‘କୌଣସି ବିଦେଶୀ ଲିଗ୍ରେ ନ ଖେଳିବା ଭାରତ ବିଫଳତାର ପ୍ରମୁଖ କାରଣ’
ନୂଆଦିଲ୍ଲୀ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୨ରେ ସେମିଫାଇନାଲରୁ ବିଦା ହୋଇ ସମାଲୋଚିତ ହେଉଛି ଟିମ୍ ଇଣ୍ଡିଆ। ବିଦେଶୀ ଟି୨୦ ଲିଗ୍ରେ ନ ଖେଳିବାର ପରିଣାମ ଭାରତ ଭୋଗିଛି ବୋଲି କୁହାଯାଉଛି। ଅନ୍ୟ ଦେଶର ଖେଳାଳିମାନେ ବିଗ୍ ବ୍ୟାସ୍ ଲିଗ୍ ପରି ବିଦେଶୀ…
ତୃଣମୂଳ କଂଗ୍ରେସକୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର: ମମତା
କୋଲକାତା,୧୪।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇ ତୃଣମୂଳ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। କିଛି ଲୋକ ବେଙ୍ଗଲରେ ବସି ଖାଉଛନ୍ତି…
ଇମ୍ରାନଙ୍କ ୟୁ-ଟର୍ନ:ପୁଣି ପ୍ରଧାନମନ୍ତ୍ରୀ ହେଲେ ଆମେରିକା ସହ ସମ୍ପର୍କ ସୁଧାରିବି
ଇସଲାମାବାଦ,୧୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ସହ ସମ୍ପର୍କ ସୁଧାରିବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଯଦି ପୁଣି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଆମେରିକା ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହିଁବେ। ପାକିସ୍ତାନର ପ୍ରଧାନମନ୍ତ୍ରୀ…
ଜାପାନରେ ଭୂକମ୍ପ ଝଟ୍କା
ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି ଦୂରରେ ବୋଲି ଜଣାପଡିଛି। ସୋମବାର ଦିନ ୧.୩୮ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।…
ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୪।୧୧: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲି ଅଭିମୁଖେ ଯାତ୍ରା କରିଛନ୍ତି। ୧୪ ରୁ ୧୬ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ ବାଲି ଗସ୍ତ କରିବେ। ଏଠାରେ ସେ ୧୫-୧୬ ନଭେମ୍ବରରେ ଜି-୨୦ ଶିଖର ସମ୍ମିଳନୀରେ…
ନାମାଙ୍କନ ପତ୍ର ଦାଖଲ କଲେ ଡିମ୍ପଲ
ଲକ୍ଷ୍ନୌ,୧୪।୧୧: ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ସୋମବାର ଉତ୍ତରପ୍ରଦେଶରେ ମୈନପୁରୀ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଡିମ୍ପଲ ଯାଦବଙ୍କ ସହ ସ୍ବାମୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଅଖିଳେଶ…
ଅବିବାହିତା ଝିଅଙ୍କୁ ଉଚ୍ଚଶିକ୍ଷା ଦେବା ପିତାଙ୍କ ଦାୟିତ୍ୱ…
ନୂଆଦିଲ୍ଲୀ,୧୪।୧୧ : ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତାଙ୍କ…
ଯୁବକଙ୍କୁ ଗୁଳିମାଡ଼
ଢେଙ୍କାନାଳ ଅଫିସ,୧୪ା୧୧: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାକଡ଼ରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ରବି କୁମାର ଗୁରୁତର ହୋଇଛନ୍ତି। ପରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ରବି କୁମାର ଟାଟାଷ୍ଟିଲ…
ପୁଷ୍ଟିକର ଖାଦ୍ୟ, ପ୍ରାକ୍ ଶିକ୍ଷାରୁ ବଞ୍ଚତ୍ତ ଶିଶୁ
ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ…
୨୦୨୪ରେ କେନ୍ଦ୍ରରେ କ୍ଷମତାକୁ ଆସିବେ ଅଣ-ଭାଜପା ସରକାର: ବିଏସପି ଏମ୍ପି…
ନୂଆଦିଲ୍ଲୀ,୧୪।୧୧ : ଆମରୋହାର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍ପି ଦାନିଶ ଅଲି ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଅଣ-ଭାଜପା ନେତୃତ୍ୱାଧିନ ସରକାର ଗଠନ ହେବାର ବହୁତ ସମ୍ଭାବନା ରହିଛି। ଭାରତ ଇସଲାମିକ…
୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ
ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ…
ମଧୁମେହ: କିଛି କଥା
ଡାଇବେଟିସ୍ ଅର୍ଥାତ୍ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା ଅଂଶ ଥିବା ଏହି ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କଠାରେ ଜଣାପଡିଥିଲା। ୧୮୫୦ରେ ଏହା ଦୁଇ ପ୍ରକାର ଅର୍ଥାତ୍…
Archives


