ଶୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଭାରତୀୟ; ଛାଡ଼ପତ୍ର ନ ଦେଇ ସାନିଆଙ୍କୁ କରିଥିଲେ ବିବାହ…
ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ସମ୍ପର୍କରେ ଫାଟ। ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଏବେ ୧୨ ବର୍ଷର ବିବାହରେ ତିକ୍ତତା ଆସିଛି। ଉଭୟ ଶୀଘ୍ର ଛାଡ଼ପତ୍ର ନେବେ ବୋଲି କୁହାଯାଉଥିଲେ…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ
ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ତ କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ଅନ୍ୟ…
ଝିଅ-ପୁଅଙ୍କ ଜନ୍ମଦିନର ଫଟୋ ଶେୟାର କଲେ ଡିମ୍ପଲ ଗର୍ଲ, ଲେଖିଲେ ଏମିତି…
ମୁମ୍ବାଇ: ବଲିଉଡ୍ର ‘ଡିମ୍ପଲ ଗର୍ଲ’ ପ୍ରୀତି ଜିଣ୍ଟା ସରୋଗେସି ଜରିଆରେ ୨୦୨୧ରେ ଯାଆଁଳା ଶିଶୁଙ୍କୁ ସ୍ବାଗତ କରିଥିଲେ। ତାଙ୍କ ପିଲାମାନଙ୍କର ନାମ ହେଉଛି ଜୟ ଏବଂ ଜିଆ। ଆଜି ଅର୍ଥାତ୍ ଶୁକ୍ରବାର ଜୟ-ଜିଆଙ୍କୁ ବର୍ଷେ ପୂରିଛି। ପ୍ରୀତି ଆଜି ଇନ୍ଷ୍ଟାଗ୍ରାମରେ ପ୍ରଥମ…
ଜେଲ୍ରୁ ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକରୀ: ନଳିନୀଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଏବେ ମୁକ୍ତ ହେବେ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ନଳିିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ…
ଚାଇନାରେ ପୁଣି ଫେରିଲା କରୋନା ମହାମାରୀ, ଅଧିକାଂଶ ସହର ସମ୍ପୂର୍ଣ୍ଣ ଲକଡାଉନ, ହଜାର ହଜାର ଲୋକ ଘରେ ବନ୍ଦୀ
ବେଜିଂ,୧୧ ।୧୧: ଗତ ଏପ୍ରିଲ ମାସ ପରେ ଗୁରୁବାର ପୁଣିଥରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧୦,୨୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜଧାନୀ…
ବଢୁଛି ହଳଦୀପତ୍ରର ଚାହିଦା, ମିଳୁନି ସଠିକ୍ ଦର
ଦାରିଙ୍ଗବାଡ଼ି,୧୧ା୧୧(ଡି.ଏନ୍.ଏ.): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ…
ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ
କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ଫଳରେ ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହନ ଯାଇ ନ ପାରି ଅଟକି ରହିଛି। ଧାରଣାସ୍ଥଳରେ ବ୍ଲକ…
୨୧ ଲକ୍ଷ ଲୋକଙ୍କ ଚାକିରି ଉପରେ ପଡ଼ିପାରେ ପ୍ରଭାବ
ଓ୍ବାଶିଂଟନ,୧୧ା୧୧: ଆମେରିକାରେ ବିମୁଦ୍ରୀକରଣ ହେବାର ସମ୍ଭାବନାକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଏହି ବିମୁଦ୍ରୀକରଣ ମଧ୍ୟରେ ଆମେରିକାର ସ୍ଥାନୀୟ ଖବରକାଗଜରେ ଏକ ସର୍ଭେ ବାହାରିଛି। ସର୍ଭେ ରିପୋର୍ଟ ଆଶ୍ଚର୍ଯ୍ୟଜନକ। ଏହି ସର୍ଭେରେ ଆକଳନ କରାଯାଇଛି, ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେରିକାରେ ଆସନ୍ତା…
ବର୍ଷକ ମଧ୍ୟରେ ଦ୍ୱିତୀୟଥର ମା’ ହେଲେ ଦେବିନା
ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ ପୁଣି ଥରେ ମା’ ହୋଇଛନ୍ତି। ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଅଭିନେତା ତଥା ଦେବିନାଙ୍କ ସ୍ବାମୀ ଗୁରୁମିତ ଚୌଧୁରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଦେଇଛନ୍ତି।…
୧୦ ମିନିଟ୍ ସ୍କୁଲ ବିଳମ୍ବରେ ଆସିବାରୁ ଶିକ୍ଷକ ଦେଲେ ଏମିତି ଦଣ୍ଡ, ଏବେ ଭେଣ୍ଟିଲେଟରରେ ଛାତ୍ର
ଫରିଦାବାଦ,୧୧।୧୧: ଫରିଦାବାଦର ବଲାଭଗଡ ସେକ୍ଟର-୧୧, ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପୂର୍ବ ଯାଦବଙ୍କୁ ସ୍କୁଲରେ ୧୦ ମିନିଟ ବିଳମ୍ବ ହେତୁ ତାଙ୍କୁ କଡ଼ା ଦଣ୍ଡ ମିଳିଛି। ସ୍କୁଲ ଶିକ୍ଷକ ତାଙ୍କୁ ଏମିତି ଦଣ୍ଡ ଦେଇଛନ୍ତି ଯେ ସେ ଏବେ…
ଦର୍ଶକଙ୍କ ହୃଦୟ ଜିଣିଲେ ଦୀପିକା-ରଣବୀର
ମୁମ୍ବାଇ: ବହୁ ଦିନ ପରେ ବଲିଉଡ୍ର ପାଓ୍ବାରଫୁଲ୍ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନେ ଏକାଠି ଫିଲ୍ମ ଫେୟାରରେ ଭାଗ ନେଇଥିଲେ। ଯେତେବେଳେ ଏହି ଦମ୍ପତି ହାତ ଧରି ଜିକ୍ୟୁ ପୁରସ୍କାର ସମାରୋହରେ ପହଞ୍ଚିଲେ,…
ଭୋଟ ବର୍ଜନ ନିଷ୍ପତ୍ତି ପରେ ତତ୍ପରତା
ପଦ୍ମପୁର,୧୧।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ବଇଦପାଲି ଗ୍ରାମବାସୀ ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେବା ପରେ ପ୍ରଶାସନ ତତ୍ପର ହୋଇପଡିଛି। ଗୁରୁବାର ରାଜବୋଡାସମ୍ବର ବିଡ଼ିଓ ବିଶ୍ୱନାଥ ସାହୁ ବଇଦପାଲିରେ ପହଞ୍ଚତ୍ ରାସ୍ତା ନିରୀକ୍ଷଣ କରି…
Archives


