Home

ଜୀବନର ପ୍ରତିଟି ଅନୁଭୂତି ଗୋଟେ ଗୋଟେ ଗୀତ

ପିଲାଟିଦିନରୁ ତାଙ୍କର ମନରେ ଗୀତ ପ୍ରତି ଥିଲା ପ୍ରବଳ ଦୁର୍ବଳତା। ସ୍କୁଲ ବୟସରୁ ସେ ଗୀତ ଗାଇ ଆସୁଥିଲେ। ସମୟକ୍ରମେ ଗୀତ ଲେଖିବା ସହ ସଙ୍ଗୀତ ନିର୍ଦ୍ଦେଶନା ବି ଦେଲେ । ଏମିତିରେ ଅନେକ ଭଜନ, ଆଲବମ ଓ ସିନେମା ଗୀତ…

କେରଳରେ ବାର୍ଡ ଫ୍ଲୁ: ୬ ହଜାରରୁ ଅଧିକ ପକ୍ଷୀ ମୃତ…

ଥିରୁଭାନନ୍ତପୁରମ୍‌,୨୫।୧୨ : ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬ ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର, ନନ୍ଦୁର…

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଜୀବନ ଗଲା

ନିଶ୍ଚିନ୍ତକୋଇଲି,୨୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ପଞ୍ଚାୟତ ମଧୁବନ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଚାନ୍ଦିନୀ (୮) ଓ ନଳିନୀ (୬) ରବିବାର ସକାଳେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର…

ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ ଭାରତରେ ୯୨୯, ଓଡ଼ିଶାରେ ୮୯୪ ଏବଂ ଯାଜପୁର ଜିଲାରେ ୮୯୮ ଝିଅ ଜନ୍ମ ହୋଇଛନ୍ତି।…

ସକ୍ରିୟ ମାମଲା କମୁଛି,ଦୈନିକ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଦେଶରେ ଗତ ଦୁଇଦିନ ଧରି ଲଗାତାର ସକ୍ରିୟ ମାମଲା କମୁଥିବାବେଳେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଗତ…

ସଚିବଙ୍କ ହସ୍ତକ୍ଷେପ ପରେ ଧାନ ପରୀକ୍ଷଣ କଲା ଆର୍‌ଏମ୍‌ସି

ଲୋଇସିଂହା,୨୫ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ କମ୍‌ ବାହାରି ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। ସେହିପରି କୁଟାକାଟି,ବାଲିମାଟି,ମିଶ୍ରିତ ଧାନ ଓ ରୋକପୋକ…

୨୦୨୨ରେ ଦେଶ ଗତିଶୀଳ ହୋଇ ରଚିଲା ଇତିହାସ: ବର୍ଷର ଶେଷ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି। ଭାରତର ଅଗ୍ରଗତି ହେବା ସହିତ…

ଭାଜପା ବିଧାୟକଙ୍କ ସମେତ ୧୦ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ…

ଭୋପାଳ,୨୫।୧୨ : ମଧ୍ୟପ୍ରଦେଶର ଖଣ୍ଡୱା ଚର୍ଚ୍ଚିତ ମୁହଁରେ କଳା ବୋଳିବା ମାମଲାରେ ସ୍ବତନ୍ତ୍ର କୋର୍ଟ ଭାଜପା ବିଧାୟକ ରାମ ଡାଙ୍ଗୋରଙ୍କ ସମେତ ୧୦ ଜଣ ନେତାଙ୍କୁ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅପରାଧୀମାନେ ଛାତ୍ର ସଂଗଠନ ଏବିଭିପିରେ ଥିବାବେଳେ ୧୧…

ମନରେ ଧନୀ

ଧନ ସମସ୍ତଙ୍କ ପାଖେ ନ ଥାଏ କିନ୍ତୁ ମନ ଥିଲେ ଧନର ଅଭାବ ହୁଏନି ବୋଲି ଓଡ଼ିଆରେ ଗୋଟେ କଥା ଅଛି; ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଏମିତି କେତେଜଣ ମଣିଷ। ଯାହାଙ୍କ ପାଖେ ପ୍ରଚୁର ଧନ ନାହିଁ ସତ କିନ୍ତୁ…

ଉପକାରୀ ମଟର ଛୁଇଁ

ଆମ ଶରୀର ପାଇଁ ମଟର ଛୁଇଁର ମଧ୍ୟ ଅନେକ ଉପକାର ରହିଛି। କାରଣ ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି…

ପ୍ରଧାନମନ୍ତ୍ରୀ ଶେହବାଜଙ୍କ ପଳାତକ ପୁତ୍ରଙ୍କୁ ଜାମିନ…

ଇସଲାମାବାଦ,୨୫।୧୨ : ଲାହୋର କୋର୍ଟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହାବାଜ ସରିଫଙ୍କ ପୁଅ ସୁଲେମାନ ଶେହାବାଜଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ସୁଲେମାନଙ୍କୁ ଅପରାଧୀ ଘୋଷିତ କରାଯାଇଥିଲା। ତଦନ୍ତରେ ସହଯୋଗର ସର୍ତ୍ତରେ କୋର୍ଟ ସୁଲେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ…

ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ,୨୫।୧୨ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ତାଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଭାଜପାର ମୂଳଦୁଆ ପକାଇଥିବା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri