Home

ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୬ା୧୧: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି। ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା ନିଶ୍ଚିତ…

ଇଟାଲୀରେ ଭୂସ୍ଖଳନ: ୧୨ ନିଖୋଜ, ଫସିଛନ୍ତି ୧୦୦ରୁ ଅଧିକ

ରୋମ,୨୬ା୧୧: ଶନିବାର ଇଟାଲୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଫଳରେ ୧୨ ଜଣ ନିଖୋଜ ଥିବା ବେଳେ ଶତାଧିକ ଫସି ରହିଥିବା କୁହାଯାଉଛି। ଦେଶର ଦକ୍ଷିଣ ଦ୍ୱୀପ ଇଞ୍ଚିଆରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡ଼ି…

କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮…

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ସୁବିଧା ରହିଛି। ୧୯୬ଟି ୪ ଚକିଆ ଓ ୩୯୮ଟି…

ପିଲାଙ୍କ ସମ୍ମୁଖରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏଭଳି ବ୍ୟବହାର, ସାରା ଜୀବନ ପସ୍ତାଇବେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ନେଇ ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ କଠୋର ହେଲେ ହେଁ ଜୀବନକୁ ସରଳ କରିବାକୁ ସଠିକ୍‌ ମାର୍ଗ ଦେଖାଇଥାଏ। ସେଥିରୁ ଗୋଟିଏ ନୀତି ହେଲା ପିଲାଙ୍କ ଲାଳନପାଳନ। ଚାଣକ୍ୟ କୁହନ୍ତି ଅଭିଭାବକମାନଙ୍କୁ…

ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଜାରି କଲା ନାସା…

ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍‌ ହୋଲ୍‌ ହେଉଛି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ। ଏହା ସମସ୍ତ ପଦାର୍ଥକୁ ନିଜ ଆଡକୁ…

ଶୋକରେ ବୁଡିଲା ବଲିଉଡ୍‌; ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି…

ବମ୍ବେ: ହିନ୍ଦି ତଥା ମରାଠୀ ସିନେମାର ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ଆଉ ନାହାନ୍ତି। ୭୫ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ…

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ

ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…

ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲଙ୍କ ସୁପାରିଶ…

ନୂଆଦିଲ୍ଲୀ,୨୬।୧୧ : ଏକ ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି ସୁପାରିଶ କରିଛନ୍ତି। ଏହା ମାଧ୍ୟମରେ ଆଇନଗତ ସଂସ୍କାର ସମ୍ଭବ ହେବ ବୋଲି ସେ କହିଛନ୍ତି। ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟ ଅଡିଟୋରିୟମରେ ଆୟୋଜିତ ଏକ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା

ଘସିପୁରା,୨୬ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରା ଘର ଧ୍ୱଂସ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ, ଚାତକ ପରି ଚାହିଁ ରହିଛନ୍ତି ପରିବାର ଲୋକେ

କୋକସରା,୨୬ା୧୧(ଡି.ଏନ୍‌.ଏ.): ବିଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଛି। ପୁଣି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ ପରେ ଗାଁକୁ ମୃତଦେହ ଫେରୁଥିବା ନେଇ ସୂଚନା ମିଳିଛି। ବ୍ଲକର ଡୁଡୁକାଠେଙ୍ଗା…

କ୍ରୋଧରେ ନୁହେଁ ଯୋଜନାବଦ୍ଧ ଭାବେ କରାଯାଇଥିଲା ଶ୍ରଦ୍ଧାଙ୍କୁ ହତ୍ୟା…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି। ଏଥିରୁ ଜଣାପଡିଛି ଯେ, ଆଫତାବ ପୁନାଓ୍ବାଲା ଶ୍ରଦ୍ଧାଙ୍କୁ କ୍ରୋଧ ବଶତଃ ହତ୍ୟା କରି ନାହାନ୍ତି। ବଂର ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?