ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ

ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ ଚଳିତ ବର୍ଷର ସୁପରହିଟ୍ ବଲିଉଡ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ ବି ସାମିଲ ହୋଇଥିଲା । ହେଲେ ଆଇଏଫଏଫଆଇର ମୁଖ୍ୟ ଜୁରୀଙ୍କ ପକ୍ଷରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମିର ଫାଇଲ୍ସ’କୁ ଅଶ୍ଳିଳ ଓ ପ୍ରୋପାଗଣ୍ଡ ବେସ୍‌ଡ ଫିଲ୍ମ ବୋଲି କୁହାଯାଇଛି । ଜୁରୀଥିବା ଇସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ଏହାକୁ ନେଇ ଭାରତୀୟ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଲାପିଡଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।
ଅଶୋକ ପଣ୍ଡିତ ଟୁଇଟ କରି ଲେଖିଛନ୍ତି, ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡ ‘ ଦ କଶ୍ମିର ଫାଇଲ୍ସ’କୁ ଅଶ୍ଳିଳ କହି ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଉପହାସ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ନାକ ତଳେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ଅପମାନ କରିଛନ୍ତି । ଏହା ଭାରତୀୟ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ବିଶ୍ୱସନୀୟତା ପ୍ରତି ବଡ ଝଟକା, ଲାଜ ଲାଗୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘୃଣା ମନ୍ତବ୍ୟ ବିରୋଧରେ ମାମଲା

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ଭିଏଚ୍‌ପିର ଏକ କାର୍ଯ୍ୟକ୍ରମରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସ ଆୟୋଜକଙ୍କ ବିରୋଧରେ ଏତଲା ଦାଏର କରିଛି। ପୋଲିସର ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ...

ଇନଷ୍ଟାଗ୍ରାମ୍‌ରେ କିଙ୍ଗ୍‌ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା

ମୁମ୍ବାଇ: କିଙ୍ଗ୍‌ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ...

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର...

ମହାମାରୀ ତାଣ୍ଡବ ଚେତାବନୀକୁ ଅଣଦେଖା କରିଛନ୍ତି ମୋଦି ସରକାର…

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

ଛାଡ଼ି ଯାଅ ନାହିଁ ଜମ୍ମୁ-କଶ୍ମୀର, ଆମେ ସବୁ ଅଛୁ ସାଥିରେ, କଶ୍ମୀର ପଣ୍ଡିତଙ୍କୁ ମୁସଲମାନଙ୍କ ଅନୁରୋଧ…

ଶ୍ରୀନଗର, ୪।୬ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତଙ୍କ ସମେତ ଅଣ-ମୁସଲମାନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଉପତ୍ୟକାରେ ହିଂସା ବୃଦ୍ଧି...

କରଣ ଜୋହରଙ୍କ ଏହି ଫିଲ୍ମରେ ସ୍ବାମୀ ହର୍ଷଙ୍କ ସହ ନଜର ଆସିବେ କମେଡି କୁଇନ୍‌

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କ ପ୍ରଶଂସକଙ୍କୁ ହସେଇବା ପାଇଁ କୌଣସି ମୌକା ହାତ ଛଡା କରନ୍ତି ନାହିଁ। ଭାରତୀ ସୋସିଆଲ ମିଡିଆରେ...

ଭାରତ-ଚାଇନା ସୀମା ଜଗିବ ଏମ୍‌-୭୭୭ ତୋପ

ନୂଆଦିଲ୍ଲୀ,୭।୧୦: ଭାରତ ଆମେରିକାଠାରୁ ୧୪୫ଟି ଏମ୍‌-୭୭୭ ତୋପ କିଣିବ। ଏହି ତୋପକୁ ଭାରତ-ଚାଇନା ସୀମା ଜଗିବା କାର୍ଯ୍ୟରେ ମୁତୟନ କରାଯିବ। ୨୦୧୯ ଶେଷ ସୁଦ୍ଧା ଏହି...

Advertisement
Archives

Model This Week