Home

ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇମ୍ରାନଙ୍କୁ ପୋଷ୍ଟମର୍ଟମ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ଶେହବାଜ…

ମୋ ଅନୁପସ୍ଥିତିରେ ପ୍ରଦର୍ଶନ ନକରି ଶାହସ ଥିଲେ ମୋ ସମ୍ମୁଖକୁ ଆସ: ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୭।୧୧ : କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ, ବାମପନ୍ଥୀ ଦଳ ଏବଂ ଡିଏମକେ ନେତାଙ୍କ ସହଯୋଗୀମାନଙ୍କ ସହିତ ନଭେମ୍ବର ୧୫ ରେ ରାଜ ଭବନ ସମ୍ମୁଖରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଏହି ପ୍ରତିବାଦରେ ଏମ୍‌ପି ତିରୁଚି ଶିବା…

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ମେଲବୋର୍ନ,୭।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ପହଞ୍ଚିଛି। ଏବେ ନକଆଉଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଯଦିଓ ଟିମ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଏହି ଟୁର୍ନାମେଣ୍ଟକୁ ଚିନ୍ତାର ବିଷୟ ପାଲଟିଛି।…

କୋଟିପତି ଧନୀକଙ୍କ ଯୋଗୁ ବଢୁଛି ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନ: ଅକ୍ସଫାମ ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧୧ : ଦୁନିଆରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ବିଷୟରେ ବିଭିନ୍ନ ପ୍ରକାରର ରିପୋର୍ଟ ବାହାରକୁ ଆସୁଛି, କିନ୍ତୁ ଏଥର ପ୍ରକାଶ ପାଇଥିବା ରିପୋର୍ଟ ସମସ୍ତଙ୍କୁ ବେଶ୍‌ ଚକିତ କରିଛି। ବାସ୍ତବରେ, ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ୧୨୫ କୋଟିପତି…

ପାକିସ୍ତାନୀ ପୋଲିସ ଅଫିସରଙ୍କ ସଞ୍ଚୟଖାତାକୁ ଆସିଲା ୧୦ କୋଟି, ଯାଞ୍ଚ୍‌ ଆରମ୍ଭ…

ଇସଲାମାବାଦା,୭।୧୧ : ପାକିସ୍ତାନର କରାଚିରେ ଜଣେ ପୋଲିସ କର୍ମଚାରୀ ରାତାରାତି କୋଟିପତି ହୋଇଯାଇଛନ୍ତି। ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ କୋଟି ଟଙ୍କା ଜମା କରିଥିଲେ। ବେତନ ପରିମାଣ ସହିତ ଏହି ଅଧିକାରୀଙ୍କ ଆକାଉଣ୍ଟରେ ଅତିରିକ୍ତ ୧୦ କୋଟି…

ହଜାରେ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨…

ନୂଆଦିଲ୍ଲୀ, ୭।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର ଆହତ

ବାଲେଶ୍ୱର ଅଫିସ,୭।୧୧: ବାଲେଶ୍ୱର ଜିଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ମହିଳା ଆହତ ହୋଇଛନ୍ତି। ବାଲେଶ୍ୱର ଜିଲା ସୋର ସିମୁଳିଆ…

ବୁର୍ଜ ଖଲିଫା ନିକଟରେ ଥିବା ୩୫ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ…

ଦୁବାଇ,୭।୧୧ : ଦୁବାଇର ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ନିକଟରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନାନୁସାରେ, ସୋମବାର ସକାଳେ ୩୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି…

ଆଜି ରାଜ୍ୟରେ ମାତ୍ର ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଚିହ୍ନଟ ହୋଇଥିବାବେଳେ…

କାର୍ଯ୍ୟକାଳର ଶେଷଦିନରେ ୬ ରାୟ ଦେବେ ୟୁୟୁ ଲଳିତ…

ନୂଆଦିଲ୍ଲୀ,୭।୧୧ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ପ୍ରକାଶ ଥାଉକି, ନଭେମ୍ବର ୮ ଗୁରୁ ନାନକ ଜୟନ୍ତୀ ହୋଇ୍‌ଥିବରୁ କୋର୍ଟ ଛୁଟି ରହିବ। ତେଣୁ ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ଲଲିତଙ୍କ ଶେଷ କାର୍ଯ୍ୟ…

ମହାକାଶରେ ରହସ୍ୟମୟ ବସ୍ତୁ ଛାଡ଼ିଲା ଚାଇନା…

ବେଜିଂ,୭।୧୧ : ଆମେରିକାର ସ୍ପେସ ଫୋର୍ସ ଦାବି କରିଛି ଯେ ଚାଇନାର ମହାକାଶଯାନ ପୃଥିବୀର କକ୍ଷପଥରେ ଏକ ରହସ୍ୟମୟ ବସ୍ତୁ ଛାଡିଛି। ତେବେ ଛଡ଼ାଯାଇଥିବା ବସ୍ତୁଟି କ’ଣ ତାହା ଜାଣିହୋଇ ନାହିଁ। ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଚାଇନାର ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେଶନ…

ଖୋର୍ଦ୍ଧା ଚାମ୍ପିୟନ, କିଟ୍‌-କିସ୍‌କୁ ବ୍ରୋଞ୍ଜ

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ହକି ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଏଓ) ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି କିଟ୍‌-କିସ୍‌ ଦଳ। ଏଚ୍‌ଏଓ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ୨ ନଭେମ୍ବରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri