Home

ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବ୍ରାସିଲିଆ,୧୨ା୧: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍‌ସନାରୋଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ରବିବାର ବିରୋଧ ପରେ ଗୁରୁବାର ଆଉ ଥରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ବ୍ରାଜିଲ ରାସ୍ତାରେ ନୂଆ ପ୍ରଦର୍ଶନ ଆରମ୍ଭ କରିଛନ୍ତି।…

ତଟରକ୍ଷୀ ବାହିନୀରେ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ…

କୋଲକାତା,୧୨।୧ : ଭାରତୀୟ ତଟରକ୍ଷୀ ବାହିନୀରେ ଗୁରୁବାର ନୂତନ ସ୍ବଦେଶୀ ପାଟ୍ରୋଲିଂ ଜାହାଜ କମଲା ଦେବୀ ସାମିଲ ହୋଇଛି। ଜିଆରଏସଇ ଶିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ (ଡିଜି) ବିରେନ୍ଦର ସିଂ ପଠାନିଆଙ୍କ ଉପସ୍ଥିତିରେ ଏହି ପାଟ୍ରୋଲିଂ ଜାହାଜକୁ ସାମିଲ…

କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍‌

ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ଏବେ ତାଙ୍କ ପଗଡି ପିନ୍ଧିବାକୁ ନେଇ ମଧ୍ୟ ଏକ ନୂଆ…

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆଇସିସି ସୁପର ଲିଗର ଏକ ଅଂଶ ଭାବରେ ସଂଯୁକ୍ତ ଆରବ…

ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…

ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା ପ୍ରଭାବ ଯୋଗୁ ଏହି ସାମୋସା କୋକସ କ୍ରମାଗତ ଭାବରେ ବିସ୍ତାର ହେଉଛି। ସାମୋସା କୋକସ…

ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍‌ ଜବତ, ୨ ଗିରଫ

ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍‌ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ କର୍ମଚାରୀ ସନ୍ଦେହଜନକ ଭାବେ ଅତିକ୍ରମ କରୁଥିବା ଓଆର୍‌ ୨୫ ଏମ୍‌ ୨୬୬୨ ନମ୍ବର ବିଶିଷ୍ଟ…

ବିଧାୟକ-ଜିଲାପାଳ ମୁହାଁମୁହିଁ

ବଲାଙ୍ଗୀର ଅଫିସ,୧୨ା୧: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି ।…

ଏଏପି ଏମ୍‌ପିଙ୍କୁ ୩ ମାସ ଜେଲ୍‌

ନୂଆଦିଲ୍ଲୀ,୧୨।୧: ୨୧ ବର୍ଷ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ସମାଜବାଦୀ ପାର୍ଟିର ବିଧାୟକ ଅନୁପ ସାଣ୍ଡାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ତିନି ମାସ ଜେଲ…

ବିଶ୍ୱ ଚ୍ୟାଲେଞ୍ଜ ପାଇଁ ଗ୍ଲୋବାଲ ସାଉଥ ଦାୟୀ ନ ଥିଲେ ବି ଅନୁଭୁତ ହୋଇଛି ସର୍ବାଧିକ ପ୍ରଭାବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧ : ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କୁ ଏହି ଶିଖର ସମ୍ମିଳନୀରେ ସ୍ବାଗତ କରୁଛି। ମୁଁ ଆପଣଙ୍କୁ…

ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ କଲା କୁକୁର, ଭିଡିଓ ଦେଖିଲେ…

ଦୀର୍ଘଦିନ ଧରି ଲୋକମାନେ ସେମାନଙ୍କର ଦକ୍ଷତା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର ଅନନ୍ୟ ପ୍ରତିଭା ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ମଣିଷ କ୍ଷେତ୍ରରେ ଏହା ସମ୍ଭବ…

ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଦେଶବାସୀଙ୍କୁ ସର୍ବଦା କରିବ ମାର୍ଗଦର୍ଶନ: ମୋଦି

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଚିନ୍ତାଧାରା ଏବଂ ଆଦର୍ଶ ଦେଶବାସୀଙ୍କୁ ସର୍ବଦା ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଜନ୍ମ ବାର୍ଷିକୀରେ ସ୍ବାମୀ…

ଜାପାନ ଉପରେ ଚାଇନା ଆକ୍ରମଣ କଲେ ସୈନ୍ୟ ପଠାଇବ ବ୍ରିଟେନ: ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି…

ଲଣ୍ଡନ/ଟୋକିଓ,୧୨।୧ : ବ୍ରିଟେନ ଏବଂ ଜାପାନର ନେତାମାନେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ଅନୁସାରେ ଉଭୟ ଦେଶ ପରସ୍ପରର ସୈନ୍ୟମାନଙ୍କୁ ନିଜ ଦେଶରେ ରଖିବାକୁ ଅନୁମତି ଦେବେ। ତାଇୱାନ ଉପରେ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?