ପୁଣି ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍‌ ହେବ ବୋଲି ମେଟା ଘୋଷଣା କରିଛି।
ଜାନୁଆରୀ ୬, ୨୦୨୧ରେ, କ୍ୟାପିଟାଲ ହିଲ ଦଙ୍ଗା ପରେ ମେଟା ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଥିଲା। ମେଟା ଏକ ବ୍ଲଗ ପୋଷ୍ଟରେ କହିଛି ଯେ, ବିବାଦୀୟ ପୋଷ୍ଟକୁ ଏଡାଇବା ପାଇଁ ନୂଆ ନିୟମ କରାଯାଇଛି। ରାଜନୈତିକ ପ୍ରସାର ତଥା ପାଣ୍ଠି ସଂଗ୍ରହ ପାଇଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ହେଉଛି ପ୍ରମୁଖ ଉପକରଣ ବୋଲି ଟ୍ରମ୍ପ କହିଛନ୍ତି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଫେରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା। ପୂର୍ବରୁ ଟୁଇଟର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ବ୍ୟାନ୍‌ ଲଗାଇଥିଲା। ତେବେ ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ଆକ୍ଟିଭ୍‌ କରାଯାଇଥିଲା। ଯଦିଓ ଟ୍ରମ୍ପ ଏପର୍ଯ୍ୟନ୍ତ ଟୁଇଟ୍‌ କରିନାହାଁନ୍ତି ଏବଂ ଟୁଇଟର୍‌ ବଦଳରେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି...

ଡାଉନିଂ ଷ୍ଟ୍ରିଟ୍‌ରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୬।୯: କଞ୍ଜରଭେଟିଭ୍‌ ପାର୍ଟିର ନବବିର୍ବାଚିତ ନେତା ତଥା ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଲିଜ୍‌ ଟ୍ରସ୍‌ ଭାରତ-ବ୍ରିଟେନ୍‌ ମଧ୍ୟରେ ରଣନୈତିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ୍‌ ସପକ୍ଷରେ ଥିବା...

ଜୁନ୍‌ରେ ମୋଦି-ଟ୍ରମ୍ପ ଭେଟ

ଓ୍ବାଶିଂଟନ,୨୬ା୫(ପି.ଟି.): ଜୁନ୍‌ରେ ଜି-୨୦ ସମିଟ୍‌ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

କୁହୁଡ଼ିରେ ୨୦୦ ଗାଡ଼ି ଧକ୍କା

ବେଜିଂ, ୨୯।୧୨: ସେଣ୍ଟ୍ରାଲ୍‌ ଚାଇନାର ଝେଙ୍ଗଜହୋଉରେ ବୁଧବାର ପ୍ରବଳ କୁହୁଡ଼ି ସକାଶେ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଏକାସଙ୍ଗେ ପିଟି ହୋଇଯାଇଛନ୍ତି। ସେଥିମଧ୍ୟରୁ ୧୨ଟି ଗାଡ଼ି ଅଧିକ...

ତିଆରି ହେଲା କୃତ୍ରିମ ରକ୍ତ: ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ

ଟୋକିଓ,୨।୧୦: ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଜାପାନର ଟୋକୋରଜାଓ୍ବାସ୍ଥିତ ନ୍ୟାସନାଲ୍‌ ଡିଫେନ୍ସ୍‌ ମେଡିକାଲ କଲେଜର ବୈଜ୍ଞାନିକମାନେ ଗବେଷଣାଗାରରେ ଏଭଳି ରକ୍ତ ତିଆରି...

ସୌରଜଗତ ବାହାରେ ୫ ହଜାର ବିଶ୍ୱ

ଓ୍ବାଶିଂଟନ୍‌, ୨୩ା୩: ସୌରମଣ୍ଡଳ ବାହାରେ ଆଉ ୬୫ ଗ୍ରହ ଠାବ କରିଛି ଆମେରିକା ମହାକାଶ ସଂସ୍ଥା ନାସା। ଏହାକୁ ମିଶାଇ ଆମ ସୌରଜଗତ ବାହାରେ ଏଭଳି...

୬୨ ମିନିଟ୍‌ର ବାଇଡେନ୍‌-ପୁଟିନ୍‌ କଥାବାର୍ତ୍ତା ପରେ ବି ଘନେଇଲା ରୁଷିଆ-ୟୁକ୍ରେନ୍‌ ସଙ୍କଟ…

ଓ୍ବାଶିଂଟନ/ମସ୍କୋ, ୧୩।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବିବାଦକୁ ଶାନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି...

ବିଲାଓ୍ବଲଙ୍କୁ ଫୋନ କଲେ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ…

ବେଜିଂ,୧୦।୧ : ପାକିସ୍ତାନରେ ଚାଇନା ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ କୀିନ୍‌ ଗେଙ୍ଗ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପାକିସ୍ତାନୀ...

Advertisement
Archives

Model This Week