ଏହି କଥାକୁ ନେଇ ଶାଳୀଙ୍କ ସହ ଝଗଡା କରନ୍ତି ରଣବୀର
ବଲିଉଡର ପାଓ୍ବାରଫୁଲ ଦମ୍ପତି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ପରସ୍ପରର ଯତ୍ନ ନିଅନ୍ତି। ଏଥି ସହିତ, ପରସ୍ପରର ପରିବାରକୁ ମଧ୍ୟ ବହୁତ ସମ୍ମାନ ଦିଅନ୍ତି। ରଣବୀରଙ୍କ ସହ ଦୀପିକାଙ୍କ ଭଉଣୀ ଅନିଶାଙ୍କ ଭଲ ସମ୍ପର୍କ ଅଛି।…
ସ୍ତ୍ରୀଙ୍କ ପାଇଁ ଭୋଟ ମାଗିଲେ ରବିନ୍ଦ୍ର ଜାଡେଜା
ଗାନ୍ଧୀନଗର,୧୫।୧୧: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଭାରତୀୟ ଜନତା ପାର୍ଟି ଗୁଜରାଟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜାଡେଜା ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜାଡେଜା କହିଛନ୍ତି, ତାଙ୍କ ସ୍ତ୍ରୀ ରିଭାବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ରୋମାଣ୍ଟିକ୍ ଅନ୍ଦାଜ୍ରେ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୋଏବ
ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଶୋଏବ ସାନିଆଙ୍କୁ ରୋମାଣ୍ଟିକ୍ ଅନ୍ଦାଜ୍ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇନ୍ଷ୍ଟାଗ୍ରାମରେ ସେ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ…
ଡିମ୍ପଲଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଭାଜପା
ଲକ୍ଷ୍ନୌ,୧୫।୧୧: ଉତ୍ତରପ୍ରଦେଶର ମୈନପୁରୀ, ରାମପୁର ଏବଂ ଖତୌଲି ଆସନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୈନପୁରୀ ଉପବିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ଭାଜପା ରଘୁରାଜ ସିଂ ଶାକ୍ୟାଙ୍କୁ…
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦି
ବାଲି,୧୫।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ସୁନକଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ…
କରୋନା ଆକ୍ରାନ୍ତ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ, ନିକଟରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିଲେ
ବାଲି,୧୫।୧୧: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହନ ସେନ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ଅନେକ ଦେଶର ନେତାଙ୍କୁ ଭେଟିଥିଲେ। ହୁନ କାମ୍ବୋଡିଆର ନୋମ ପେନ୍ହରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ,…
ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି
ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବିଶେଷ ମତ ଦେଇଛନ୍ତି। ସେ…
ଭାରତ ବିପକ୍ଷ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଅକଲାଣ୍ଡ,୧୫।୧୧: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସିନିୟର ଓପନର୍ ମାର୍ଟିନ ଗୁପଟିଲ ଏବଂ ଭେଟେରାନ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ଓହରିଯାଇଛି।…
୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ
ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ତାଙ୍କ ପିତା କ୍ରିଷ୍ଣା ଘଟ୍ଟାମନାନେନୀ ୮୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦ୍ଘାତ…
ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ
ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା ସମସ୍ତ କ୍ଷତି ପାଇଁ ରୁଷିଆ କ୍ଷତିପୂରଣ ଦେବା ଉଚିତ ବୋଲି ୟୁଏନଜିଏରେ ଏକ…
ଶରଥ କମଲ ପାଇବେ ଖେଳରତ୍ନ
ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ…
ପଥର ଖଣି ଭୁଶୁଡିବା ଘଟଣା: ୮ ମୃତଦେହ ଉଦ୍ଧାର
ଆଇଜୋଲ,୧୫।୧୧: ମିଜୋରାମର ହନ୍ତିଆଲ ଜିଲାର ଏକ ପାହାଡ ଉପରେ ଥିବା ପଥର ଖଣି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛ। ଏବେ ବି ଚାରି ଜଣ ଲୋକ ଖଣି ତଳେ ଚାପି ହୋଇ ଅଛନ୍ତି।…
Archives


