Home

ପ୍ରଥମ ରୋଜଗାର: ଝିଅର କଲେଜ ଫିସ୍‌ ଦେଇଥିଲି

ପୁରୀ ପଥୁରିଆ ସାହିରେ ମୋର ଜନ୍ମ l ଆମ ଘରେ ମୁଁ ୯ ଭାଇ ଭଉଣୀ ଭିତରେ ସବୁଠାରୁ ସାନ। ମୋତେ ବର୍ଷେ ହେବା ପୂର୍ବରୁ ମୋ ବୋଉଙ୍କର ମୃତ୍ୟୁ ହେଇଯାଇଥିଲା। ବୋଉ ନ ଥିବା ଯୋଗୁ ବାପା ତାଙ୍କର ସବୁ…

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ। ସେହିପରି…

ରୋମାଣ୍ଟିକ୍‌ ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଜି ୫ମ ବିବାହବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି। କୋହଲି…

‘ଶମ୍ଭୁ’ରୁ ଶୁଭମ

ଓଡ଼ିଆ ସିନେମାର ନବାଗତ ନାୟକ ତାଲିକାରେ ଆଉ ଜଣେ ନିଜ ନାମକୁ ସାମିଲ କରିଛନ୍ତି। ସେ ହେଲେ ଶୁଭମ। ନିର୍ମିତ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶମ୍ଭୁ’ରୁ ସେ ନାୟକ ଭାବରେ ଦେଖାଦେବେ। ଅନୁପମା ମୁଭିଜ୍‌ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା…

ଭଜନ ଦେଇଛି ପରିଚୟ

ପିଲାଦିନରୁ ସେ ଗୀତ ଗାଇବାକୁ ଖୁବ୍‌ ଭଲ ପାଉଥିଲେ। ଗାଁରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କି ସ୍କୁଲ ଉତ୍ସବ ସବୁଠି ଭଜନ ଗାଇ ସମସ୍ତଙ୍କ ପାଖରେ ପ୍ରଶଂସିତ ହୁଅନ୍ତି । ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଗାୟିକାର ପରିଚୟ ଦେଲା।…

୮୦ ପ୍ରତିଶତ ଶ୍ରୀଲଙ୍କା ନାଗରିକ ଭୋକ ବିକଳରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ନିଜ ସମ୍ପତ୍ତି…

କଲମ୍ବୋ,୧୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଭୋକ ବିକଳରେ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭଲ ସମୟରେ କିଣିଥିବା ସମ୍ପତ୍ତି ବିକ୍ରୟ କରୁଛନ୍ତି। ତଥାପି ସେମାନଙ୍କୁ ଖାଇବାକୁ…

ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୧୧।୧୨ : ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଦିଲ୍ଲୀ ଭାଜପା ଉପାଧ୍ୟକ୍ଷ ବିରେନ୍ଦ୍ର ସଚଦେବାଙ୍କୁ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଶିମଲାର ରିଜ ମଇଦାନରେ ଦିନ…

ସୋମବାର ୨୫ ରାଜ୍ୟର ୧୯୭ ଜିଲାରେ ଆପ୍ରେଣ୍ଟିଶିପ ମେଳା…

ନୂଆଦିଲ୍ଲୀ,୧୧।୧୨ : ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ଯୋଜନା ଅଧୀନରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୧୨ ଡିସେମ୍ବର ୨୦୨୨ ରେ ୨୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର…

୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…

ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ରାଜନେତାମାନଙ୍କୁ ସୁରକ୍ଷା କର୍ମୀ ପ୍ରଦାନ କରାଯିବା ବ୍ୟତୀତ ସେମାନଙ୍କ ଏସକର୍ଟ…

ଗୁଜରାଟରେ କାହିଁକି ହାରିଲା କଂଗ୍ରେସ, ବିରପ୍ପା ମୋଇଲି କହିଲେ କାରଣ…

ନୂଆଦିଲ୍ଲୀ,୧୧।୧୨ : ଗୁଜରାଟରେ କଂଗ୍ରେସର ଅପମାନଜନକ ପରାଜୟ କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ଦଳର ବରିଷ୍ଠ ନେତା ଏମ ବିରାପ୍ପା ମୋଇଲି ବର୍ତ୍ତମାନ ଏହି ସବୁ କାରଣ ନେଇ ନୀରବତା ଭାଙ୍ଗିଛନ୍ତି। ମୋଇଲି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସ…

ମୋ ପରିବାରକୁ ଭଲ ପାଉଥିବା ଝିଅ ହେବ ମୋ ଲାଇଫ ପାର୍ଟନର୍‌

ପିଲାଦିନ ପିଲାଦିନେ ମୁଁ ବେଶି ଦୁଷ୍ଟ ନ ଥିଲି। କିନ୍ତୁ ମୁଁ ଯୋଉଠିକୁ ଯାଉଥିଲି ପଡ଼ିଯାଉଥିଲି ଅବା କୋଉଠି ବାଡ଼େଇ ହୋଇ ଖଣ୍ଡିଆ ଖାବରା ହେଉଥିଲି। ସେଥିପାଇଁ ମା’ ମତେ ଅଥର୍ବା ବୋଲି ଡାକୁଥିଲେ। ମତେ ଏକୁଟିଆ ଛାଡ଼ିବାକୁ ସେମାନେ ଡରୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?