ଲେଖିଲେ ଛାତ୍ର, ଦେଖିଲେ ହସିହସି ଗଡ଼ିବେ

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବେଳେବେଳେ ଭିଡିଓରେ ଭିନ୍ନ କିଛି ଦେଖିବାକୁ ମିଳିଥାଏ। ଯାହା କି ପରବର୍ତ୍ତୀ ସମୟରେ...

ମାତ୍ର ୧୫୦୦ ଟଙ୍କାରେ କମ୍ପାନୀ ଛିଡା କରିଥିଲେ, ଆଜି କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୮।୧୨: ‘ମସାଲା କିଙ୍ଗ୍‌’ ନାମରେ ପରିଚିତ ଏମ୍‌ଡିଏଚ୍‌ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ପରଲୋକ ଘଟିଛି। ୯୮ ବର୍ଷ ବୟସ୍କ ମହାଶୟ ଅସୁସ୍ଥତା କାରଣରୁ...

ଆଇନର ଚକ୍ରବ୍ୟୁହ, ୧୯ ବର୍ଷ ଧରି ଥାନାରେ ପ୍ରଭୁ ଶ୍ରୀକୃଷ୍ଣ …

କାନପୁର,୩୦।୮: ପୁରାଣରେ ଉଲ୍ଲେଖ କରାଯାଇଛି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ବନ୍ଦୀଶାଳରେ ଜନ୍ମଗ୍ରହଣ କରିଥିଲେ। ତେବେ କଳିଯୁଗରେ ଆଇନର ଚକ୍ରବ୍ୟୁହରେ ପଡ଼ି ପ୍ରଭୁ ଶ୍ରୀକୃଷ୍ଣ ଗତ...

ଚାଣକ୍ୟଙ୍କ ମୃତ୍ୟୁ ଆଜି ବି ରହସ୍ୟାବୃତ୍ତ

ପ୍ରାଚୀନ ଭାରତରେ ଏମିତି କିଛି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ଯେ କି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେହିପରି ଜଣେ ମହାନ୍‌ ବ୍ୟକ୍ତି...

ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…

ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ...

Advertisement
Archives

Model This Week