ମହାମୁକାବିଲାରେ ଟସ୍ ଜିତିଲା ପାକିସ୍ତାନ
ଢାକା,୭।୧୦: ମହିଳା ଏସିଆ କପ ଟି-୨୦ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯାଉଛି। ପାକିସ୍ତାନ ଅଧିନାୟିକା ବିସ୍ମାହ ମାରୋଫ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ…
ଆଉ ହଲିଉଡ୍ ଫେରିବେନି ଦୀପିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ସେ ଆଜି ଯେଉଁଠାରେ ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଦୀପିକା ତାଙ୍କ କ୍ୟାରିୟରରେ ଅନେକ…
ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା
ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ ମୁକ୍ତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି କହିଛନ୍ତି,…
ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ
ଜେନେଭା,୭।୧୦: ଚାଇନାର ଜିନ୍ଜିଆଙ୍ଗ୍ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ରେ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇ ନାହିଁ। ସୂଚନାଯୋଗ୍ୟ, ଚାଇନାରେ ଉଇଘର ମୁସଲମାନମାନଙ୍କୁ…
‘ସଠିକ୍ ଦିଗରେ ଆଗକୁ ବଢୁଛି ଭାରତ-ଆମେରିକା ସମ୍ପର୍କ’
ଓ୍ବାଶିଂଟନ,୭ା୧୦: ପେଣ୍ଟାଗନ କହିଛି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସଠିକ ଦିଗରେ ଆଗକୁ ଗତି କରୁଛି। ଏଥି ସହିତ ଉଭୟ ଦେଶ ବିଶେଷ ଭାବରେ ସେମାନଙ୍କ ସୈନ୍ୟବାହିନୀର ଶକ୍ତି ଏବଂ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ଉପରେ ଧ୍ୟାନ ଦେଉଛନ୍ତି।…
ବିନା କାମରେ ଶ୍ରମିକଙ୍କ ନାଁରେ ଉଠୁଛି ଟଙ୍କା
ଲେଫ୍ରିପଡ଼ା,୭।୧୦(ଡି.ଏନ.ଏ.): ସରକାର ଉନ୍ନତିକରଣ ସକାଶେ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ଏହି ଯୋଜନାରେ ଅନିୟମିତତା ଦେଖାଦେଇଛି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଧୀନରେ। ବ୍ଲକର ଗିରିଙ୍ଗକେଲା ଆଦର୍ଶ ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ କାର୍ଯ୍ୟରେ ବିନା କାମରେ…
ଦେଶରେ ୨ ହଜାର ତଳେ କରୋନା ସଂକ୍ରମଣ
ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୯୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…
ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ଗୁରୁଗ୍ରାମ,୭।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଳାୟମଙ୍କର କିଡନୀ ସଂକ୍ରମଣର ସମସ୍ୟା ଆହୁରି ବଢିଯାଇଛି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଶୁକ୍ରବାର ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ଡାକ୍ତରଖାନାରେ…
ଖବରଦାତା କହି ଲାଞ୍ଚ ମାଗୁଥିଲେ ଯୁବକ
ଚନ୍ଦାହାଣ୍ଡି,୭।୧୦(ଡି.ଏନ୍.ଏ.): ଜଣେ ଯୁବକ ନିଜକୁ ଖବରଦାତା କହି ଟଙ୍କା ମାଗୁଥିବା ନେଇ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ସରପଞ୍ଚ ଲେବନୀ ମାଝି ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ସରପଞ୍ଚଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ…
ଏକତରଫା ପ୍ରେମ କରି ଯୁବତୀଙ୍କୁ ଜାଳିଦେଲେ
ରାଞ୍ଚି,୭।୧୦: ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମ ପାଇଁ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଭଳି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ବିବାହିତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ, ପରିବାରର ମନା ପରେ ସେ ଯୁବତୀଙ୍କୁ ହତ୍ୟା…
ବିଦାୟ ନେଲେ ଜଗଜ୍ଜନନୀ
ଅନୁଗୋଳ ଅଫିସ/ ବଇଣ୍ଡା/ ବଅଁରପାଳ/ କଣିହାଁ / ଛେଣ୍ଡିପଦା, ୭।୧୦(ଡି.ଏନ.ଏ): ଅନୁଗୋଳ ସହରରେ ଧୁମ୍ଧାମରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି। ସକାଳୁ ବିଳମ୍ବିତ ରାତି ଯାଏ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ…
ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର
ନୂଆଦିଲ୍ଲୀ,୭।୧୦: ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି। ଜଷ୍ଟିସ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ନୂତନ ସିଜେଆଇର…
Archives


