Home

ଏକକାଳୀନ ୧୧ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ମୁମ୍ବାଇ,୨୯।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଏକକାଳନୀ ଦେଶର ୧୧ଟି ପ୍ରମୁଖ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା କମ୍ପାନୀର ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏକକାଳୀନ ସହର ସଂଖ୍ୟା…

ଆଜି ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୨୯।୧୨: ପୂର୍ବତଟ ରେଳପଥର ପ୍ରମୁଖ ରେଳ ଷ୍ଟେଶନ ‘ଭୁବନେଶ୍ୱର ଷ୍ଟେଶନ’ର ପୁନଃ ବିକାଶ କାର୍ଯ୍ୟ ପାଇଁ ଗୁରୁବାର ତା’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏପରିକି ଏକ ବିଶ୍ୱସ୍ତରୀୟ ଢାଞ୍ଚାରେ ଏହାର ନିର୍ମାଣ କରାଯିବ ବୋଲି…

୨୦ ବର୍ଷରେ ୨୦ ଗୁଣା ବଢ଼ିଛି ଆରଆଇଏଲ୍‌ ରାଜସ୍ବ

ନୂଆଦିଲ୍ଲୀ,୨୯।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌)ର ବର୍ତ୍ତମାନର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍‌ଆଇଏଲ୍‌ରେ ୨୦ ବର୍ଷ ପୂରଣ କରିଛନ୍ତି। ଏପରିକି ୨୦୦୨ରେ ରିଲାଏନ୍ସର ପ୍ରତିଷ୍ଠାତା ତଥା ମୁକେଶଙ୍କ ପିତା ଧୀରୁ ଭାଇ ଅମ୍ବାନୀଙ୍କ ଅକାଳ ବିୟୋଗ…

୨ କୋଟି କୋଭିଶିଲ୍ଡ ଟିକା ମାଗଣାରେ ଦେବ ସେରମ୍‌

ନୂଆଦିଲ୍ଲୀ, ୨୯।୧୨: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ ମାଗଣାରେ ଯୋଗାଇ ଦେବା ନେଇ ବୁଧବାର କହିଛି। ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଏ ପ୍ରକାର…

ପ୍ରଜ୍ଞାଙ୍କ ନାଁରେ ମାମଲା

ବେଙ୍ଗାଲୁରୁ, ୨୯।୧୨: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ମଧ୍ୟପ୍ରଦେଶର ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ବୁଧବାର କର୍ନାଟକର ଶିବମୋଗା ଜିଲାରେ ମାମଲା ରୁଜୁ ହୋଇଛି। ଜିଲା କଂଗ୍ରେସ କମିଟିର ଏଚ୍‌.ଏସ୍‌. ସୁନ୍ଦରେଶଙ୍କ ଏତଲାକ୍ରମେ ଆଇପିସି ଦଫା ୧୫୩ଏ,…

ଯୁଦ୍ଧ ମଧ୍ୟରେ ସାଥୀ ସୈନ୍ୟଙ୍କୁ ବିବାହ କଲେ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ଫଳରେ ୨ ଦେଶର ଅନେକ କ୍ଷତି ହୋଇଛି। ତେବେ ଏଥିରେ ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଦେଶକୁ ବଞ୍ଚାଇବା ପାଇଁ ୟୁକ୍ରେନର ଅନେକ ନାଗରିକ ନିଜ ପେସା ଛାଡି ସେନାରେ ଭର୍ତ୍ତି ହୋଇଛନ୍ତି।…

ବିଶ୍ୱର ସବୁଠାରୁ ସରୁ ବିଲ୍ଡିଂ

ୱାଶିଂଟନ୍‌: ସବୁଠାରୁ ଉଚ୍ଚା ସ୍ଥାନରେ ରହିବାକୁ ବହୁ ଲୋକ ଇଚ୍ଛା କରନ୍ତି। ସେଠାରୁ ପୂରା ସହରର ଦୃଶ୍ୟ ବହୁତ ରୋମାଞ୍ଚକ ହୋଇଥାଏ। ତେବେ ଏପରି ଏକ ଉଚ୍ଚା କୋଠା ଆମେରିକାର ମନ୍‌ହଟନ୍‌ରେ ରହିଛି। କୋଠାଟି ଉଚ୍ଚା ହେବା ସହ ଏହାର ଚଉଡା…

କୁହୁଡ଼ିରେ ୨୦୦ ଗାଡ଼ି ଧକ୍କା

ବେଜିଂ, ୨୯।୧୨: ସେଣ୍ଟ୍ରାଲ୍‌ ଚାଇନାର ଝେଙ୍ଗଜହୋଉରେ ବୁଧବାର ପ୍ରବଳ କୁହୁଡ଼ି ସକାଶେ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଏକାସଙ୍ଗେ ପିଟି ହୋଇଯାଇଛନ୍ତି। ସେଥିମଧ୍ୟରୁ ୧୨ଟି ଗାଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଝେଙ୍ଗଜିନ ହୁଆଙ୍ଗହେ ବ୍ରିଜ୍‌ରେ ଅନେକ କାର୍‌ ଉପରେ ଟ୍ରକ୍‌ ଚଢ଼ିଯାଇଥିବା…

ଚନ୍ଦ୍ରାବାବୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା, ୮ ମୃତ

ନେଲ୍ଲୋର,୨୯ା୧୨: ଆନ୍ଧ୍ର ପ୍ରଦେଶର କନ୍ଦୁକୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ରୋଡ୍‌ ଶୋ’ ବେଳେ ଦଳାଚକଟା ହୋଇଛି। ବହୁ ଲୋକ ଏକ ଡ୍ରେନ୍‌କୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା…

୨୦୨୩ର ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ,୨୮ା୧୨:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଭାରତ ସରକାରଙ୍କ ଅଫିସିଆଲ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁରାଗ କହିଛନ୍ତି, ସରକାରୀ କ୍ୟାଲେଣ୍ଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ର…

ପୌର କାର୍ଯ୍ୟାଳୟର ତାଗିଦକୁ ନେଇ ଆବାସ ହିତାଧିକାରୀଙ୍କ ବଢୁଛି ଅସନ୍ତୋଷ

ଆନନ୍ଦପୁର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଆବାସ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଯଥାଶୀଘ୍ର ଗୃହକାର୍ଯ୍ୟ ଶେଷ କରିବାକୁ କିଛି ଦିନ ଧରି ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ତାଗିଦ୍‌ କରାଯାଇଛି। ଏଭଳି ପରିସ୍ଥିତିକୁ…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ନୂଆଦିଲ୍ଲୀ,୨୮।୧୨: ବିସିସିଆଇ ବୁଧବାର ମହିଳା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଘୋଷଣା କରିଛି। ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଦଳର ଉପ-ଅଧିନାୟକ ଭାବରେ ସ୍ମୃତି ମନ୍ଧନା ନିଯୁକ୍ତ ହୋଇଛନ୍ତି। ଫେବୃଆରୀ ୧୦ରୁ ଦକ୍ଷିଣ ଆଫ୍ରିକାରେ ଟି-୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri