Home

ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ହେବ ପୂରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳ ପ୍ରଦେଶର ଲୋକଙ୍କୁ ଧନ୍ୟବାଦ। ସମସ୍ତ କଂଗ୍ରେସ କର୍ମୀ ଓ…

କୁଢ଼ନିରେ ଜେଡିୟୁକୁ ହରାଇଲା ଭାଜପା

ମୁଜଫରପୁର,୮।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବର୍ଷ ଅଗଷ୍ଟ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ କୁଢ଼ନି ଉପନିର୍ବାଚନର ଫଳାଫଳ ଭାଜପା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଅନ୍ୟପଟେ ଉପନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ…

ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର…

ମା’ଙ୍କୁ ହରାଇଲେ ଅଭିନେତା ମନୋଜ ବାଜପେୟୀ

ବମ୍ବେ: ମା’ଙ୍କୁ ହରାଇଛନ୍ତି ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ। ଦୀର୍ଘଦିନ ଧରି ମା’ ଗୀତା ଦେବୀ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତେବେ ବର୍ଷକ…

ଡିସେମ୍ବର ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ, ଯୋଗଦେବେ ମୋଦି

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ୧୮୨ ଆସନ ବିଷିଷ୍ଟ ବିଧାନସଭାରେ ଭାଜପା ୧୫୬ଟି ଆସନରେ କଂଗ୍ରେସ ୧୭, ଏଏପି ୫ ଏବଂ ଅନ୍ୟାନ୍ୟ ୪ ଆସନରେ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ…

ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭,୪୪୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଥିସହିତ…

ଲେଡି ସିଙ୍ଘମ ହେବେ ଦୀପିକା

ବମ୍ବେ: ଲେଡି ସିଙ୍ଘମ୍‌ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା ପରେ ଦୀପିକାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି। ଆଉ ଏକ ଖୁସି ଖବର ହେଉଛି ଦୀପିକାଙ୍କ…

ଗୁଜରାଟରେ କଂଗ୍ରେସର ଶୋଚନୀୟ ପରାଜୟ: ଇସ୍ତଫା ଦେଲେ ପ୍ରଭାରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟରେ ଶୋଚନୀୟ ପରାଜୟର ପରେ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଗୁଜରାଟ ଦାୟିତ୍ୱରେ ଥିବା ରଘୁ ଶର୍ମା…

ଜନାଦେଶକୁ ସ୍ବୀକାର କରି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ କଂଗ୍ରେସ ଏକ ବୃହତ ଅଗ୍ରଣୀ ବଜାୟ ରଖିଛି। ଟ୍ରେଣ୍ଡରେ ଭାଜପା ୨୫ଟି ଆସନ ଏବଂ କଂଗ୍ରେସ ୪୦ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ…

ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳିଥିବାରୁ ଚିକିତ୍ସା ସୁବିଧାରୁ ବଞ୍ଚିତ

ଲାଞ୍ଜିଗଡ,୮।୧୨(ଡି.ଏନ.ଏ.): ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ପାଇଁ ସାଜିଛି ବାଧକ। ଉଚ୍ଚ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ଯୋଗାଇ ଦେଲେ ମୋ ମୁଅ ଦୁକୁ ମାଝି (୧୨) ଭଲ ହୋଇଯିବ…

‘ମୁଁ ପ୍ରଚାରକୁ ଯାଇନାହିଁ, ପରାଜୟ ବିଷୟରେ କହିପାରିବି ନାହିଁ’

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ଭାଜପା ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି। ଏଠାରେ ଭାଜପା ନିଜର ୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ନିର୍ବାଚନରେ କଂଗ୍ରେସର ଅବସ୍ଥା ଖରାପ ରହିଛି। କଂଗ୍ରେସ…

୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୩୫,୨୯୬ ଭୋଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?