କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର
କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ବିସ୍ଫୋରଣରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପଛରେ…
୨୦୨୪ ସୁଦ୍ଧା ପ୍ରତିଟି ରାଜ୍ୟରେ ହେବ ଏନ୍ଆଇଏ ଅଫିସ୍
ନୂଆଦିଲ୍ଲୀ,୨୭।୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ରାଜ୍ୟ କ୍ଷେତ୍ରବାହାରେ କ୍ଷମତା ଦିଆଯିବା ସହ ୨୦୨୪ ସୁଦ୍ଧା ପ୍ରତି ରାଜ୍ୟରେ ଏହାର ଶାଖା ଖୋଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି। ହରିୟାଣାର ସୂରଯକୁଣ୍ଡଠାରେ ୨ଦିନିଆ ଚିନ୍ତନ ଶିବିରକୁ ଶାହା…
ମ୍ୟାଚ୍ ସମୟରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍ କଲେ ଯୁବକ: ଭିଡିଓ ଭାଇରାଲ
ସିଡନୀ,୨୭।୧୦: ଟି-୨୦ ବିଶ୍ୱ କପ୍ରେ ବର୍ତ୍ତମାନ ସୁପର-୧୨ ମ୍ୟାଚ ଚାଲୁଛି। ଏହିକ୍ରମରେ ଅକ୍ଟୋବର ୨୭ ତଥା ଗୁରୁବାର ଭାରତୀୟ ଓ ନେଦରଲାଣ୍ଡ ମଧ୍ୟରେ ସିଡନୀ କ୍ରିକେଟ ପଡ଼ିଆରେ ମ୍ୟାଚ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ଦମ୍ଦାର ପ୍ରଦର୍ଶନ କରି ୫୬ରନ୍ରେ…
ଦଣ୍ଡ, ଜରିମାନା ପରେ ମିଳିଲା ଜାମିନ: ଆଜମ କହିଲେ…
ଲକ୍ଷ୍ନୌ,୨୭।୧୦: ଉତ୍ତେଜନାମୂଳକ ଭାଷଣ ମାମଲାରେ ସମାଜବାଦୀ ନେତା ଆଜମ ଖାନ୍ଙ୍କୁ ରାମପୁର ଏମ୍ପି-ଏମ୍ଏଲ୍ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡାଦେଶ…
ଭାଇ ଦୁଜରେ ବିଷାକ୍ତ ଚା’ ପିଇ ୨ଭାଇଙ୍କ ସମେତ ୪ଜଣଙ୍କ ମୃତ୍ୟୁ
ମୈନପୁରୀ,୨୭।୧୦: ଉତ୍ତରପ୍ରଦେଶର ମୈନପୁରୀରେ ଭାଇ ଦୁଜରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ତିଆରି ହୋଇଥିବା ଚା’ ପିଇ ୨ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ନଗଲା କହ୍ନି ଗ୍ରାମରେ ରହୁଥିବା ଶିବାନନ୍ଦନଙ୍କ…
ଦୀପିକାଙ୍କ ଫଟୋ ଶୁଟ୍ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…
ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଯାହାକୁ କ୍ୟାଟ୍ରିନା କୈଫ୍ ଶୁଟ୍ କରିଛନ୍ତି। ଦୀପିକାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା…
ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଫଳରେ ଯାତ୍ରୀ ଅଳ୍ପକେ ବିପଦରୁ ବର୍ତ୍ତିଛନ୍ତି।…
ସରକାରଙ୍କୁ ଘେରିବେ ଇମ୍ରାନ
ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ…
ବଡ଼ ଆକ୍ରମଣ ଯୋଜନା ପଣ୍ଡ
ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି। ଏହା…
ନଟ୍ଆଉଟ୍ ଥିଲେ କେ.ଏଲ୍. ରାହୁଲ; ହେଲେ ନେଲେନାହିଁ ରିଭ୍ୟୁ
ନୂଆଦିଲ୍ଲୀ,୨୭।୧୦: ଟି୨୦ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ ଚରଣର ଦ୍ୱିତୀୟ ମ୍ୟାଚ୍ ଖେଳିଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରେ ଉପଅଧିନାୟକ ତଥା ଓପନର କେ.ଏଲ୍. ରାହୁଲ ପୁଣିଥରେ ଫ୍ଲପ୍ ହୋଇଛନ୍ତି। ମାତ୍ର…
ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!
ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଥିଲେ। ହେଲେ ଏବେ ସ୍ବୟମ୍ବର କଥା ପଡ଼ୁ ପଡ଼ୁ ତାଙ୍କୁ ବିବାହିତ ବୋଲି…
ଆଜମ ଖାନଙ୍କୁ ୩ ବର୍ଷ ଜେଲ୍
ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କୁ ୨୫ ହଜାର ଜୋରିମାନା ମଧ୍ୟ କରାଯାଇଛି। ତାଙ୍କ ବିଧାନସଭାର ସଦସ୍ୟତା…
Archives


