ହ୍ରିତିକଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍ କରୁଛନ୍ତି କାର୍ତ୍ତିକ! ଗୋଟିଏ ଶବ୍ଦରେ…
ବମ୍ବେ: ସୈଫ ଲଳନା ସାରା ଅଲି ଖାଁଙ୍କ ପରେ ଏବେ ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍ର ଗଳିକନ୍ଦିରେ ହେବାକୁ ଲାଗିଛି। କଥାଟି ଗୁଜବ ନା ସତ୍ୟ ତାହା…
ନଦୀକୁ ଡେଇଁ ଯୁବକ ନିଖୋଜ
ଆରଡ଼ି,୯ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ସାହୁସାହିଠାରେ ବୈତରଣୀ ନଦୀକୁ ବୁଧବାର ମଧ୍ୟାହ୍ନ୍ରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀକୂଳରେ ଥିବା ୨ ଜଣ ଯୁବକ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ପ୍ରଥମେ ଏକ ଦେଶୀ ଡଙ୍ଗାରେ…
କ୍ରିକେଟ ପରେ ଟେନିସରେ ଏମିତି ରେକର୍ଡ କଲେ ଧୋନୀ
ରାଞ୍ଚି, ୯।୧୧: ବିଶ୍ୱ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ପରେ ଏବେ ଟେନିସରେ ବି ଜଲଓ୍ବା ଦେଖାଇଛନ୍ତି। ଧୋନୀ ମଙ୍ଗଳବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଝାଡଖଣ୍ଡ ଟେନିସ ଚାମ୍ପିଅନସିପରେ ଖେଳାଳି ଭାବରେ…
ଏସ୍ଏଚ୍ଜି ମହିଳାଙ୍କୁ ଚାଉଳ ବଣ୍ଟନ ଦାୟିତ୍ୱରୁ ବନ୍ଦ ଦାବିରେ ଜାତୀୟ ରାଜପଥ ଅବରୋଧ
ପାପଡ଼ାହାଣ୍ଡି,୯ା୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତରେ ଏସ୍ଏଚ୍ଜି ମହିଳାଙ୍କୁ ଚାଉଳ ବଣ୍ଟନ ପ୍ରତିବାଦରେ ବୁଧବାର ପଞ୍ଚାୟତବାସୀ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଚାୟତକୁ ଚାଉଳ ବଣ୍ଟନ ଦାୟିତ୍ୱ ଦିଆ ନ ଯିବା ଲାଗି ଜିଦ୍ରେ ଅଟଳ…
ମେଦ ବହୁଳତା ସବୁ ରୋଗର କାରଣ ଦର୍ଶାଇ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ…
ଚଣ୍ଡିଗଡ଼,୯।୧୧ : ପଞ୍ଜାବ ହରିୟାଣା ହାଇକୋର୍ଟ ମେଦ ବହୁଳତାକୁ ସବୁ ରୋଗର କାରଣ ଦର୍ଶାଇ ଜଣେ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବିରୋଧରେ ମନି ଲାଉଣ୍ଡରିଂ ଅଭିଯୋଗ ରହିଛି। ମନି ଲାଉଣ୍ଡରିଂ ଅଧିନିୟମ…
ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଖେଳାଳି
ସିଡନୀ,୯।୧୧: ନ୍ୟୁଜିଲାଣ୍ଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଏବେ ସିଡନୀରେ ଖେଳୁଛି। ଏହି ବଡ଼ ମ୍ୟାଚ ପୂର୍ବରୁ କିୱି ଖେଳାଳିମାନେ ଫଟୋଶୁଟ୍ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଏମିତି କିଛି…
ଟାଇଗରଙ୍କ ହାଇଚାର୍ଜ
ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର…
କାଜୁ ବଗିଚାରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ
ପାଟଣା,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଶବରଣୀ ବେଡ଼ା କାଜୁ ବଗିଚାରୁ ବୁଧବାର ଜଣେ ୩୭ ବର୍ଷୀୟା ମହିଳାଙ୍କ ଝୁଲନ୍ତା ମୃତଦେହକୁ ସାହାରପଡ଼ା ଫାଣ୍ଡି ଏଏସ୍ଆଇ ଶିବ ପ୍ରସାଦ ଆଇଚ ଜବତ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର କାଶୀନାଥ…
ପାରିବାରିକ କଳହର କରୁଣ ପରିଣତି: ବାପାଙ୍କୁ ମାରି ଶ୍ମଶାନରେ ଫିଙ୍ଗିଦେଲେ ଦୁଇ ପୁଅ-ମା’
ଖଲ୍ଲିକୋଟ,୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’। ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ତୋଟାଗାଁ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଖବର…
ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ…
ମେଲବୋର୍ନ,୯।୧୧ : ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲମସନଙ୍କ ନେତୃତ୍ୱରେ ବ୍ୟାଟିଂ ପାଇଁ…
ସଞ୍ଜୟଙ୍କୁ ଜାମିନ…
ମୁମ୍ବାଇ,୯।୧୧ : ଶିବସେନା ନେତା ତଥା ରାଜ୍ୟସଭା ଏମ୍ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାତ୍ରା ଚାଲ ଜମି…
ଧନୀ ଦେଶଙ୍କ ଅର୍ଥ ଲୋଭ ଯୋଗୁ କରୋନା ସମୟରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି…
ନୂଆଦିଲ୍ଲୀ/ଲଣ୍ଡନ,୯।୧୧ : ଦୁନିଆ କେତେ ନିଷ୍ଠୁର ଏବଂ ସ୍ବାର୍ଥପର ହୋଇପାରିଛି ତାହା କରୋନା ମହାମାରୀ ସମୟରେ ହୋଇଥିବା ମୃତ୍ୟୁରୁ ଅନୁମାନ କରାଯାଇପାରେ। ଏହି ସମୟରେ ଥିବା ଜାଣିଶୁଣି ଷ୍ଟକ କରାଯିବା କାରଣରୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଧନୀ…
Archives


