Home

କର୍ନାଟକ ଭାଜପାରେ ଫାଟ!

ବେଙ୍ଗାଲୁରୁ,୨୫।୧୨: କର୍ନାଟକ ଭାଜପାରେ ଫାଟ ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜି. ଜନାର୍ଦ୍ଦନ ରେଡ୍ଡୀ ଦଳଠାରୁ ଅଲଗା ହୋଇଯାଇଛନ୍ତି। ରବିବାର ସେ ନିଜର ନୂଆ ପାର୍ଟି ଗଠନ କରିବାକୁ ଘୋଷଣା କରିଛନ୍ତି। ନୂଆ ପାର୍ଟିର ନାମ କଲ୍ୟାଣ…

ତୁନିଶାଙ୍କ ଟାଟୁକୁ ନେଇ ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି। ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ସେ କାହିଁକି ନେଲେ ତାକୁ ନେଇ ତର୍ଜମା ଚାଲିଛି। ଏହା ଭିତରେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ ଶିଜାନ ଖାନ୍‌ଙ୍କୁ ପୋଲିସ ଗିରଫ…

ସୋମବାର ଶପଥ ନେବେ ପ୍ରଚଣ୍ଡ

କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ କରି ଏହି…

ପ୍ରଚଣ୍ଡ ହେବେ ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୫।୧୨: ନେପାଳରେ ଏକ ନୂତନ ସରକାର ଗଠନ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇନାହାଁନ୍ତି। ରାଷ୍ଟ୍ରପତିଙ୍କ ଆହ୍ବାନ କ୍ରମେ ବହୁ ବଡ ରାଜନୈତିକ ଦଳ ମିଳିତ ଗଠବନ୍ଧନ ବିଷୟରେ ଆଲୋଚନା କରିଛନ୍ତି।…

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ପାଇଁ ଏମିରେଟ୍ସ ଏୟାରଓ୍ବେଜ ମଧ୍ୟ ପଛରେ ପଡ଼ିନାହିଁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହାର ଉଡ଼ାଣ।…

ଗାଡ଼ି ଶୋ’ ରୁମ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜଧାନୀରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫାୟାର ଷ୍ଟେଶନ ପାଖରେ ଥିବା ପିଜିଏଲ ହୋଣ୍ଡା ଶୋ’ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶଟ୍‌ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ…

‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍‌

ସମଗ୍ର ଦେଶ ୨୫ ଡିସେମ୍ବର ଅର୍ଥାତ୍‌ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ତାଙ୍କ ବାୟୋପିକ୍‌ ‘ମେଁ ଅଟଳ ହୁଁ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପଙ୍କଜ ତ୍ରିପାଠୀ ଅଟଳ…

ବାଇକ୍‌ରୁ ଖସି ଆର୍‌ଆଇଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୫ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦିଘିଆବେଡ଼ା ଗ୍ରାମାଞ୍ଚଳ ନିକଟସ୍ଥ ରବିବାର ବଡ଼ଦିନ ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଦିଘିଆବେଡ଼ା ଗ୍ରାମ ପାର୍ଶ୍ୱ ରାସ୍ତାରେ ବୁଲାକୁକୁରଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବାଇକ୍‌ରୁ ଖସିପଡ଼ି ଜଣଙ୍କର ଜୀବନ…

ଝିଅ ଆରାଧ୍ୟାଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ଐଶ୍ୱର୍ଯ୍ୟା, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି କିଛି…

ମୁମ୍ବାଇ: ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସେତେବେଳେ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ଭିନ୍ନ ରଙ୍ଗରେ ରଙ୍ଗିତ ହେବା ପରି ମନେହୁଏ। ସେଲିବ୍ରିଟିମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଆଜି ଅର୍ଥାତ୍‌ ରବିବାର ବିଶ୍ୱସୁନ୍ଦରୀ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍‌ରେ ପହଞ୍ଚିବା ଭାରତ ପାଇଁ ନୁହେଁ ସହଜ: ଜାଣନ୍ତୁ କ’ଣ ରହିଛି ସମୀକରଣ

ଢାକା,୨୫।୧୨: ଭାରତ ବାଂଲାଦେଶକୁ ତିନି ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଆହୁରି ଦୃଢ କରିଛି। ଭାରତ ଦ୍ୱିତୀୟ…

୧୫ ଦିନ ପର୍ଯ୍ୟନ୍ତ କାହାକୁ ଭେଟି ପାରିବେନି ସତ୍ୟେନ୍ଦ୍ର ଜୈନ…

ନୂଆଦିଲ୍ଲୀ,୨୫।୧୨ : ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି। ରବିବାର ଏନେଇ…

ସିଏଜି ରିପୋର୍ଟ: ଆସାମରେ ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ…

ଗୁଆହାଟୀ,୨୫।୧୨ : ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି। ଆସାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri