ଜ୍ଞାନବାପି ମାମଲା ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ଆଜି
ନୂଆଦିଲ୍ଲୀ,୧୧।୧୧(ପି.ଟି.):ଜ୍ଞାନବାପି-କାଶୀ ବିଶ୍ୱନାଥ ମାମଲାର ଶୁଣାଣି ନିମନ୍ତେ ଶୁକ୍ରବାର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମସ୍ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ପକ୍ଷ ଅନୁରୋଧ କରିଥିଲା। ଗତ ମେ’ ୧୭ରେ ସୁପ୍ରିମକୋର୍ଟ ଶିବଲିଙ୍ଗର ସୁରକ୍ଷା…
ମୋତେ ଖୁସି ଲାଗେ ଯେତେବେଳେ ଲୋକେ ଟୁଇଟରରେ ଟୁଇଟରର ଅଭିଯୋଗ କରନ୍ତି: ଏଲନ ମସ୍କ
ୱାଶିଂଟନ,୧୧ ।୧୧: ଟେଲସାର ସିଇଓ ଏଲନ ମସ୍କ ନିକଟରେ ଏକ ଟୁଇଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏଥିରେ ମାଇକ୍ରୋବ୍ଲଗିଂ ଫ୍ଲାଟଫର୍ମ ଟୁଇଟରକୁ କ୍ରୟ କରିବା ପରେ ଟୁଇଟରକୁ ମିଳୁଥିବା ସମାଲୋଚନାକୁ ନେଇ ମସ୍କ କଟାକ୍ଷ କରିଛନ୍ତି…
ପ୍ରସାଧନ ସାମଗ୍ରୀ ବିକିବେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚଳଚ୍ଚିତ୍ର ଜଗତରେ ସଫଳତା ହାସଲ ପରେ ପ୍ରସାଧନ ସାମଗ୍ରୀ ବ୍ୟବସାୟକୁ ଓହ୍ଲାଇଛନ୍ତି। ସେ ଗୁରୁବାର ଏଇଟି ଇଷ୍ଟ୍ ନାମରେ ନିଜ ସେଲ୍ଫ କେୟାର ବ୍ରାଣ୍ଡ୍ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲଟ୍ଫର୍ମ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଛନ୍ତି। ଆସନ୍ତା…
ଗର୍ଭସ୍ଥ ଶିଶୁଙ୍କୁ ପ୍ରଭାବିତ କରେ ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ,୧୧।୧୧(ପି.ଟି.):ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍ସିଆର୍)ରେ ବାୟୁ ଗୁଣବତ୍ତା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଗର୍ଭାବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫଳରେ ସମୟ ପୂର୍ବରୁ ସନ୍ତାନ ପ୍ରସବ, କମ୍ ଓଜନର…
ବନ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଲହୁଲୁହାଣ
ନୂଆଗାଁ,୧୧।୧୧(ଡି.ଏନ.ଏ.):ନୟାଗଡ଼ ବନଖଣ୍ଡ ମହିପୁର ବନ କର୍ମଚାରୀଙ୍କ ମାଡ଼ରେ ଜଣେ ଡ୍ରାଇଭର ଲହୁଲୁହାଣ ହୋଇଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍ ସିଙ୍ଗାରପଲି ପଞ୍ଚାୟତ ଶୁଣ୍ଢିଝୋଲା ନୂଆସାହିର ଅମୂଲ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ମିତା ବେହେରାଙ୍କ…
ନିଜ ମାଟିର ମହକରେ ରହିଛି ସ୍ବତନ୍ତ୍ରତା: ରାଷ୍ଟ୍ରପତି
