Home

ହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି

ବାରିପଦା ଅଫିସ,୨୯ା୧୨: ମୟୂରଭଞ୍ଜ ଜିଲାର ଶୋଭା ବର୍ଦ୍ଧନ କରୁଥିବା ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ ବଞ୍ଚାଅ’ ଅଭିଯାନକୁ ନେଇ ଅଗ୍ରଣୀ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଗୁରୁବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଭାବପ୍ରବଣ ଆଘାତ-ଖରାପ ଶବ୍ଦ କହିବା ମଧ୍ୟ ଘରୋଇ ହିଂସା: ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ସମଲିଙ୍ଗୀ ପୁରୁଷଙ୍କୁ ନିର୍ଦ୍ଦେଶ…

ମୁମ୍ବାଇ,୨୯।୧୨ : ମୁମ୍ବାଇର ସେସନ କୋଟ ର୍‌ ଜଣେ ସମଲିଙ୍ଗୀ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅନ୍ୟ ପୁରୁଷଙ୍କ ସହ ଜଡିତ ଥିବାରୁ ସମଲିଙ୍ଗୀ ସ୍ବାମୀ ସେମାନଙ୍କ ବିବାହ ସମ୍ପର୍କକୁ ପରିପୂର୍ଣ୍ଣ କରି…

‘ବେସରମ ରଙ୍ଗ’ ଗୀତରେ ହେବ ପରିବର୍ତ୍ତନ

ଅଭିନେତା ଶାହରୁଖ ଖାନ୍‌ ଏବଂ ଦୀପିକା ପାଦ୍ୟୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’ର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ ନହେଉଣୁ ଫିଲ୍ମର ଗୀତକୁ ନେଇ ତେଜିଛି ବିବାଦ। ଫିଲ୍ମର ପ୍ରଥମ ଗୀତ ବେସରମ ରଙ୍ଗରେ ଦୀପିକା…

ଦକ୍ଷିଣ ଆଫ୍ରିକା ହାରିଲା, ଭାରତକୁ ଫାଇଦା

ନୂଆଦିଲ୍ଲୀ,୨୯।୧୨:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ଦ୍ୱିତୀୟ ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ହରାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାର ଦାବି ଦୁର୍ବଳ ହୋଇଛି। ଏହି ବିଜୟ ସହିତ…

ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାରଖାନା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁର ଥାନା ଗରିଆମାଳ ଅଞ୍ଚଳର…

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି, ସାଇପ୍ରସ ଗସ୍ତରେ ଜୟଶଙ୍କର…

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ଯାଉଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସାଇପ୍ରସ ଗସ୍ତ ଆରମ୍ଭ…

ନିର୍ବାଚନର ୧୦ ମାସ ପରେ ବି ବ୍ଲକ ପରିସରରେ ଗଦା ହୋଇଛି ଭୋଟ୍‌ ବାକ୍ସ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବ୍ଲକ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡରେ ଗଦା ହୋଇଛି ଭୋଟ୍‌ ବାକ୍ସ। ପଞ୍ଚାୟତ ନିର୍ବାଚନ ସରିବାର ୧୦ ମାସ ବିତି ଯାଇଥିଲେ ମଧ୍ୟ ବିଡିଓ କିମ୍ବା ଜିଲା ପ୍ରଶାସନର ଏଥି ପ୍ରତି ନଜର ନାହିଁ। କାରଣ…

ପାଭେଲ: ଆତ୍ମହତ୍ୟା ନା ହତ୍ୟା

ରାୟଗଡ଼ାରୁ ସୁନୀତ୍‌ ମିଶ୍ର, ୨୯ା୧୨: ଓଡ଼ିଶା ଭ୍ରମଣରେ ଆସିଥିବା ରୁଷିଆ ନାଗରିକ ଆଣ୍ଟୋଭ ପାଭେଲ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରାୟଗଡ଼ାଠାରେ ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ପ୍ରଥମରୁ ଯଦିଓ ଏହି ଘଟଣା ବାହାରକୁ…

ମେଲବୋର୍ନରେ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେବା ନେଇ ଚର୍ଚ୍ଚା, ଭିକ୍ଟୋରିଆ ସରକାରଙ୍କ ଉଦ୍ୟମ…

ମେଲବୋର୍ନ,୨୯।୧୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର ଦୀର୍ଘତମ ଫର୍ମାଟରେ, ଏହି ଦୁଇ ଦଳ ଶେଷ ଥର ପାଇଁ ୨୦୦୭ ରେ ମୁହାଁମୁହିଁ ହୋଇଥିଲେ…

ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ ଭୟ କରିଥାନ୍ତି। ମାତ୍ର ଜଣେ ଯୁବତୀ ଏହି ଭୟଙ୍କର ଜୀବକୁ ମମାଜ କରି ଆନନ୍ଦ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…

ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିତିନ ମନମୋହନଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ ନିର୍ମାତା ନିତିନ ମନମୋହନଙ୍କର ପରଲୋକ ଘଟିଛି। ଡିସେମ୍ବର ୩ ହୃଦଘାତରେ ହେବା ପରେ ନିତିନଙ୍କୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଗୁରୁବାର ସେ ଶେଷନିଃଶ୍ୱାସ ତ୍ୟାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri