ଜମ୍ମୁ-କଶ୍ମୀରରେ ଆଫଗାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଛି ଆଇଏସଆଇ…
ଶ୍ରୀନଗର,୨।୧୦ : ଆଫଗାନ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇବା ଉଦ୍ୟମ ହେଉଛି। ଏଭଳି ଷଡ଼ଯନ୍ତ୍ର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ରଚିଛି। ସୁରକ୍ଷା ବାହିନୀର ଆଭ୍ୟନ୍ତରୀଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆଇଏସଆଇ କ୍ରମାଗତ ଭାବରେ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ…
୬ କୋଟିରେ ସଜା ହୋଇଛି ମନ୍ଦିର ପ୍ରାଙ୍ଗଣ
ଅମରାବତି: ବିଭିନ୍ନ ଅଞ୍ଚଳରେ ନବରାତ୍ରି ବେଶ୍ ଧୁମଧାମରେ ପାଳନ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ଥିବା ୧୩୫ ବର୍ଷ ପୁରୁଣା ବାସାଭି କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ୬ କୋଟି ଟଙ୍କାରେ ସଜାଯାଇଛି। ଠାକୁରାଣୀଙ୍କୁ ସୁନା ଅଳଙ୍କାରରେ ସଜା ଯାଇଥିବାବେଳେ ମନ୍ଦିର ପ୍ରାଙ୍ଗଣକୁ ୧୦…
ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …
ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…
ଆଜି ଷ୍ଟାର୍ କିରଣରେ ‘ଆମ ଘର ଦଶହରା’
ଭୁବନେଶ୍ୱର,୨।୧୦: ରାଜ୍ୟର ପ୍ରମୁଖ ନୂତନ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଷ୍ଟାର୍ କିରଣ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ଘର ଦଶହରା’ ର ଆୟୋଜନ କରାଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅରବିବାର ସା ୬ ଘଟିକାରେ ଷ୍ଟାର୍ କିରଣରେ ପ୍ରସାରଣ ହେବ ବୋଲି…
୨୬% ବୃଦ୍ଧି ପାଇଛି ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୧୦: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି) ଆଦାୟ (୧.୪୭ ଲକ୍ଷ କୋଟି ଟଙ୍କା) ଏକ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ଜିଏସ୍ଟି ଆଦାୟରେ ୨୬% ବୃଦ୍ଧି ପାଇ ମୋଟ ୧,୪୭,୬୮୬…
ଆଜି ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ଗୁଆହାଟୀ,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଭାରତ ଏହି ମ୍ୟାଚକୁ ଜିତିବା ସହିତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଘରୋଇ ସିରିଜ ଜିତିବାକୁ ପ୍ରୟାସ…
ଜନ ସୁରାଜ ପଦଯାତ୍ରା ଆରମ୍ଭ କଲେ ପିକେ…
ପାଟନା,୨।୧୦ : ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋର(ପିକେ) ରବିବାରଠାରୁ ତାଙ୍କର ୩୫୦୦ କିଲୋମିଟର ଜନ ସୁରାଜ ପଦଯାତ୍ରା ଆରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଭିତିହାୱାସ୍ଥିତ ଗାନ୍ଧୀ ଆଶ୍ରମରୁ ଠାରୁ ପଦଯାତ୍ରା…
ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…
ନୂଆଦିଲ୍ଲୀ, ୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୮ ହଜାର ତଳେ ରହିଛି। ଗତ ୨୪…
ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା
ନୂଆଦିଲ୍ଲୀ, ୨ା୧୦: ଇରାନରୁ ପେଟ୍ରୋକେମିକାଲ ଏବଂ ପ୍ରେଟ୍ରୋଲିୟମ ଉତ୍ପାଦ କିଣୁଥିବା ଭାରତର ଏକ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଇରାନୀୟ ଉତ୍ପାଦ କିଣି ତାହାକୁ ଦକ୍ଷିଣ ଓ ପୂର୍ବ ଏସିଆ ପଠାଉଥିବା ୮ କମ୍ପାନୀର ଅନ୍ତର୍ଜାତୀୟ ନେଟଓ୍ବର୍କ ଉପରେ ଆମେରିକାର…
ରାସ୍ତାରେ ବୋଟ୍, ସମୁଦ୍ରରେ କାର୍
ଫର୍ଟ ମ୍ୟେର୍ସ ବିଚ୍/ଚାର୍ଲେଷ୍ଟନ୍,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ ଲାଗିଥିବାବେଳେ କାର୍ଗୁଡ଼ିକ ସମୁଦ୍ରରେ ଭାସୁଥିବା ଦେଖାଯାଇଛି। ସମୁଦ୍ର ଜୁଆର ମାଡ଼ିଆସି ବହୁ ଅଞ୍ଚଳ ଜଳାର୍ଣ୍ଣବ…
ୟୁଏନ୍ଏସ୍ସିରେ ରୁଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ
ନୂଆଦିଲ୍ଲୀ,୨।୧୦: ଗଣଭୋଟ ଜରିଆରେ ୟୁକ୍ରେନ୍ର ୧୫ ପ୍ରତିଶତ ଅଞ୍ଚଳ ରୁଷିଆ ନିଜ ଭୂଖଣ୍ଡରେ ମିଶାଇବା ନିଷ୍ପତ୍ତିକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବରୁ ଭାରତ ଦୂରେଇ ରହିଛି। ପରିବର୍ତ୍ତିତ ସ୍ଥିତି ପାଇଁ ଭାରତ ପ୍ରସ୍ତାବରୁ ବିରତ…
ଲିମ୍ୟାନ୍ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍ ଗାଁ
କିଭ୍/ମସ୍କୋ/ଓ୍ବାଶିଂଟନ୍, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍ର ଡୋନେସ୍କ, ଲୁହାନ୍ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ…
Archives