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ସ୍ବତନ୍ତ୍ରତା ରହିଛି। ତଥାପି ନିଜ ଅଞ୍ଚଳର ଦିଗଦିଗନ୍ତର ସୌନ୍ଦର୍ଯ୍ୟ ନିଆରା। ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ସମ୍ବର୍ଦ୍ଧିତ ହେବେ ୫୦ ହଜାର ପିଲା, ୧୫୦୦ ଶିକ୍ଷକ
ଭୁବନେଶ୍ବର, ୧୧ା୧୧(ବ୍ୟୁରୋ): ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ବ୍ଲକ୍ ଓ ଜିଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭକରି…
ମାଣ୍ଡିଆକୁ ଶ୍ରେଷ୍ଠ ଆହାର କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ଗୁରୁବାର ହେଉଛି ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାଦିନ। ପୁଷ୍ଟି ସହ ସମୃଦ୍ଧି ଯୋଡ଼ିହୋଇ ରହିଛି। ରାଜ୍ୟ ସରକାର ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ରାଜ୍ୟ ସରକାର ମାଣ୍ଡିଆ ଦିବସ ଭାବେ ପାଳନ…
କଂସ ହେବେ ହୃଷୀକେଶ
ବରଗଡ଼ ଅଫିସ୍,୧୧।୧୧:ବରଗଡ଼ ଧନୁଯାତ୍ରା ମହୋତ୍ସବ କଳାକାର ଚୟନ ପ୍ରକ୍ରିୟାର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ରାତି ପ୍ରାୟ ୧୧ଟାରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଫଳାଫଳ ଘୋଷଣା କରିଛନ୍ତି। ହୃଷୀକେଶ ଭୋଇ କଂସ ଚରିତ୍ର ପାଇଁ ମନୋନିତ ହୋଇଛନ୍ତି। ସେ ଏହାପୂର୍ବରୁ…
ଚାକିରି ସରକାରୀ, ଦେବେ ଘରୋଇ
ଭୁବନେଶ୍ବର, ୧୧ା୧୧(ବ୍ୟୁରୋ):ଓଡ଼ିଶାରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ଯେ ଠିକା ସଂସ୍ଥା ମାଧ୍ୟମରେ କରାଯାଉଥିବା ବିଷୟରେ ବୋଧହୁଏ ରାଜ୍ୟର ଅନେକ ଲୋକଙ୍କ ଜ୍ଞାତସାରରେ ନ ଥିବ। ସେଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି। ଏଥିରେ କେତେ ପ୍ରକାର ଅନୀୟମିତତା ହେଉଥିବ…
ଆଧାର ତଥ୍ୟ ୧୦ ବର୍ଷରେ ଥରେ ଅପ୍ଡେଟ୍ କରିବା ବାଧ୍ୟ
ନୂଆଦିଲ୍ଲୀ,୧୧ା୧୧:କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରି ପ୍ରତି ୧୦ ବର୍ଷରେ ଥରେ ନାଗରିକମାନେ ସେମାନଙ୍କ ଆଧାର ତଥ୍ୟ ଅପ୍ଡେଟ୍ (ସଂଶୋଧନ) କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର ପଞ୍ଜୀକରଣ ତାରିଖଠାରୁ ୧୦ ବର୍ଷ ସମ୍ପୂର୍ଣ୍ଣ ହେବା ପରେ କାର୍ଡଧାରୀ ଆଧାରର ସମର୍ଥକ…
ଘୋଷଣା କରି ପ୍ରତାରଣା
ଯାଜପୁର ଅଫିସ,୧୧ା୧୧:ଗତ ୩ ବର୍ଷ ମଧ୍ୟରେ ମହାମାରୀ କରୋନା ସମେତ ସାମୁଦ୍ରିକ ଝଡ଼ ହୁଡ୍ହୁଡ୍, ତିତ୍ଲି, ଫନି, ଅମ୍ଫନ, ଜୱାଦ ଯାଜପୁର ସମେତ ଉପକୂଳ ଜିଲାଗୁଡ଼ିକର ଚାଷୀଙ୍କୁ ତଳିତଳାନ୍ତ କରିଦେଇଛି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧-୨୨ ଓ…
Archives


