ପୋଷଣ ଅଭିଯାନକୁ ଫଳପ୍ରଦ କର: ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର,୯ା୧୨(ବ୍ୟୁରୋ): ରାଜ୍ୟରେ ପୋଷଣ ଅଭିଯାନକୁ ପୂର୍ଣ୍ଣ ଫଳପ୍ରଦ କରିବା ପାଇଁ ପ୍ରଶାସନିକ ପ୍ରଚେଷ୍ଠା ଆରମ୍ଭ ହୋଇଛି। ଏଥିପାଇଁ ଲକ୍ଷ୍ୟଭେଦୀ ଏବଂ ସଂଯୋଜିତ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ…
ଆଜି ପିଟିସିରେ ପାସିଂ ଆଉଟ ପରେଡ୍
ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା,…
ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା
ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର ସଙ୍କେତ ବୋଲି ଦର୍ଶାଇଛି । ଅଧିକାଂଶ ରିପୋର୍ଟ ଏବଂ ବିଶ୍ଳେଷଣ ଅନୁଯାୟୀ, ମୋଦିଙ୍କ ଚରିତ୍ରବାଦୀ…
ଘନୀଭୂତ ହେଉଛି ବାତ୍ୟା ମାଣ୍ଡୋସ୍
ଭୁବନେଶ୍ୱର,୯।୧୨(ବ୍ୟୁରୋ):ସାମୁଦ୍ରିକ ଝଡ଼ ମାଣ୍ଡୋସ ଘନୀଭୂତ ହେଉଛି। ଏହା ଘଣ୍ଟା ପ୍ରତି ୧୨ କିମି ବେଗରେ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଶୁକ୍ରବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ ।…
ଲୋକ ସଭାରେ ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ଜିତେନ୍ଦ୍ର ସିଂ
ନୂଆଦିଲ୍ଲୀ,୮।୧୨: ଗତ ୫ବର୍ଷ ମଧ୍ୟରେ ଏମ୍ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍ ସିବିଆଇ ଦାଖଲ କରିଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ, ସାଧାରଣ ଅଭିଯୋଗ ଓ…
ବଦଳିଲା ତେଲେଙ୍ଗାନା ରାଷ୍ଟ୍ର ସମିତିର ନାମ
ହାଇଦ୍ରାବାଦ,୮।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିିଳିଯାଇଛି। ଏଣିକି ଔପଚାରିକ ଭାବେ…
ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ସାକେତ୍ ଗୋଖଲେ
ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍ସି)ର ମୁଖପାତ୍ର ସାକେତ୍ ଗୋଖଲେଙ୍କୁ ଗୁରୁବାର ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଥରେ ଗିରଫ କରାଯାଇଛି। ଏନେଇ ଟିଏମ୍ସିର ରାଜ୍ୟସଭା ସଦସ୍ୟ ଡେରେକ୍ ଓ ବ୍ରାୟନ୍ ସୂଚନା ଦେଇଛନ୍ତି। ଡେରେକ୍ ଟୁଇଟ କରି କହିଛନ୍ତି, ସାକେତଙ୍କୁ…
ଗୁଜରାଟରେ କଂଗ୍ରେସକୁ ଡବଲ ଝଟ୍କା: ନା ମିଳିଲା କ୍ଷମତା ନା ମଳିଲା ବିରୋଧୀ ଦଳର ନେତା ପଦ
ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ, ବରଂ ଦେଶର ସର୍ବ ପୁରାତନ ଦଳ ଉପରେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳର…
କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ
ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ ୨୧ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ୬୫,୪୭୯ ଭୋଟ ମିଳିଥିବା…
ଆଜମଙ୍କ ଗଡ଼ରେ ଏସ୍ପିର ପରାଜୟ, ବାଜିମାତ୍ ମାରିଲା ଭାଜପା
ଲକ୍ଷ୍ନୌ,୮।୧୨: ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାନ୍ଙ୍କ ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନ ଭାଜପା ହାତକୁ ଯାଇଛି। ଏହି ଆସନରେ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଆଜମଙ୍କ ଘନିଷ୍ଠ ସମ୍ପର୍କୀୟ ଅସିମ୍ ରାଜାଙ୍କୁ…
ହିମାଚଳରେ ୪୦ ଆସନରେ କଂଗ୍ରେସର ବାଜିମାତ୍, ଭାଜପା ହାତକୁ ଗଲା ୨୫
ଶିମଲା,୮।୧୨: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏହି ନିର୍ବାଚନରେ ୪୦ଟି ଆସନରେ କଂଗ୍ରେସ ବାଜିମାତ୍ କରି ବଡ଼ ବିଜୟ ହାସଲ କରିଛି। ଅନ୍ୟପଟେ ଭାଜପା ହାତକୁ ୨୫ଟି ଆସନ ଆସିଥିବା ବେଳେ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି…
‘ମୋତେ କଳା ବିଲେଇ ଡାକୁଥିଲେ’
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ରେ ନୁହେଁ, ହଲିଉଡ୍ରେ ମଧ୍ୟ ବେଶ୍ ନାଁ କମାଇ ସାରିଛନ୍ତି। ପ୍ରିୟଙ୍କା ବିଶ୍ୱସ୍ତରୀୟ ଷ୍ଟାର୍ ତାଲିକାରେ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କେବଳ ଦେଶରେ…

