ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ
ହୋନୋଲୁଲୁ, ୨୯।୧୧:ହାଓ୍ବାଇର ସମିଟ୍ କାଲଡେରାରେ ଥିବା ବିଶ୍ୱର ସବୁଠୁ ବଡ଼ ମାଉନା ଲୋଆ ଆଗ୍ନେୟଗିରିରୁ ରବିବାର ରାତିରୁ ଲାଭା ଉଦ୍ଗିରଣ ହେଉଛି। ୟୁ. ଏସ୍. ଜିଓଲୋଜିକାଲ ସର୍ଭିସ୍ ଭଲକାନିକ୍ ଆକ୍ଟିଭିଟି ସର୍ଭିସ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଆଗାମୀ ଦିନରେ…
ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ
ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। କ୍ରମାଗତ ୨ ରାତି ଧରି…
ଏପଲ ତା’ର ଆପ ଷ୍ଟୋରରୁ ‘ଟୁଇଟର’କୁ ହଟାଇବାକୁ ଦେଲା ଧମକ, ଏଲନ ମସ୍କଙ୍କ ବଡ ଅଭିଯୋଗ
କାଲିଫର୍ନିଆ,୨୯ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟରକୁ କିଣି ନେଲେଣି ସେବେଠାରୁ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ବିବାଦ ସାମ୍ନାକୁ ଆସୁଛି । ଏବେ ଯେଉଁ ମାମଲା…
ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ
ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ ଚଳିତ ବର୍ଷର ସୁପରହିଟ୍ ବଲିଉଡ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ ବି ସାମିଲ…
ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର
ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା ଲାଗିଛି। ଏଭଳି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର କ୍ଷୋଭ ପ୍ରକାଶ କରିବା ସହ…
ମଙ୍କିପକ୍ସର ନାମ ବଦଳାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
ଜେନେଭା,୨୯ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୋମବାର କହିଛନ୍ତି କି ଏବେ ମଙ୍କିପକ୍ସକୁ ଏମପକ୍ସ ଭାବେ ନାମିତ କରାଯାଇଛି । ସାରା ବିଶ୍ୱର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ପରେ ଏହି ନିର୍ଣ୍ଣୟ ନିଆଯାଇଛି ।ତେବେ ଉଭୟ ନାମକୁ ଏକ ବର୍ଷ…
ବ୍ରିଟେନ ଭାରତ ସହ ନୂଆ ଏଫଟିଏ ଆଣିବାକୁ ପ୍ରତିବଦ୍ଧ: ସୁନକ
ଲଣ୍ଡନ,୨୯ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ଋଷି ସୁନକ ଭାରତ ସହ ମୁକ୍ତ ବ୍ୟାପାରା ଚୁକ୍ତିନାମା(ଏଫଟିଏ) ପାଇଁ ବ୍ରିଟେନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ କହିଛନ୍ତି ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ସହ ସମ୍ପର୍କକୁ ବୃଦ୍ଧି କରିବାକୁ ଆମେ ସମ୍ପୂର୍ଣ୍ଣ ଭାବେ…
୪୪ ଦିନ ପରେ ସରକାରୀ ଘର ଖାଲି କଲେ ମେହେବୁବା
ଶ୍ରୀନଗର,୨୯ ।୧୧: ସରକାରୀ ନୋଟିସର ୪୪ ଦିନ ପରେ ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଶ୍ରୀନଗରର ପଁଶ ଅଞ୍ଚଳରେ ଗୁପକାରରେ ଥିବା ତାଙ୍କର ସରକାରୀ ଘର ଫେୟାର ଭ୍ୟୁକୁ ସୋମବାର ଖାଲି କରିଛନ୍ତି । ଏହାପରେ…
ଇଣ୍ଡୋନେସିଆକୁ ପୁଣି ଫେରିଲା ପୋଲିଓ: ଟିକାକରଣ ଅଭିଯାନ ଆରମ୍ଭ
ଜାକର୍ତ୍ତା,୨୮।୧୧: ଇଣ୍ଡୋନେସିଆକୁ ପୋଲିଓ ଫେରିଛି। ୪ଜଣ ଶିଶୁ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ସୁମାତ୍ରା ଦ୍ୱୀପର ସିଗ୍ଲି ସହରରେ ପୋଲିଓ ଟିକା ଦିଆଯାଇଛି। ୧୦ ବର୍ଷ ପୂର୍ବେ ଇଣ୍ଡୋନେସିଆ ପୋଲିଓ ମୁକ୍ତ ଘୋଷିତ ହୋଇଥିଲା। ଗତ ଅକ୍ଟୋବରରେ ସିଗ୍ଲିରେ…
ବଢ଼ିଲା ବହିର୍ବ୍ୟାପାର ସଚିବଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ,୨୮।୧୧: ଭାରତର ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଲା। ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହାକୁ ଆଉ ୧୬ ମାସ ବଢ଼ାଇ ଦିଆଯାଇଛି। ସେ ୨୦୨୪ ଏପ୍ରିଲ ୩୦ ଯାଏ ବହିର୍ବ୍ୟାପାର…
୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ
ଶିଲ୍ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍ପିପି)ର ୨ ଓ ଟିଏମ୍ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ ଝଟ୍କା ଲାଗିଛି। ସୂଚନାଯୋଗ୍ୟ,ଏନ୍ପିପି ବିଧାୟକ ଫେର୍ଲିନ ସାଙ୍ଗମା, ବେନେଡିକ ମାରକ ଏବଂ ଟିଏମ୍ସି ଏଚଏମ…
ଆଫତାବଙ୍କୁ ନେଇ ଯାଉଥିବା ଭ୍ୟାନ୍ ଉପରକୁ ଖଣ୍ଡାରେ ଆକ୍ରମଣ
ନୂଆଦିଲ୍ଲୀ, ୨୮।୧୧: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଫତାବ ପୁନାଓ୍ବାଲାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି। ସୋମବାର ସନ୍ଧ୍ୟାରେ ପୋଲିସ ଭ୍ୟାନ୍ରେ ଆଫତାବଙ୍କୁ ଫୋରେନ୍ସିକ ସାଇନ୍ସ ଲାବରେଟୋରୀରୁ ଜେଲ ଅଭିମୁଖେ ନେଇ ଯାଉଥିବା ବେଳେ ଗୋଟିଏ…

