ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଲାଇନ-ଅପ୍ ଚୂଡାନ୍ତ: ଜାଣନ୍ତୁ କାହାକୁ ଭେଟିବ ଭାରତ
ମେଲବୋର୍ନ,୬।୧୧: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଭାରତୀୟ ଦଳ ସୁପର-୧୨ରେ ୪ଟି ମ୍ୟାଚ ଜିତି ଗ୍ରୁପ-୨ରେ ପ୍ରଥମ ସ୍ଥାନରେ ରହିଛି। ଏହି ଗ୍ରୁପରେ ପାକିସ୍ତାନ ଦଳ ୩ଟି ବିଜୟ ସହ…
ବାଜି ମାରିଲେ ସୂର୍ଯ୍ୟବଂଶୀ
ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ମୋଟ୍ ୧୯ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ…
ଜିମ୍ବାଓ୍ବେକୁ ୭୧ ରନ୍ରେ ପରାସ୍ତ କଲା ଭାରତ
ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ରେ ପାଞ୍ଚଟି ମ୍ୟାଚ…
ହିମାଚଳ ପ୍ରଦେଶ ନିର୍ବାଚନ: ଭାଜପାର ଘୋଷଣା ପତ୍ର ଜାରି
ଶିମ୍ଲା,୬।୧୧: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଭାଜପା ରବିବାର ଘୋଷଣା ପତ୍ର ପ୍ରକାଶ କରିଛି। ଭାଜପା ଏହି ଘୋଷଣା ପତ୍ରକୁ ‘ସଙ୍କଳ୍ପ ପତ୍ର- ୨୦୨୨’ ନାମରେ ନାମିତ କରିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଘୋଷଣା ପତ୍ର ପ୍ରକାଶ…
ଧାମନଗର ଉପନିର୍ବାଚନ: ୧୬ ରାଉଣ୍ଡରେ ବି ସୂର୍ଯ୍ୟବଂଶୀ ଆଗୁଆ
ଭଦ୍ରକ ଅଫିସ,୬ା୧୧: ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ୧୬ ରାଉଣ୍ଡରେ ବି ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗରେ ଅଛନ୍ତି। ଏହି ରାଉଣ୍ଡ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୭୦,୯୪୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ…
ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର
ମେଲବୋର୍ନ,୬।୧୧: ଭାରତୀୟ କ୍ରିକେଟର୍ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ୍ କ୍ୟାରିୟରରେ ୨୦୨୨ ବର୍ଷ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଟି-୨୦ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ସେ ରବିବାର ଜିମ୍ବାୱେ ବିପକ୍ଷରେ ଅପରାଜିତ ୬୧ ସ୍କୋର କରିଛନ୍ତି। ଏହା ହେଉଛି ଚଳିତବର୍ଷ ତାଙ୍କର ୯ମ…
‘ଜୀବନର ସବୁଠୁ ଭଲ ଖବର’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନଭେମ୍ବର ୬ ଅର୍ଥାତ୍ ରବିବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଆଲିଆ-ରଣବୀରଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଜି ସକାଳେ ଆଲିଆଙ୍କୁ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ…
ଦେଶର ସବୁ କିଛି ବିକ୍ରି କରି ଦେଇଛନ୍ତି ମୋଦି ସରକାର: ସଚିନ ପାଇଲଟ…
ନୂଆଦିଲ୍ଲୀ,୬।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ବ୍ୟାଙ୍କ, ବିମାନବନ୍ଦର ଏବଂ ବୀମା କମ୍ପାନୀ ସମେତ ଦେଶର ସବୁକିଛି…
ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ
ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ ଫିଟ ଖେଳାଳି ଭାବରେ ମଧ୍ୟ ଜଣାଶୁଣା। ସେ ଦୁନିଆର ସବୁଠାରୁ ଚମତ୍କାର ଫିଲ୍ଡରମାନଙ୍କ ମଧ୍ୟରୁ…
ବୁଲେଟ ପ୍ରୁଫ୍ କାରରେ ବୁଲିବେ ଚାଇନା ଶ୍ରମିକ…
ଇସଲାମାବାଦା,୬।୧୧ : ପାକିସ୍ତାନରେ ଚାଲିଥିବା ସିପିଇସି ପ୍ରକଳ୍ପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଚାଇନା ଶ୍ରମିକ ଏବଂ କର୍ମଚାରୀଙ୍କୁ ବୁଲେଟ ପ୍ରୁଫ କାର୍ ଯୋଗାଇ ଦେବାକୁ ପାକିସ୍ତାନ ସରକାର…
ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି
ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି। ବିମାନରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସୂଚନାନୁଯାୟୀ, ତାଞ୍ଜାନିଆର କାଗେରା…
ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍…
ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୨ ତମ ମ୍ୟାଚରେ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ଏହା ହେଉଛି ସୁପର -୧୨ ରାଉଣ୍ଡର ଶେଷ ମ୍ୟାଚ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ଚାରିଟି ମ୍ୟାଚରୁ ସେ ୬ପଏଣ୍ଟ ପାଇଛନ୍ତି।…
Archives


