Posted inଜାତୀୟ

୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ

ଶିଲ୍‌ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ୨ ଓ ଟିଏମ୍‌ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ,ଏନ୍‌ପିପି ବିଧାୟକ ଫେର୍ଲିନ ସାଙ୍ଗମା, ବେନେଡିକ ମାରକ ଏବଂ ଟିଏମ୍‌ସି ଏଚଏମ ଶାଙ୍ଗପିଲାଙ୍ଗ ବିଧାନସଭା ବାଚସ୍ପତି ମେଟବାହ ଲିଙ୍ଗଡୋହଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ବିଧାନସଭା କମିଶନର ତଥା ସଚିବ ଆଣ୍ଡ୍ରିୟୁ ସିମନ୍ସ କହିଛନ୍ତି। ସୂଚନା ମୁତାବକ, ଇସ୍ତଫା ଦେଇଥିବା ବିଧାୟକମାନେ ନିଜ ଦଳର ସଦସ୍ୟତା ଛାଡିଛନ୍ତି। ଏହି ୩ ନେତା ଆସନ୍ତା ମାସରେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ୫ ଲକ୍ଷ ଟଙ୍କା

ଜୟପୁର,୧୪।୨: ଭାଲେଣ୍ଟାଇନ୍ସ ଦିବସ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି। ପ୍ରେମ ଯୋଡିଙ୍କ ପ୍ରେମ ବିବାହକୁ ସହଜ କରିବା...

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ...

ସିଆଚେନରେ ହିମସ୍ଖଳନ : ୨ ଯବାନ ଶହୀଦ

ଶ୍ରୀନଗର, ୧ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ...

ଚିତା ସାବକକୁ କ୍ଷୀର ପିଆଇଲେ ଯୋଗୀ

ଲକ୍ଷ୍ନୌ,୬ ।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଗୋରଖପୁରର ଶହୀଦ ଉଶଫାକ ଉଲ୍ଲା ଖାଁ ପ୍ରାଣୀ ଉଦ୍ୟାନ(ଗୋରଖପୁର ଚିଡିଆଖାନା)ରେ ଚିତାବାଘର ଦୁଇ ସାବକଙ୍କୁ...

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ...

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ...

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା...

ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ...

Advertisement
Archives

Model This Week