Home

ସମାଧାନ ରାସ୍ତାରେ ହୁଏ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧୨: ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀର ସଂସଦ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ…

ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ ଜେହ୍‌ଙ୍କ ସହ ମୁମ୍ବାଇ ବାହାରିଥିଲେ। ସେମାନେ ସହରର କୌଣସି ସ୍ଥାନକୁ ଯାଇ ଘରକୁ ଫେରୁଥିବାର…

ଭାଜପା ନେତାଙ୍କ କାର୍ଯ୍ୟକ୍ରମରେ ଦଳାଚକଡା: ୩ ମୃତ

କୋଲକତା,୧୪।୧୨: ପଶ୍ଚିମବଙ୍ଗର ଆସାନସୋଲରେ ଭାଜପା ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସମୟରେ ବୁଧବାର ଦଳଚକଡା ହୋଇଛି। ଏଥିରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି।…

ଏସିଡ ମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଡିସିପି ଏମ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ବୁଧବାର ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଛାତ୍ରୀଙ୍କୁ…

ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ନୀଳ ଜହର

ବାଲିଗୁଡ଼ା,୧୪ା୧୨(ଡି.ଏନ୍‌.ଏ.): ଜୋର୍‌ ଧରିଲା ଅପରେଶନ ନୀଳ ଜହର। ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ। ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ…

୫୩ ବର୍ଷରେ ବି ବଡ଼ ବଡ଼ ହିରୋଇନ୍‌ଙ୍କୁ ଟକ୍କର ଦେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ‘ମୈନେ ପ୍ୟାର୍‌ କିୟା’ ଜରିଆରେ କରିଥିଲେ ବଲିଉଡ୍‌ରେ ଡେବ୍ୟୁ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଫିଲରେ ଚୁଲବୁଲି ଅଭିନୟକୁ ନେଇ ଦର୍ଶକଙ୍କ ମନରେ ଘର କରି ରହିଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ। ଏବେ ସେ ୫୩ ବର୍ଷ ବୟସରେ ବି…

କିଏ ଧରିଲେ ‘ଗୋପି ବୋହୂ’ଙ୍କ ହାତ? ହଟିଲା ପରଦା…

ବମ୍ବେ: ହଠାତ୍‌ ବିବାହ କରି ଚମକାଇଥିଲେ ‘ସାଥ୍‌ ନିଭାନା ସାଥିୟା’ ଫେମ୍‌ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସେ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ଅନେକ ଫଟୋ ଭାଇରାଲ ହେଉଥିଲା। ହେଲେ ତାଙ୍କ ଜୀବନସାଥୀ କିଏ ତାହା ଉପରୁ ପରଦା ହଟି ନ…

ଆଶ୍ୱାସନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ନେଇ ଲୋକ ସଭାରେ ଆଶ୍ୱାସନା ଦେଇଛନ୍ତି। ମୁଦ୍ରାସ୍ଫୀତି ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଲୋକ ସଭାରେ ମୁଦ୍ରାସ୍ଫୀତିକୁ ନେଇ ଆଲୋଚନା ବେଳେ ସୀତାରମଣ କହିଛନ୍ତି,…

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ହାସ୍ୟ ଅଭିନେତା କୁନାଲ କାମ୍‌ରା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନ ଦେଇ ଯାଉଛି। ବୁଧବାର ହାସ୍ୟ ଅଭିନେତା କୁନାଲ କାମ୍‌ରା ଏହି ଯାତ୍ରାରେ ଭାଗ ନେଇଥିଲେ। ସେ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିଥିଲେ। କଂଗ୍ରେସର ଏହି ପଦଯାତ୍ରା ୨୧ ଡିସେମ୍ବରରେ ହରିୟାଣାରେ…

‘ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ’

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚାଇନା ସହ ଭାରତ ବାଣିଜ୍ୟ ବନ୍ଦ କରିବା ପାଇଁ ବୁଧବାର ଟୁଇଟ୍‌ କରି କହିଛନ୍ତି। ଅରୁଣାଚଳ ପ୍ରଦେଶର ଏଲଏ୍‌ସି ନିକଟସ୍ଥ ତଓ୍ବାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ଟୁଇଟ୍‌ କରି…

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ କ୍ରିକେଟର୍‌ ଆହତ

ଲଣ୍ଡନ,୧୪।୧୨: ଇଂଲଣ୍ଡର କିମ୍ବଦନ୍ତୀ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଏକ ବିସିସିର ଲୋକପ୍ରିୟ ଟେଲିଭିଜନ ଶୋ ‘ଟପ ଗିଅର୍‌’ର ଶୁଟିଂ ସମୟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ ୪୫ ବର୍ଷୀୟ…

୧୨ ବର୍ଷ ପରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଦୀର୍ଘ ୧୨ବର୍ଷ ହେବ ଫେରାର ଥିବା ଜନୈକ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ପୋଲିସ l ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ବିନୋଦ ପଲାଇ (୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?