ବିଲରେ ବିଦେଶାଗତ ପକ୍ଷୀ

ନିରାକାରପୁର,୧୧ା୧୧(ଡି.ଏନ୍‌.ଏ.): ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଖୋର୍ଦ୍ଧା ଜିଲା ଡିଆ ଏବଂ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳର ବିଲ ଗହିରରେ ବୁଲୁଥିବା ଦେଖିବାକୁ ମିଳିଛି। ପକ୍ଷୀଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟ ଭିଡ ଜମୁଛି। ତେବେ ପକ୍ଷୀଙ୍କ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଅଞ୍ଚଳ ଗୁଡ଼ିକରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ନ ଥିବା ବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହିଥିବା ଜଣାପଡ଼ିଛି। ଏନେଇ ଟାଙ୍ଗୀ ବନ୍ୟାପ୍ରାଣୀ ଅଧିକାରୀ ଚୁଡାମଣି ମୁର୍ମୁ କୁହନ୍ତି, ପକ୍ଷୀମାନେ ଏତେ ଦୂରକୁ ଯାଉଥିବା ଖବର ନ ଥିଲା। ଖୁବଶୀଘ୍ର ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା…

୨୮ ଦିନିଆ ଶସ୍ତା ଗେମିଂ ପ୍ଲାନ ଲଞ୍ଚ କଲା Jio, ୬୧GB ଡାଟା ସହିତ ମାଗଣା OTT

ନୂଆଦିଲ୍ଲୀ,୨୫।୪: ଜିଓ ପୁଣି ଥରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ସୁଲଭ ଯୋଜନା ଲଞ୍ଚ କରିଛି । ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ସ୍ୱତନ୍ତ୍ର…

ଦେବଗଡ଼ରେ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାର ତଥା ସମ୍ବଲପୁର ଲୋକ ସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ…

ସୁଭଦ୍ରା ଯୋଜନା, ଶିଶୁ ପୃଷ୍ଟିକର ଖାଦ୍ୟ: ଗୀତ ମାଧ୍ୟମରେ ଆଲୋକପାତ….

କେସିଙ୍ଗା, ୨୫।୪(ତୁମେଶ୍ୱର ସାହୁ: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ପିଏମ୍‌ଶ୍ରୀ ବିଦ୍ୟାପୀଠରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଶୁକ୍ରବାର ପାଳିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି କଲେ ବିଜେଡି ପ୍ରତିନିଧି, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର,୨୫।୪( ସୁନିଲ କୁମାର ମହାନ୍ତି): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଭେଟି ବିଜେଡି ପ୍ରତିନିଧି ଦଳ ବଲାଙ୍ଗୀରର ବିଭିନ୍ନ ନ୍ୟାର୍ଯ୍ୟ…

ଐତିହାସିକ ପୋତାଗଡ଼ ଦୁର୍ଗ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ: ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ପାଇଁ…

ଗଞ୍ଜାମ,୨୫।୪: (ବିଦ୍ୟାଧର ସାହୁ ): ଗଞ୍ଜାମ,୨୫।୪: (ବିଦ୍ୟାଧର ସାହୁ ): ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଗଞ୍ଜାମ ସହର…

ବିନା ଲିଜ୍‌ରେ ଚାଲିଛି ପଥର କ୍ରଶର: କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ପ୍ରଶାସନ

ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ…

ମୋଦିଙ୍କ ପାଖରେ ମଞ୍ଚ ଉପରେ ବସିଥିବା ମହିଳା କିଏ? ଯାହାଙ୍କ ମଥାରେ ହାତ ବୁଲାଇ ଦେବାରୁ କାନ୍ଦି ପକାଇଲେ…

କୋଲକାତା,୨୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଣିହାଟିରେ ଆୟୋଜିତ ସାଧାରଣ ସଭାରେ ଏକ ଗଭୀର ଭାବପ୍ରବଣ ମୁହୂର୍ତ୍ତ ପ୍ରକାଶ ପାଇଛି। ରାଲିରେ, ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri