ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…
ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ପୋଖରୀରୁ ବେଆଇନ ଅତିକ୍ରମଣ ହଟାଇବାକୁ ମ୍ୟୁନିସିପାଲିଟି ଟିମ ଏଠାକୁ…
ଝିଅ ଜନ୍ମ ପରେ ବଦଳିଯାଇଛି ଆଲିଆଙ୍କ ଜୀବନ
ବମ୍ବେ: ନିକଟରେ ମା’ ହୋଇଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ। ନଭେମ୍ବର ୬ ତାରିଖରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ଆଲିଆ ନିଜର ନୂଆ ପରିଚୟକୁ ନେଇ ଖୁଲାସା କରିଛନ୍ତି। ଏକ ଫଟୋ ଶେୟାର କରି…
ବାଲିରେ ଓଡ଼ିଶାର ବାଲିଯାତ୍ରା ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ…
ବାଲି,୧୫।୧୧ : ଇଣ୍ଡୋନେସିଆର ବାଲିରେ ଜି -୨୦ଶିଖର ସମ୍ମିଳନୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବାଲି ସହ ଭାରତର ଶହଶହ ବର୍ଷର ସମ୍ପର୍କ ଅଛି। ଇଣ୍ଡୋନେସିଆ ଏହି ପରମ୍ପରାକୁ ଜୀବନ୍ତ ରଖିଛି। ବାଲିରେ ଏକ…
ଆଇପିଏଲ୍ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ। ହେଲେ ଚଳିତ ବର୍ଷ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଲିଜ କରି ଦେଇଥିଲା।…
ଏମ୍ପି-ବିଧାୟକଙ୍କ ସହିତ ଶିନ୍ଦେଙ୍କ ତୀର୍ଥଯାତ୍ରା…
ମୁମ୍ବାଇ,୧୫।୧୧ : ମହାରାଷ୍ଟ୍ରରୁରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏକନାଥ ଶିନ୍ଦେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି। ଶିନ୍ଦେ ତାଙ୍କର ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହ ଆସାମ ଗସ୍ତରେ ଯିବେ। ସେଠାରେ ସେ ତାଙ୍କର ସମସ୍ତ ପ୍ରତିନିଧୀଙ୍କ ସହିତ କାମାକ୍ଷା…
ମୁନାକ କେନାଲ ପ୍ରସଙ୍ଗରେ ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା…
ନୂଆଦିଲ୍ଲୀ,୧୫।୧୧ : ମୁନାକ କେନାଲ ବିବାଦ ମାମଲାରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ କହିଛନ୍ତି, ଆପଣ କେତେ ସଭା କରନ୍ତି ସାଧାରଣ ଲୋକଙ୍କ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ? ସାଧାରଣ ଲୋକ…
ପାକିସ୍ତାନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍, ଗୋଟିଏ ଦିନ ତଳେ ବିଦେଶ ଗସ୍ତରୁ ଫେରିଥିଲେ…
ଇସଲାମାବାଦ,୧୫।୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ଦୁଇ ଦିନ ଧରି ପ୍ରଧାନମନ୍ତ୍ରୀ ଅସୁସ୍ଥ ଅନୁଭବ କରୁଥିଲେ।…
ମୋରବି ମାମଲାରେ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ, ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ…
ଅହମଦାବାଦ,୧୫।୧୧ : ଗୁଜରାଟରେ ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରିବାର ପଦ୍ଧତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଅଦାଲତ ମୁଖ୍ୟ ଶାସନ ସଚିବଙ୍କୁ ଡକାଇ…
ଭାରତ ଯୋଡୋ ଯାତ୍ରା ଭୋଟ ବ୍ୟାଙ୍କ ରାଜନୀତି ନୁହେଁ…
ମୁମ୍ବାଇ,୧୫।୧୧ : କଂଗ୍ରେସର ମହାସଚିବ ଜୟରାମ ରମେଶ ମଙ୍ଗଳବାର ମହାରାଷ୍ଟ୍ରର ୱାଶିମରେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ଭୋଟ ବ୍ୟାଙ୍କ ସହିତ ଜଡିତ ନୁହେଁ। ଆମର ଲକ୍ଷ୍ୟ ରାଜନୀତିଠାରୁ ଅଧିକ ବୋଲି ସେ କହିଛନ୍ତି। ଅବଶ୍ୟ, ଏହା ଏକ…
ଆତ୍ମନିର୍ଭରଶୀଳ ମା’
ଆଜିକାଲି ଅନେକ ମହିଳା ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସୁଛନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବା ଦରକାର… ଦିନ ଥିଲା ମହିଳାମାନେ ଘର ଭିତରେ ନିଜକୁ ସୀମାବଦ୍ଧ କରି ରଖୁଥିଲେ। ହେଲେ ଏବେ ସବୁ କିଛି…
ଜଲନ୍ଧର ରେଲଓ୍ବେ ଷ୍ଟେସନରେ ଏକ ସୁଟ୍କେସ୍ରୁ ମିଳିଲା ମୃତଦେହ
ଜଲନ୍ଧର,୧୫।୧୧: ପଞ୍ଜାବ ଜଲନ୍ଧରର ସିଟି ରେଲଓ୍ବେ ଷ୍ଟେସନ ବାହାରେ ଏକ ଲାଲ ସୁଟକେସ୍ ମିଳିଛି। ସେଥିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଥିବା ଜଣାପଡ଼ିଛି। ଏହି ଖବର ସହରରେ ପ୍ରଚାରିତ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ମୃତ ବ୍ୟକ୍ତିଙ୍କ ବୟସ…
ଦେଶରେ ୪୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୫।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା…
Archives


