Home

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କାର୍‌ରେ ସ୍ବାମୀ ପ୍ରକାଶ କୁମାର ଓ କୁନି…

ରାହୁଲଙ୍କ ସୁରକ୍ଷା ନେଇ ସିଆରପିଏଫର ଜବାବ, ସେ ନିଜେ କରୁଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ,୨୦୨୦ ଠାରୁ ୧୧୩ ଥର…

ନୂଆଦିଲ୍ଲୀ,୨୯।୧୨ : ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ପ୍ରସଙ୍ଗ ଉଠାଇଛି। ଗୋଟିଏ ଦିନ ପୂର୍ବରୁ ଦଳର ନେତା କେସି ଭେନୁଗୋପାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଅଭାବ ଅଭିଯୋଗ…

ମତଦାନ ପାଇଁ ଆଉ ପ୍ରବାସୀଙ୍କୁ ଘରକୁ ଫେରିବାକୁ ପଡ଼ିବ ନାହିଁ, ରିମୋର୍ଟ ଇଭିଏମ୍‌ର ପ୍ରୋଟୋଟାଇପ ବିକଶିତ କଲେ ଇସି…

ନୂଆଦିଲ୍ଲୀ,୨୯।୧୨ : ମତଦାନ ପ୍ରତ୍ୟେକ ବୟସ୍କଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ଅନେକ ଲୋକ ଘରୁ ଦୂରରେ ଥିବାରୁ ଭୋଟ ଦେବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଏପରି ଏକ ସମାଧାନ ବାହାର କରିଛନ୍ତି ଯେ ଘରଠାରୁ ଦୂରରେ ରହୁଥିବା…

ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ଅହମ୍ମଦାଦାବାଦ୍‌,୨୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରୀ ଟିମ୍‌ ନିରନ୍ତର ତାଙ୍କ ଉପରେ ନଜର ରଖିଛନ୍ତି। ସବିଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ…

ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ ବିସ୍ତାରିତ…

ଏବେ ଅଲମାଟି ଡ୍ୟାମ ନେଇ ବିବାଦ ଘନେଇଲା, ସୁପ୍ରିମ୍‌କୋର୍ଟ ଯିବାକୁ ଫଡ଼ନାଭିସଙ୍କ ଧମକ…

ମୁମ୍ବାଇ/ବେଙ୍ଗାଲୁରୁ,୨୯।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ପରେ ବର୍ତ୍ତମାନ ଆଲମାଟି ଡ୍ୟାମ ବିବାଦର ଏକ ନୂଆପ୍ରସଙ୍ଗରେ ପରିଣତ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ସେ ଏହି…

ଭାରତ ପାଲଟିବ ବିଶ୍ୱସ୍ତରୀୟ ଗେମିଂ ହବ…

ନୂଆଦିଲ୍ଲୀ,୨୯।୧୨ : ଭାରତକୁ ଏକ ବିଶ୍ୱ ଗେମିଂ ହବ କରିବା ପାଇଁ ସହଜ ବ୍ୟବସ୍ଥା ଉପରେ ଯୋଜନା ଜାରି ରହିଛି। ଖେଳ କାର୍ଯ୍ୟକଳାପରୁ ହୋଇଥିବା ଆୟରୁ ଖର୍ଚ୍ଚ ଏବଂ କ୍ଷତି ଅଫସେଟ କରିବା ବ୍ୟବସ୍ଥା ବନ୍ଦ କରାଯିବା ନେଇ ଚର୍ଚ୍ଚା ହେଉଛି।…

ଟୁଇଟର୍‌ ଡାଉନ୍‌

କାର୍ଲିଫର୍ନିଆ,୨୯।୧୨:ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର୍‌ର ୱେବ ଭର୍ସନ ଡାଉନ ଅଛି। ଡାଉନ୍‌ଡିଟେକ୍ଟର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରୁ ୟୁଜର୍ସମାନେ ଟୁଇଟର୍‌ ୱେବସାଇଟରେ ଲଗ ଇନ କରିବାକୁ ଅସମର୍ଥ ହେଉଛନ୍ତି। କେବଳ ଏତିକି ନୁହେଁ, ଟୁଇଟ୍‌ କରିବାରେ ମଧ୍ୟ ଅସୁବିଧା ହେଉଛି। ୟୁଜର୍ସଙ୍କ…

ଉଦ୍ଧବଙ୍କ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି ବାଇଡେନ-ପୁଟିନ-ଚାଲର୍ସ: ସଞ୍ଜୟ ରାଉତ…

ମୁମ୍ବାଇ,୨୯।୧୨ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତଙ୍କ ଏକ ଭାଷଣ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ କିଙ୍ଗ ଚାଲର୍‌ସ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମୁକ୍ତ ବାଣିଜ୍ୟ, ୬ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଶୁଳ୍କ ମୁକ୍ତ…

ନୂଆଦିଲ୍ଲୀ,୨୯।୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟବର୍ତ୍ତୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଗୁରୁବାର ଠାରୁ କାର୍ଯ୍ୟକାରୀ ହେଉଛି। ଏହା ପରେ ଅଷ୍ଟ୍ରେଲିଆକୁ ଭାରତର ଛଅ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଉପରେ କୌଣସି ଶୁଳ୍କ ରହିବ ନାହିଁ। ୨…

‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି’

ନୂଆଦିଲ୍ଲୀ,୨୯।୧୨: ଉଜବେକିସ୍ତାନରେ ସିରପ୍‌ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବର୍ତ୍ତମାନ ଭାଜପା ନେତା ଅମିତ ମାଲବ୍ୟ ଏହାର କଡ଼ା ଜବାବ…

ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…

ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri