୧,୨୦୦ କୋଟିର ହେରୋଇନ ଜବତ
କୋଚି,୮ା୧୦: ଇରାନର ଏକ ବୋଟ୍ରେ ଆସୁଥିବା ୨୦୦ କିଲୋଗ୍ରାମ ହେରୋଇନ୍ ଜବତ ହୋଇଛି। ଏହି ହେରୋଇନ୍ର ମୂଲ୍ୟ ୧,୨୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଉକ୍ତ ହେରୋଇନ୍ ଆଫଗାନିସ୍ତାନରୁ ପ୍ରଥମେ ପାକିସ୍ତାନ ଆସି ସେଠାରୁ ଇରାନୀୟ ବୋଟ୍ରେ ଭାରତ ଅଣାଯାଉଥିଲା।…
ସିଜେଆଇଙ୍କୁ ଉତ୍ତରାଧିକାରୀ ବାଛିବାକୁ କହିଲା କେନ୍ଦ୍ର
ନୂଆଦିଲ୍ଲୀ, ୮ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି। ସିଜେଆଇ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସ୍ପଷ୍ଟ କରିବା ପରେ ନୂଆ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍ର ବୈଠକ…
୩ ବର୍ଷ ପରେ ମରିୟମ୍, ନଓ୍ବାଜ୍ ଭେଟ
ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍ ନଓ୍ବାଜ୍ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ ୩ ବର୍ଷ ପରେ ମରିୟମ୍ଙ୍କୁ ପାସ୍ପୋର୍ଟ ଫେରାଇବା ପରେ ପିଏମ୍ଏଲ୍-ଏନ୍ ଉପାଧ୍ୟକ୍ଷା ଗୁରୁବାର ଲଣ୍ଡନରେ…
‘ହିନ୍ଦୁ ନ ଥିଲେ ଚୋଳବଂଶୀ’
ଚେନ୍ନାଇ,୮ା୧୦: ଚୋଳବଂଶୀ ରାଜାମାନେ ହିନ୍ଦୁ ନ ଥିଲେ କି ସେମାନଙ୍କ ଶାସନ କାଳରେ ହିନ୍ଦୁ ନାମରେ କୌଣସି ଧର୍ମ ନ ଥିଲା ବୋଲି ଅଭିନେତା କମଲ ହାସନ କହିଛନ୍ତି, ଯାହାକୁ ନେଇ ବିବାଦ ଉଠିଛି। କମଲ ହାସନଙ୍କ ମତରେ ଭଇନାଭମ୍, ଶୈବମ୍…
ମଇଁଷିଙ୍କୁ ଧକ୍କାଦେବାର ଦିନକ ପରେ ଗାଈକୁ ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ନୂଆଦିଲ୍ଲୀ,୮ା୧୦: ମଇଁଷି ପଲଙ୍କୁ ଧକ୍କା ଦେବାର ଦିନକ ପରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁକ୍ରବାର ଗୁଜରାଟର ଆନନ୍ଦ ଷ୍ଟେଶନ ନିକଟରେ ଏକ ଗାଈକୁ ଧକ୍କା ଦେଇଛି। ଫଳରେ ଟ୍ରେନ୍ ସମ୍ମୁଖ ବମ୍ପର ଚାପିହୋଇ ଯାଇଛି। ଏହି ଦୁର୍ଘଟଣା ଯୋଗୁ ଏକ୍ସପ୍ରେସ୍…
ପିଓକେରେ ଆମେରିକା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା ଘଟଣାରେ ଭାରତ ଶୁକ୍ରବାର ପ୍ରତିବାଦ ଜଣାଇଛି। ଆମେରିକା ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ଓ ବୈଠକ…
୭.୧ କୋଟିଙ୍କୁ ଦରିଦ୍ର କରିଛି କୋଭିଡ୍
ନୂଆଦିଲ୍ଲୀ,୮ା୧୦: ଭାରତ ସମେତ ସାରା ବିଶ୍ୱରେ ଦାରିଦ୍ର୍ୟ ହ୍ରାସର ଧାରାକୁ କୋଭିଡ୍-୧୯ ମହାମାରୀ ବଦଳାଇଦେଇଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ ସଂଖ୍ୟା ୨.୩ରୁ ୫.୬ କୋଟି ମଧ୍ୟରେ ବୃଦ୍ଧି ପାଇଥିବା ବିଶ୍ୱବ୍ୟାଙ୍କର ନୂଆ ରିପୋର୍ଟରୁ ଜଣାପଡ଼ିଛି। ୧୯୯୮ରୁ ବିଶ୍ୱସ୍ତରରେ ଦାରିଦ୍ର୍ୟ ହ୍ରାସ ପାଇବା…
ଉତ୍ତରକାଶୀ ହିମସ୍ଖଳନ ମୃତ୍ୟୁସଂଖ୍ୟା ୨୬
ଡେରାଡୁନ୍,୮ା୧୦: ଉତ୍ତରକାଶୀ ହିମସ୍ଖଳନ ଘଟଣାରେ ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ମିଳିବା ପରେ ମୋଟ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ବୁଧବାର ୪ ଏବଂ ଗୁରୁବାର ୧୫ ଜଣଙ୍କ ମୃତଦେହ ମିଳିଥିଲା। ଆଉ ୩ ଜଣ ପର୍ବତାରୋହୀ ନିଖୋଜ ଥିବା…
ଦିଲ୍ଲୀ, ପଞ୍ଜାବର ୩୫ ସ୍ଥାନରେ ଇଡି ଚଢ଼ାଉ
ନୂଆଦିଲ୍ଲୀ,୮ା୧୦: ଦିଲ୍ଲୀ ଅବକାରୀ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ ଏବଂ ହରିୟାଣାର ୩୫ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ପ୍ରମାଣ ଖୋଜି ବାହାର କରିବା ଲାଗି ୩୦୦ରୁ ଅଧିକ ସିବିଆଇ…
କାର୍ବନ ଡେଟିଂ ଉପରେ ରାୟ ୧୧କୁ ଘୁଞ୍ଚିଲା
ବାରାଣସୀ,୮ା୧୦: ଉତ୍ତରପ୍ରଦେଶର ଜ୍ଞାନବାପି ମସ୍ଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ ବାରାଣସୀ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୧ରେ ଅଦାଲତ ରାୟ ଘୋଷଣା କରିବେ। ତଳକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଆରମ୍ଭରେ ଜ୍ଞାନବାପି ପରିସରର…
ପୁଟିନ୍ଙ୍କୁ ଜନ୍ମଦିନ ଝଟକା
ଓସ୍ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍ମ୍ୟାନ୍ ପୁଟିନ୍ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ…
ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ, ଚଣ୍ଡିଗଡ଼ରେ ଦେଖାଯିବ ବାୟୁବୀରଙ୍କ ଶକ୍ତି
ଚଣ୍ଡିଗଡ଼,୮ ।୧୦: ଭାରତୀୟ ବାୟୁସେନା ଶନିବାର ତା’ର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ଲାଗି କୌଣସି ଏୟାର ବେସ ବାହାରେ ଚଣ୍ଡିଗଡ଼ର ସୁପ୍ରସିଦ୍ଧ ସୁଖନା ଲେକର ଆକାଶରେ ବାୟୁସେନାର ଶକ୍ତି ଦେଖିବାକୁ…
Archives


