Home

ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍‌ର ମାର-ଏ-ଲାଗୋ ଇଷ୍ଟେଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ସେ ଏନେଇ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣାର କିଛି…

ଏଣିକି ବିମାନ ଯାତ୍ରାବେଳେ ଆବଶ୍ୟକ ପଡିବନି ମାସ୍କ

ନୂଆଦିଲ୍ଲୀ,୧୬।୧୧: ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯାତ୍ରୀମାନେ ଏହାକୁ ପ୍ରାଥମିକତା ଭାବରେ ବ୍ୟବହାର କରିବା ଉଚିତ୍‌। ବୁଧବାର ସରକାର ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଙ୍କଟ ବେଳେ ବିମାନ ଯାତ୍ରା ସମୟରେ ମାସ୍କଗୁଡିକ…

‘ତୁମେମାନେ ମୋ ସହ ଅଛ, ମୁଁ ଜଣ ଜଣଙ୍କୁ ଦେଖିନେବି’

ରାଞ୍ଚି,୧୬।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଏକ କାର୍ଯ୍ୟକ୍ରମରେ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଝାଡଖଣ୍ଡ ଲୋକମାନଙ୍କୁ ସମ୍ବୋଧିତ କରି ସୋରେନ କହିଛନ୍ତି, ସେମାନେ ଆମକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ଜାଣେ ଯଦି ମୁଁ ୫ ବର୍ଷ ରହିବି,…

ଏଣିକି ଦୂର ହେବ ସରପଞ୍ଚଙ୍କ ଅସୁବିଧା

କୋରୁକୋଣ୍ଡା,୧୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କ ସହମତି ପ୍ରକ୍ରିୟାରେ ବୁଧବାର କାମବାଡ଼ା ସରପଞ୍ଚ ରମାକାନ୍ତ ମାଡକାମିଙ୍କୁ ସରପଞ୍ଚମାନଙ୍କ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ତୁମୁସାପଲ୍ଲୀ ସରପଞ୍ଚ ଦେବା…

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର କେରଳ ହାଇକୋର୍ଟ ସନ୍ନି ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ରୋକୋ…

ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ: ମୋଦି

ବାଲି,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ବୁଧବାର ଜି-୨୦ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା…

ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର: ଉପରକୁ ଉଠିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୧୬।୧୧:ଭାରତର ନୂତନ ତାରକା ସୂର୍ଯ୍ୟକୁମାର ଯାଦବ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ତାଙ୍କର ୮୫୯ ରେଟିଂ ପଏଣ୍ଟ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ଥିବା ମହମ୍ମଦ ରିଜୱାନଙ୍କ ଠାରୁ ସେ ୨୩ ପଏଣ୍ଟ ଆଗରେ ଅଛନ୍ତି। ରିଜୱାନରେ ୮୩୬ ରେଟିଂ…

ସିଦ୍ଧରମୈୟା-ଭାଜପା ଏମ୍‌ପି ମୁହାଁମୁହିଁ, ଧାର୍ମିକ ନିର୍ମାଣ ଭାଙ୍ଗିବାକୁ କହିବା ନେଇ ବିବାଦ…

ବେଙ୍ଗାଲୁରୁ,୧୬।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼…

ଦୃଷ୍ଟି ଆକର୍ଷଣ କଲା ବିରାଟ କୋହଲିଙ୍କ ଟି-ଶର୍ଟ

ମୁମ୍ବାଇ,୧୬।୧୧: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା। ପ୍ରଶଂସକମାନେ ବିରୁଷ୍କାଙ୍କୁ ଏକାଠି ଦେଖିବାକୁ ସର୍ବଦା ଆଗ୍ରହୀ ଥାନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ କିନ୍ତୁ ଝିଅ ଭାମିକା…

ପ୍ରକୃତିର ଗନ୍ତାଘର ‘ବାଲି ’

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ମଙ୍ଗଳବାର ବାଲିରେ ପହଞ୍ଚିବା ପରେ ବେଶ୍‌ ଆଡ଼ମ୍ବର ସହକାରେ ସେଠାକାର ଲୋକେ ମୋଦିଙ୍କୁ ସ୍ବାଗତ କରିଥିଲେ। ବାଲିରେ ମୋଦି ୪୫ ଘଣ୍ଟା ରହିବେ। ମୁସଲମାନ ବହୁଳ ରାଷ୍ଟ୍ର ଇଣ୍ଡୋନେସାର ‘ବାଲି’ ବିଷୟରେ…

ସାରାଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବେ ତାଙ୍କ ରିଲେଶନସିପ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାରା କ୍ରିକେଟର ଶୁଭମନ୍‌ ଗିଲ୍‌ଙ୍କ ସହ ସମ୍ପର୍କକୁ ନେଇ ଅଗଷ୍ଟରୁ ଚର୍ଚ୍ଚା ହେଉଥିଲା। ତାଙ୍କୁ ଅନେକ ସମୟରେ ଶୁଭମନ୍‌ଙ୍କ ସହ ଏକାଠି ଦେଖିବାକୁ…

ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବା ଆବଶ୍ୟକ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧ : ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ଏନେଇ ବମ୍ବେ ହାଇକୋର୍ଟଙ୍କର ନାଗପୁର ବେଞ୍ଚ୍‌ ପକ୍ଷରୁ ବୁଲା କୁକୁରଙ୍କୁ ଖାଇବାକୁ ନେଇ ଜାରି ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri